ଜୀବନଶୈଳୀ

ଚାଉଳ ଡ଼ବାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ,ଚାରିଆଡୁ ହେବ ଟଙ୍କା ବର୍ଷା

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଚାଉଳ ଡ଼ବାରେ ପକେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଚାରି ଆଡୁ ଟଙ୍କା ବର୍ଷା ହେବ ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଚାହିଁଥାଏ କି ତା ଜୀବନରେ ବହୁତ ସାରା ଧନ ଆସୁ ଏବଂ ବହୁତ ସାରା ଖୁସି ସବୁ ଆସୁ କିନ୍ତୁ ବେଳେ ବେଳେ କଣ ହୋଇଥାଏ ନାଁ ଆପଣ ପଇସା ତ ବହୁତ ସାରା କମେଇଥାନ୍ତି କିନ୍ତୁ ଧନ ଘରେ ଟେକିକି ରୁହେନାହିଁ। କେବେ କେବେ ତ ଘରକୁ ଧନ ଆସେ ହିଁ ନାହିଁ। ସେଥିପାଇଁ ବହୁତ ଚିନ୍ତିତ ଥାନ୍ତି ଏବଂ ଆପଣ ବିଭିନ୍ନ ପ୍ରକାରର ଉପାୟ ବି କରୁଛନ୍ତି କିନ୍ତୁ ଧନ ଜମାବି ରହୁନାହିଁ ବହୁତ ଶୀଘ୍ର ଆପଣଙ୍କର ଘରୁ ଧନ ସରି ଯାଉଛି।

ଆଜି ଆମେ ଆପଣଙ୍କୁ ଜଣେଇବୁ କେମିତି ଘରେ ସୁଖ ଶାନ୍ତି ବନି ରହିବ ଏବଂ ଆପଣମାନେ କେମିତି ଆପଣଙ୍କ ଘରର ଧନ ଭଣ୍ଡାରକୁ ଭରି ପାରିବେ ତାହା ପାଇଁ ଏହି ଛୋଟ ପ୍ରୟୋଗ କେମିତି କରିବେ ଆସନ୍ତୁ ଜାଣିବା। ଏହା ବହୁତ ସହଜ ଉପାୟ ଅଟେ। ଯାହାକୁ କରିବା ଦ୍ୱାରା ଆପଣଙ୍କର ଧନର ଭଣ୍ଡାର କେବେବି ଖାଲି ହେବନାହିଁ। ବରଂ ଦିନକୁ ଦିନ ଆପଣ କମେଇଥିବା ଧନ ଆହୁରି ବୃଦ୍ଧି ପାଇବ। ଏହି ଉପାୟ ବହୁତ ସହଜ ଅଟେ। ଏହାକୁ ଯେକୌଣସିବି ଲୋକ ନିଜ ଘରେ କରିପାରିବେ।

ଏହି ଉପାୟ ଆପଣ କୌଣସି ବି ଗୁରୁବାର କିମ୍ବା ଶୁକ୍ରବାର ଦିନ କରିପାରିବେ। ଏହି ଯେଉଁ ଦୁଇ ବାର ଗୁରୁବାର ଏବଂ ଶୁକ୍ରବାର ଗୋଟେ ହେଉଛି ଦେବଗୁରୁ ଏବଂ ଆଉ ଗୋଟେ ବାର ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ। ତେଣୁ ଏହି ଦୁଇ ଦିନରେ କରାଯାଇଥିବା କାମ ଶୀଘ୍ର ଫଳ ଦେଇଥାଏ। ଏହି ପ୍ରୟୋଗ ଏହି ଦୁଇ ବାରରେ ହିଁ କରିବେ ଅନ୍ୟ କୌଣସି ବାରରେ କରିବେ ନାହିଁ। ଏହା କରିବା ଦ୍ୱାରା ଆପଣଙ୍କର ଗୁରୁ ଏବଂ ଶୁକ୍ରଙ୍କ ଦୁହେଁ ବହୁତ ମଜବୁତ ହୋଇଯାଇଥାନ୍ତି।

ବନ୍ଧୁଗଣ ଧନ ପ୍ରାପ୍ତିର ଇଛା ସବୁ ବ୍ୟକ୍ତିଙ୍କର ରହିଥାଏ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ପ୍ରଥମ କଥା । ଆପଣ ଗୋଟେ ଛୋଟ ମାଟିରେ ତିଆରି ମାଠିଆ ନେବେ ଏବଂ ବନ୍ଧୁଗଣ ଯଦି ମାଟିର ମାଠିଆ ନଥିବ ତେବେ ଆପଣଙ୍କର ଘରେ ପୂଜା ପର୍ବ ସମୟରେ ଯେଉଁ କଳସ ବ୍ୟବହାର ହୋଇଥାଏ ସେହି କଳସକୁ ଆପଣ ନେଇପାରିବେ। ସେହି କଳସବି ମାଟିର ହୋଇଥିବ କିନ୍ତୁ ଯେଉଁ ମାଠିଆରେ ପାଣି ଭର୍ତ୍ତି ହୋଇ ରହୁଥିବ ବା ଯେଉଁ ମାଠିଆରୁ ଆପଣ ପାଣି ପିଉଥିବେ କିମ୍ବା ସେହି ମାଠିଆକୁ କୌଣସି କାମରେ ବ୍ୟବହାର କରିଥିବେ ତ ଭୁଲରେ ବି ସେପରି ମାଠିଆ ନେବେନାହିଁ।

ଭଲ ମାଠିଆ ଆଣନ୍ତୁ ଏବଂ ସେହି ମାଠିଆଟି ଛୋଟ ଟେ ଆଣିବେ ଯଦି ଆପଣଙ୍କୁ ମାଠିଆ ମିଳୁ ନାହିଁ ତେବେ ଗୋଟେ ବଡ଼ ଦୀପଟିଏ ନେଇପାରିବେ। ସେହି ଦୀପ ବି ମଧ୍ୟ ମାଟିରେ ତିଆରି ହୋଇଥିବ। ସେହି ଦୀପ ହେଉ କିମ୍ବା ମାଠିଆ ହେଉ ତା ଭିତରେ ଚାଉଳ ଭର୍ତି କରି ରଖିବାର ଅଛି ଏବଂ ଏଥିରେ ମାତ୍ର ଦୁଇଟି ହିଁ ଦୁବ ଘାସ ନେବେ। ଯାହାକି ଭଗବାନ ଗଣେଶଙ୍କର ବହୁତ ପ୍ରିୟ ହୋଇଥାଏ ଏହା ପରେ ଏଥିରେ ୧ ଟଙ୍କିଆ କଏନ ରଖିଦେବେ। ଏହି କଏନକୁ ଚାଉଳ ଭିତରେ ହିଁ ରଖିବେ। ଏହା ପରେ ଏକ ନାଲି କପଡ଼ାରେ ସେହି କଳସ ବା ମାଠିଆର ମୁହଁକୁ ଭଲସେ ବାନ୍ଧି ଦିଅନ୍ତୁ। ଏହି କଳସ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର କଳସ ହୋଇଥାଏ।

ଏହି କଳସ ଦିବ୍ୟ ଧନ ଆସିବାର କଳସ ହୋଇଥାଏ। ଏହି କଳସକୁ ଆପଣଙ୍କ ଘରର ଉତ୍ତର ପଶ୍ଚିମ କୋଣରେ ରଖିବେ। ଏହାକୁ ତଳେ ହିଁ ରଖିପାରିବେ। ଏହାକୁ ପୁରା ବର୍ଷ ସେମିତି ସ୍ଥିର କରି ରଖିବେ ଏବଂ ଏହାକୁ ଆର ବର୍ଷ ଉଠାଇ ଭଗବାନଙ୍କୁ ସ୍ମରଣ କରି ପାଖରେ ଥିବା ଯେକୌଣସି ନଦୀ କିମ୍ବା ପୋଖରୀରେ ଭସେଇ ଦେବେ। ନହେଲେ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଦେବେ।

ବନ୍ଧୁଗଣ ଧ୍ୟାନ ରଖିବେ କି ଏହାକୁ ଛାତ ଉପରେ ଭୁଲରେ ବି ପକେଇବେ ନାହିଁ ଏବଂ ଯେଉଁ କଏନ ଟି ଥିବ ତାକୁ ନିଜ ପାଖରେ ରଖିଦେବେ କିମ୍ବା ଆପଣ କାହାକୁ ଦାନ କରିଦେବେ କାରଣ ପଇସାକୁ କେବେବି ଭସାଇ ଦିଅନ୍ତି ନାହିଁ କିମ୍ବା କେଉଁଠି ଫୋପାଡ଼ି ଦିଅନ୍ତି ନାହିଁ। ତେଣୁ ଏହି ପଇସାକୁ ଭୁଲରେ ବି କେଉଁଠି ପକାଇଦେବେ ନାହିଁ। ତେଣୁ ଏହି ଉପାୟ ଯଦି ପ୍ରୟୋଗ କରିବେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ କିମ୍ବା ଆପଣଙ୍କ ପରିବାର ବର୍ଗ ଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କର ଅସୀମ କୃପା ବର୍ଷା କରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button