ସ୍ୱାସ୍ଥ୍ୟ

ମ-ଦ ଛାଡିବାର ସବୁଠାରୁ ସହଜ ଘରୋଇ ଉପାୟ,ଯେତେ ବି ପୁରୁଣା ମ-ଦୁ-ଆ ହୋଇଥିଲେ ବି ପିଇବା ଛାଡି ଦେବ

ଦୁନିଆର ଅନେକ ଲୋକ ମ-ଦ୍ୟପା-ନ କରୁଛନ୍ତି। ଅନେକ ଲୋକ ମଧ୍ୟ ଖୁସିରେ ପିଇଥାନ୍ତି ଆଉ କେତେକ ଲୋକ ପ୍ରତିଦିନ ପିଇ ପିଇ ଅଭ୍ୟସ୍ତ ହୋଇଗଲେଣି। ଯଦି ଆପଣ ମଦ ଛାଡିବା ପାଇଁ ଚାହୁଁଛନ୍ତି ତେବେ ଆଜିର ଏହି ହୋମ ରେମେଡିଟି ଆପଣମାନଙ୍କୁ ବହୁତ ସାହାଯ୍ୟ କରିବ। ଆଜି ଆମେ ଆପଣମାନଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ସେବନ କରି ଆପଣ ମ-ଦ ପିଇବାର ଅଭ୍ୟାସକୁ ଦୂର କରିପାରିବେ। ଦୁନିଆର ସମସ୍ତ ଲୋକଙ୍କୁ ମ-ଦ୍ୟପା-ନ କରିବା ଉଚିତ ନୁହେଁ ଯଦି ଆପଣ ମ-ଦ୍ୟପା-ନ କରିବେ ତେବେ ମୃ-ତ୍ୟୁ ସୁନିଶ୍ଚିତ ଅଟେ। ତେବେ ଆସନ୍ତୁ ଜାଣିବା ଏହି ହୋମ ରେମେଡି ବିଷୟରେ।

ଏହି ରେମେଡି ପାଇଁ ଆମକୁ ସର୍ବ ପ୍ରଥମେ ସୁଣ୍ଠି ପାଉଡରର ଆବଶ୍ୟକତା ପଡିବ। ଆପଣମାନେ ଶୁଖିଲା ଅଦା ତଥା ସୁଣ୍ଠି ନେଇ ଆସନ୍ତୁ ଓ ତାକୁ ଗ୍ରାଇଣ୍ଡିଙ୍ଗ କରି ପାଉଡର କରନ୍ତୁ। ମଦର ଅଧିକ ସେବନ କରିବା ଦ୍ଵାରା ଶରୀରରେ ସଲଫର ମାତ୍ରା କମିଯାଇଥାଏ ଓ ଏହାକୁ ସୁଣ୍ଠି ପାଉଡର ପୂରଣ କରିବ। ଆମ ଦ୍ଵିତୀୟ ସାମଗ୍ରୀ ଦରକାର ଜୁଆଣୀ। ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସ ଚୁଲାରେ ବଶାନ୍ତୁ ଓ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ। ଏହା ପରେ ଆପଣ ଏଥିରେ ଏକ ଚାମଚ ସୁଣ୍ଠି ପାଉଡର ଓ ଏକ ଚାମଚ ଜୁଆଣୀ ମିଶାନ୍ତୁ।

ଆପଣ ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଅଧ ଗ୍ଳାସ ନ ହୋଇଯିବ। ପାଣି ଭଲ ଭାବରେ ଫୁଟିବା ପରେ ଆପଣ ଗ୍ୟାସ ବନ୍ଦ କରିଦିଅନ୍ତୁ ଓ ପାଣିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ପାଣି ଅଳ୍ପ ଥଣ୍ଡା ହୋଇଯିବା ପରେ ଏହାକୁ ଛାଣି ଦିଅନ୍ତୁ। ଆପଣ ଏହି ରେମେଡିକୁ ସକାଳେ ଥରେ ବନାନ୍ତୁ ସକାଳେ ବନେଇ ଥିବା ରେମେଡିକୁ ଆପଣ ସନ୍ଧ୍ୟାବେଳେ ସେବନ କରନ୍ତୁ।

ଏହିପରି କିଛି ଦିନ ଆପଣ ଏହାର ସେବନ କରନ୍ତୁ ଦେଖିବେ ଆପଣ ମ-ଦ ଛାଡି ଦେବେ ଆଉ ଆପଣ ଏକ ସୁସ୍ଥ ଜୀବନ ଶୈଳୀ ମେଣ୍ଟେନ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button