ବ୍ୟବସାୟ

ଧୂମ ମଚାଉଛି ଶସ୍ତା ବୁଲେଟ! ଏବେ ଶସ୍ତାରେ ମିଳୁଛି Royal Enfieldର Bike…. ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ଦମ ଦେଖାଉଛି ରୟାଲ ଏନଫିଲ୍ଡ ର ଶସ୍ତା ମେଦଳ । 350 ସିସି ର ଇଞ୍ଜିନ ଦେବ ଜବରଦସ୍ତ ଥ୍ରୀଲ । ହଣ୍ଟର-350 ଆଗରେ ସବୁ ବାଇକ ଫେଲ । ବାଇକ ଆରୋହି ଙ୍କ ପାଇଁ ଜରବଦସ୍ତ ଖବର ଆସିଛି । ସମସ୍ତଙ୍କର ପ୍ରିୟ ବୁଲେଟ ଏବେ ବଜାରରେ ନିଜର ଦାମ ଦେଖାଉଛି । ହଁ ଦର୍ଶକ ବନ୍ଧୁ ସବୁ ବାଇକ କୁ ପଛରେ ପକାଇଛି ରୟାଲ ଏନଫିଲ୍ଡର ଏହି ଶସ୍ତା ମେଡିଲରେ ବୁଲେଟ ।

ସାଧାରଣତଃ ବାଇକ କିଣିବାକୁ ମନକୁ ଆସିଲେ ପ୍ରଥମେ ମନକୁ ଆସେ ରୟାଲ ଏନଫିଲ୍ଡ ବୁଲେଟର କଥା । ହେଲେ ଏହାର ଅଧିକ ପ୍ରାଇସ କାରଣରୁ ଏହା ଅନେକଙ୍କ ପାଇଁ ସ୍ଵପ୍ନ ହୋଇ ରହିଯାଏ । କିନ୍ତୁ ଏବେ ବାଇକ ଆରୋହିଙ୍କ ପାଇଁ ଆସିଛି ଖୁସି ଖବର । କାରଣ ସାଧାରଣ ବାଇକ ପ୍ରାଇସରେ ମିଳୁଛି ରୟାଲ ଏନଫିଲ୍ଡର ହଣ୍ଟର-350 ବାଇକ।

ଏହାର ଜବରଦସ୍ତ 350 ସିସି ର ଇଞ୍ଜିନ ସହ ଅତ୍ୟାଧୁନିକ ଫିଚର ବାଇକ ଆରୋହି ଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ବେସ ସହାୟକ ହୋଇଛି । ଏହାର ଓଜନ 181 କିଲୋଗ୍ରାମ ଥିବା ବେଳେ ଏହାକୁ ଯେ ପ୍ଲାଟ ଫର୍ମ ରେ ପ୍ରସ୍ତୁତ କରିଛି କମ୍ପାନୀ । ସେହିପରି ବୁଲେଟକୁ ଟକ୍କର ଦେବାକୁ ଲଞ୍ଚ ହୋଇଥିବା ବିଭିନ୍ନ କମ୍ପାନୀର ଅତ୍ଯାଧିନିକ ବାଇକ କୁ ବି ଏହି ମଡେଲ ଟି ବେସ ପଛରେ ପକାଇଛି ।

ହଣ୍ଟର 350 ର ଷ୍ଟାଟିର୍ଙ୍ଗ ମଡେଲର ପ୍ରାଇସ ମାତ୍ର ଦେଢ ଲକ୍ଷ ଥିବା ବେଳେ ଏହାର ଟପ ମଡ଼େଲର ଦାମ ରହିଛି 1 ଲକ୍ଷ 71 ହଜାର ଟଙ୍କା । ଯାହା କି ଅନ୍ଯାନ୍ଯ ବାଇକ ଦାମ ତୁଳନାରେ ବହୁତ କମ । ହଣ୍ଟର-350 ରେ ରହିଛି ଡୁଆଲ ଜାଣେଳର ଏନ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ ଓ ଶିଂଗଲ ଚ୍ୟାନେଲ ଏବିଏସୀ ସିଷ୍ଟମ । ସେହିପରି ବାଇକ ର ଆଗ ଛକରେ ଖଞ୍ଜା ଯାଇଛି ଡୁଆଲ ସକ ଅବଜର୍ଭ ସିଷ୍ଟମ ସହ ଟେଲିସ୍କୋପି ଫର୍ମ ।

ସେହିପରି ଏହାର ସ୍ପୋଟି ଲୁକ ସହ ଏଥିରେ ରହିଛି 17 ଇଞ୍ଚ ର ଏଲୋଇ ୱ୍ହିଳ ସିଷ୍ଟମ । ଏହାର 3ଟି ମଡେଲ ଯଥା ହଣ୍ଟର-350 ଋ ଟ୍ରୋ, ହଣ୍ଟର-350 ମେଟ୍ରୋ ଓ ହଣ୍ଟର-350 ମେଟ୍ରୋ ରିବେଲ । ଯାହା କୁ ଗ୍ରାହକ ଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି । ଖାସ ଏଥିପାଇଁ ଗତ 6 ମାସ ଭିତରେ ଏକ ଲକ୍ଷ ହଣ୍ଟର-350 ବାଇକ ବିକ୍ରି କରି ସାରିଲାଣି ରୟାଲ ଏନଫିଲ୍ଡ ।

ସେହିପରି ରୟାଲ ଏନଫିଲ୍ଡ ର ଅନ୍ଯାନ୍ଯ ବାଇକ ତୁଳନାରେ ଏହାର ଓଜନ ମଧ୍ୟ ସାମାନ୍ଯ କଣ । ଖାଲି ଯେ ଭାରତୀୟ ବଜାରରେ ହଣ୍ଟର-350 କମାଲ ଦେଖାଉଛି ତାହା ନୁହେଁ ବରଂ ବିଶ୍ଵର ଅନ୍ୟାନ୍ୟ ପ୍ରମୁଖ ଦେଶରେ ନିଜର ଜଲୱା ଦେଖାଉଛି ରୟାଲ ଏନଫିଲ୍ଡ ର ଏହି ଶସ୍ତା ମଡେଲ ।

Related Articles

Leave a Reply

Your email address will not be published. Required fields are marked *

Back to top button