ତୁଳସୀ ଦାସ କହିଛନ୍ତି ସଫଳତା ପାଇବାର 6ଟି ସୂତ୍ର, ସବୁ ମଣିଷ ଜାଣିବା ଉଚିତ !

ବନ୍ଧୁଗଣ ଆଜିକାଲି ପ୍ରତେକ ବ୍ୟକ୍ତି ଜୀବନରେ ଆରାମ ଓ ଉନ୍ନତି ର ବାଟ ଆପଣେଇଥାନ୍ତି । ପ୍ରତେକ ବ୍ୟକ୍ତି ର ଇଚ୍ଛା ରହିଥାଏ ଯେ ନିଜକୁ ସମ୍ମାନ ମିଳୁ, ନିଜର ନାମ ହେଉ ଉଚ୍ଚ ରେ ରହୁ ଏବଂ ଘର ପରିବାରର ଉନ୍ନତି ହେଉ । କିନ୍ତୁ ସେ କେବେ ବି ଭାବି ନ ଥାଏ ଯେ ଏ ସବୁ ଆବଶ୍ୟକତା ଜୀବନରେ କାହିଁକି ହୋଇଥାଏ । ବ୍ୟକ୍ତି ଜୀବନରେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ସଫଳତା ପାଇପାରେ ନାହିଁ । ତେବେ ରାମ ଚରିତ ମାନସର ରଚୟତା ତୁଳସୀ ଦାସ କହିଛନ୍ତି ପ୍ରତେକ ବ୍ୟକ୍ତି ସଫଳତା ପାଇବା ପାଇଁ 6ଟି ମନ୍ତ୍ର ଜାଣିବା ନିହାତି ଜରୁରୀ ଅଟେ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।
୧- ତୁଳସୀ ଦାସ କହିଛନ୍ତି ମଧୁର ବାଣୀ କହିବା ବ୍ୟକ୍ତି ସବୁବେଳେ ଖୁସି ରେ ରହିଥାନ୍ତି । କାହାକୁ ବି ବନ୍ଧୁ କରିବା ପାଇଁ ଏହା ସବୁଠାରୁ ସହଜ ଉପାୟ ଅଟେ । ତେଣୁ ପ୍ରତେକ ବ୍ୟକ୍ତି ନୁ କଠୋର ବଚନ ତ୍ୟାଗ କରି ମିଠା ବଚନ କହିବା ଉଚିତ ।
୨- ତୁଳସୀ ଦାସ ଙ୍କ କହିବା ଅନୁଯାୟୀ ଭଗବାନ ରାମଙ୍କ ଉପରେ ବିଶ୍ଵାସ କରି ଆରାମରେ ବଂଶୀ ବଜାଇବା ଉଚିତ । ଏହା ଦ୍ଵାରା ଦୁନିଆରେ କିଛି ବି ଅସମ୍ଭବ ହେବ ନାହିଁ । ଆଉ ଯାହା ହେବ କେହି ଅଟକାଇ ପାରିବେ ନାହିଁ । ତେଣୁ ବ୍ୟକ୍ତି ସବୁ ଚିନ୍ତାରୁ ମୁକ୍ତ ହୋଇ କର୍ମ କରିବା ଉଚିତ ।
୩- ତୁଳସୀ ଦାସ କହିଛନ୍ତି ବର୍ଷା ଋତୁ ରେ ବେଙ୍ଗର ଧ୍ୱନି ଏବେ ଅଧିକ ହୋଇଯାଏ ଯେ କୋଇଲିର ମିଠା ବାଣୀ କିଛି ବି କାମ କରେ ନାହିଁ । ଅର୍ଥାତ ଯେବେ ଚତୁର ଓ ମୂର୍ଖ ଲୋକଙ୍କର ବାର୍ତ୍ତାଳାପ ହୋଇଥାଏ ତେବେ ଭଲ ଲୋକଙ୍କ କଥା ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ । ଏହି ସମୟରେ ଚୁପ ରହିବା ଭଲ ହୋଇଥାଏ ।
୪- ତୁଳସୀ ଦାସ କହିଛନ୍ତି ଗୁରୁ ଦେଇଥିବା ଶିକ୍ଷା କୁ ଯେଉଁ ବ୍ୟକ୍ତି ସମ୍ମାନ କରନ୍ତି ନାହିଁ ଓ ତାହାକୁ ପରିହାସ କରିଥାନ୍ତି ପରବର୍ତ୍ତୀ ସମୟରେ ଅନୁତାପ କରିଥାନ୍ତି ।
୫- ତୁଳସୀ ଦାସ କହିଛନ୍ତି ମୁଖ୍ୟ ଓ ମୁଖିଆ ସମାନ ହୋଇଥିବା ଦରାକର । ଏହାର ଅର୍ଥ ଖାଇବା ପିଇବା ପାଇଁ ମଣିଷ ଏକାକୀ କରିଥାଏ । କିନ୍ତୁ ବିବେକ ସବୁ ଅଙ୍କ ର ପାଳନ ପୋଷଣ କରିଥାଏ ।
୬- ଶେଷରେ ତୁଳସୀ ଦାସ କହିଛନ୍ତି ସମୟ ହିଁ ମଣିଷ କୁ ସର୍ବ ଶ୍ରେଷ୍ଠ ସ୍ଥାନକୁ ନେଇଥାଏ । ସମୟ ମଣିଷ କୁ ଦୁର୍ବଳ ବନାଇ ଦେଇଥାଏ । ତେବେ ଏହା ଥିଲା ତୁଳସୀ ଦାସ କହିଥିବା ସେହି ୬ ଟି ମନ୍ତ୍ର ଯାହାକୁ ପ୍ରତେକ ବ୍ୟକ୍ତି ନିଜ ଜୀବନରେ କାର୍ଯ୍ୟ କାରୀ କରିବା ଉଚିତ । ଏହା ଦ୍ଵାରା ବ୍ୟକ୍ତି ନିଶ୍ଚୟ ଜୀବନରେ ସଫଳତା ପାଇ ପାରିବ ଓ ଉନ୍ନତି ଆଡକୁ ଅଗ୍ରସର କରି ପାରିବ ।