ସକାଳୁ ଚା’ ବଦଳରେ ଏହି କାଢାର ସେବନ କରନ୍ତୁ, 80 ପ୍ରକାର ରୋଗ ମୂଳରୁ ଶେଷ ହେବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କଥାରେ ଅଛି ଆମ ଶରୀର ତଳେ ୬୪ ପ୍ରକାର ରୋଗବଇରାଗ ଢାଙ୍କି ହୋଇ ରହିଛି । ତେବେ ବୟସ ବଢିବା ସହ ଗୋଟିଏ ପରେ ଗୋଟିଏ ରୋଗ ଅନେକ ସମୟରେ ବହୁ ଲୋକଙ୍କର ଦେଖା ଦେଇଥାଏ । ହେଲେ ଯଦି ଆମେ ମୂଳରୁ ହିଁ ଆମ ଶରୀର ପ୍ରତି ଯତ୍ନବାନ ହୋଇ ରହିଥିବା । ତେବେ ହୁଏତ ଆମେ ଆମ ଶରୀରରେ ହେବାକୁ ଥିବା ବଡ ରୁ ବଡ ରୋଗକୁ ହେବା ପୂର୍ବରୁ ଟାଳି ପାରିବେ ।

ତେବେ ଆଜି ଆମେ ଯେଉଁ ଚମତ୍କାରୀ କାଢା ବିଷୟରେ କହିବା ପାଇଁ ଯାଉଛୁ । ତାହା ଆପଣଙ୍କ ଶରୀରରେ ହେବାକୁ ଥିବା ଡାଇବେଟିସ, କୋଲେଷ୍ତ୍ରଳ, ପେଟ ରୋଗ, ରକ୍ତର ଅଭାବ ଏବଂ ହୃଦଯ ଜନିତ ସମସ୍ଯାକୁ ଶରୀରରେ ହେବାକୁ କେବେ ବି ଦେଇନଥାଏ । ଏହି ଉପଚାର ପାଇଁ ଆପଣଙ୍କୁ ଗିଲୋୟ, ତୁଳସୀ, ଗୋଲମରୀଚ, ଡାଲଚିନୀ ଏହି ୪ ଟି ସାମଗ୍ରୀର ଆବଶ୍ୟକତା ପଡିବ । ତେବେ ଗିଲୋୟ ଆମ ଶରୀରରେ ରୋଗପ୍ରତୋରୋଧକ ଶକ୍ତି ବଢାଇବାରେ ସାହାଜ୍ଯ କରିଥାଏ ।

ଆପଣ ପ୍ରଥମେ ଗ୍ଯାସରେ ଏକ ପାତ୍ର ବସାଇ ସେଥିରେ ୧ ଗ୍ଳାସ ପାଣି ରଖନ୍ତୁ । ତାପରେ ସେହି ପାଣିରେ ୪ ରୁ ୫ ଖଣ୍ଡ ଗିଲୋୟ ପକାନ୍ତୁ । ତାପରେ ଏଥିରେ ଅଧ ଚାମଚ ଡାଲଚିନୀ ମିଶାନ୍ତୁ । ତେବେ ସେଥିରେ ଅଧ ଚାମଚ ହଳଦୀ ପାଉଡରକୁ ମିଶାନ୍ତୁ । ଏହାପରେ ୨ ଟି ଗୋଲମରୀଚକୁ ଗୁଣ୍ଡ କରି ସେଥିରେ ପକାଇ ଦିଅନ୍ତୁ ।
ତାପରେ ଏହି ପାଣି ଫୁଟି ଫୁଟି ଅଧା ହୋଇଗଲା ପରେ ଏହାକୁ ଗ୍ଯାସକୁ କାଢି ଦେବେ । ଆପଣ ଦିନକୁ କେବଳ ଥରେ କୌଣସି ସମୟରେ ମଧ୍ୟ ଏହାର ସେବନ କରିପାରିବେ । ଖାଦ୍ୟ ଖାଇବାର ସଙ୍ଗେ ସଙ୍ଗେ ଏହି କାଢାର ସେବନ ନକରି କିଛି ସମୟ ପରେ ହିଁ ଏହାର ସେବନ କରନ୍ତୁ ।

ଚାହା ଠାରୁ ଏହି କାଢାର ଫାଇଦା ଆପଣଙ୍କର ଶରୀର ପ୍ରତି ଢେର ଗୁଣ ଅଧିକ ରହିଥାଏ । ଏହା ଆପଣଙ୍କ ଶରୀର ମଧ୍ୟରେ ଅନେକ ପ୍ରକାର ରୋଗକୁ ମୂଳରୁ ହିଁ ଖତମ କରିଥାଏ ।



