ସ୍ୱାସ୍ଥ୍ୟ

ଅଣ୍ଡା ଆମିଷ ନା ନିରାମିଷ ? ଜାଣନ୍ତୁ ବୈଜ୍ଞାନିକ ମାନେ କଣ ଦେଲେ ଏହି ପ୍ରଶ୍ନର ଉତ୍ତର !

ଆଜିକା ସମୟରେ ସମସ୍ତେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି କିନ୍ତୁ ଏହି ଖାଦ୍ୟ ତାଙ୍କ ସ୍ବାସ୍ଥ୍ୟ ଉପରେ କେତେ ହାନି କରିଥାଏ ତାହା ବିଷୟରେ କେହି ଚିନ୍ତା କରନ୍ତି ନାହିଁ । ଅଣ୍ଡା ଏମିତି ଗୋଟେ ଜିନିଷ ଯାହା ଖାଇବା ଦ୍ବାରା ସ୍ବାସ୍ଥ୍ୟ ବହୁତ୍ ଭଲ ରହିଥାଏ ଓ ସିଜା ଅଣ୍ଡା ଖାଇବା ପାଈଁ ଡକ୍ଟର ମଧ୍ଯ କୁହନ୍ତି କାହିଁକିନା ଏହା ଦ୍ବାରା ଆମ ଶରୀରକୁ ପ୍ରୋଟିନ ପ୍ରାପ୍ତ ହୋଇଥାଏ ଯାହା ଶରୀର ପାଇଁ ବହୁତ୍ ଆବଶ୍ୟକ ହୋଇଥାଏ । ଆଜି ଆମେ ଜାଣିବା ଅଣ୍ଡା ଆମିଷ ବା ନିରାମିଷ ଅଟେ ।

ଅଣ୍ଡା କୁକୁଡା ଦେଇଥାଏ ଓ ଏହା ଦ୍ବାରା ନୁଆ ଯିବ ବାହାରିଥାନ୍ତି ସେଥିପାଇଁ ଲୋକେ ଏହାକୁ ଆମିଷ କୁହନ୍ତି କିନ୍ତୁ ଏହା ସମ୍ପୂର୍ଣ ରୂପରେ ସତ ନୁହ । ଅଣ୍ଡା ଆମିଷ ନୁହ ବୋଲି କିଛି ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ତାଙ୍କ କହିବା ଅନୁଯାଇ ଅଣ୍ଡା ରେ ଜୀବିତ ଅଂଶ ରହିଥାଏ ସେଥିପାଇଁ ଏହା ଆମିଷ ନୁହ ଏହା ନିରାମିଷ ହୋଇଥାଏ । ଅଣ୍ଡା ଖାଇବା ଦ୍ବାରା ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ତାଙ୍କୁ କାମ କରିବା ପାଇଁ ଶକ୍ତି ମିଳିଥାଏ ।

ଅଣ୍ଡାକୁ ସିଯାଇ ଖାଇଲେ କିଛି ଲୋକ ତା କେଶର ବାହାର କରି ଖାଇବା ପସନ୍ଦ କରନ୍ତି ଏହା କିଛି ଲୋକଙ୍କ ପାଇଁ ଉଚିତ ମଧ୍ୟ ହୋଇଥାଏ କାହିଁକିନା କେଶର ବହୁତ୍ ଗରମ ହୋଇଥାଏ ଓ ଏହାର ସେବନ ଦ୍ବାରା ଆପଣଙ୍କ ପେଟ ମଧ୍ୟ ଗରମ ହୋଇଥାଏ । ଅଣ୍ଡା ର ଧଳା ଅଂଶ କେଉଁ ଲୋକ ଖାଇଥାନ୍ତି ତାଙ୍କ ଶରୀରରେ ବହୁତ୍ ଲାଭକାରୀ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଅଣ୍ଡା ବହୁତ୍ ଆବଶ୍ୟକ ଖାଦ୍ୟ ପଦାର୍ଥ ଅଟେ ଓ କିଛି ଲୋକ କେବଳ ଏହାକୁ ଆମିଷ ଭାବି ଏହାର ସେବନ କରନ୍ତି ନାହିଁ ।

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଅଣ୍ଡା ରେ ୩ ଟି ଭାଗ ହୋଇଥାଏ ଗୋଟେ ଅଣ୍ଡା ଖୋଳ ତା ପରେ ନାଳୁଆ ଅଂଶ ବା ଧଳା ଅଂଶ ତା ପରେ କେଶର ଅଂଶ ଆସୁଥାଏ ତେବେ ଅଣ୍ଡାର କେଶର ଅଂଶ ରେ ଜିବନ ରହିଥାଏ କିନ୍ତୁ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ବର୍ତମାନ କେଉଁ ଅଣ୍ଡା ମାର୍କେଟ ରେ ଆସୁଛି ତାହା ଫଟିଲାଇଯ ହୋଇନଥାଏ ସେଥିପାଇଁ ଏହାକୁ ଆମିଷ କହିବା ଉଚିତ୍ ନୁହ କାହିଁକିନା ଏଥିରେ ଜୀବନ ନଥାଏ । ତେବେ ଆପଣ କଣ ବିଚାର କରନ୍ତି ଅଣ୍ଡା ଆମିଷ ନା ନିରାମିଷ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button