ସ୍ୱାସ୍ଥ୍ୟ

ସକାଳୁ ଉଠି କେବଳ ୩ ଦିନ ପିଅନ୍ତୁ, ଲିଭର ରେ ଜମା ସମସ୍ତ ଆବର୍ଜନା ସଫା ହେଇଯିବ

ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ଆମ ଶରୀର ଅନେକ ଅଙ୍ଗ ମାନଙ୍କ ମଧ୍ୟରୁ ଲିଭର ହେଉଛି ଏକ ମୁଖ୍ୟ ଅଙ୍ଗ, ଯଦି ଆପଣଙ୍କ ଶରୀରରେ ଲିଭର କୌଣସି ପ୍ରବ୍ଲେମ ରହିଛି ତେବେ ଆପଣ କୌଣସି ସମୟରେ ଭଲ ଲାଗିନଥାଏ |ଯଦି ଆପଣଙ୍କ ଶରୀରରେ ଲିଭର ଜନିତ କୌଣସି ସମସ୍ୟା ରହିଥାଏ ତେବେ ଆପଣ ଖାଉଥିବେ ଖାଦ୍ୟ ଭଲରେ ହଜମ ହୋଇନଥାଏ,ସ୍ୱାସ୍ଥ୍ୟ କମିଯିବା ସହିତ ଅଧିକ ବାନ୍ତି ଲାଗିବା ପରି ସମସ୍ୟା ଦେଖାଯାଏ

ଆପଣକୁ ଯଦି ଅଧିକ ସମୟ ଭୋକ ନଲାଗୁ ଥାଏ ତେବେ ମଧ୍ୟ ଆପଣଙ୍କ ଲିଭର ଜନିତ ସମସ୍ୟା ରହିଛି ତେଣୁ ଆପଣ ସର୍ବଦା ଏଥିପ୍ରତି ସାବଧାନ ରହିବା ଉଚିତ ଏହା ସହିତ ଆପଣଙ୍କ ଲିଭର ଜନିତ ସମସ୍ୟା ନରହିବା ପାଇଁ ମୁଁ ଆଜି ଆପଣକୁ ଏକ ଘରୋଇ ଉପଚାର ବିଷୟରେ କହିବି |ଯଦି ଆପଣ ଏହାକୁ କିଛି ଦିନ ବ୍ୟବହାର କରନ୍ତି ତେବେ ଆପଣଙ୍କ ଲିଭର ଜନିତ ସମସ୍ୟା ଦେଖାଯିବ ନାହିଁ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |

ଆବଶ୍ୟକ ସାମଗ୍ରୀ :-ଵିମ, କାକୁଡି, ଲେମ୍ବୁ, ଗାଜର ଓ ଧନିଆ ପତ୍ର

ପ୍ରସ୍ତୁତି :-ଆପଣ ଏହି ହୋମ ରିମିଡି ପ୍ରସ୍ତୁତ କରିବା ପାଇଁ ଫଳେ ଵିମ, ଫାଳେ କାକୁଡି, ଦୁଇଟି ଗାଜର ଏବଂ ଅଳ୍ପ ଧନିଆ ପତ୍ର ନେଇ ତାହାକୁ ଭଲରେ ଧୋଇ ଦିଅନ୍ତୁ |ଏହି ସମସ୍ତ ସାମଗ୍ରୀକୁ କାଟି ଛୋଟ ଛୋଟ ପିସ କରି ସେହି ସମସ୍ତ ସାମଗ୍ରୀକୁ ଏକ ଗ୍ରାଇଣ୍ଡିଙ୍ଗ ଜଗରେ ପକାଇ ତାହାକୁ ଗ୍ରାଇଣ୍ଡିଙ୍ଗ କରନ୍ତୁ |ପରେ ଆପଣ ଏହି ସାମଗ୍ରୀର ପେଷ୍ଟର ରସକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ, ଏହି ରସରେ ଆପଣ ଲେମ୍ବୁ ଫାଳେ ଚିପୁଡ଼ି ତାହାକୁ ଭଲରେ ଗୋଳାନ୍ତୁ |

ବ୍ୟବହାର :-ଆପଣ ପ୍ରସ୍ତୁତି କରି ରଖିଥିବା ଜୁସକୁ ଆପଣ ମାସରେ ତିନି ଥର ବ୍ୟବହାର କରନ୍ତୁ, ଏହା ଜୁସ ଆପଣ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ପିଇବା ଉଚିତ |ଏହାକୁ ଆପଣ ରଖି ପିଅନ୍ତୁ ନାହିଁ, ତାହା ସହିତ ଆପଣ ଯଦି ଏହି ଜୁସକୁ ମାସରେ ତିନିଥର ନିଅୟମିତ ଭାବରେ ପିଇବେ ତେବେ ଆପଣଙ୍କ ଲିଭର ଜନିତ ସମସ୍ୟା କୌଣସି ରହିବ ନାହିଁ |ଆପଣ ଏହି ନିୟମ ମାନି ଚଳିଲେ ଆପଣଙ୍କ ଲିଭର ଜନିତ ସମସ୍ୟାର କୌଣସି ଲକ୍ଷଣ ମଧ୍ୟ ପାଇବେ ନାହିଁ |

ଏହା ସହିତ ଆପଣ ନିଜର ଦୈନଦିନ ଜୀବନରେ ଓଏଲି ଫୁଡ ଓ ଜଙ୍କ ଫୁଡ ଠାରୁ ଦୂରେଇ ରହିବା ସହିତ ନିଜ ଖାଦ୍ୟରେ ସର୍ବଦା ଫ୍ରେସ ଫୁଡ ଖାଆନ୍ତୁ |ସବୁ ଦିନ ଆପଣ ସବୁଜ ପନିପରିବା ଖାଇବା ପାଇଁ ଚେଷ୍ଟା କରନ୍ତୁ ଏବଂ ତାହା ସହିତ କିଛି ଦିନ ଅନ୍ତରରେ ଯଦି କୌଣସି ସମସ୍ୟା ଦେଖା ଯାଉଛି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ଆପଣ ନିଅନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ

Related Articles

Leave a Reply

Your email address will not be published. Required fields are marked *

Back to top button