ରାଶିଫଳ

ତୁଳା (Libra) ରାଶିର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭୟଙ୍କର କଥା, ଥରେ ମାତ୍ର ଦେଖନ୍ତୁ- Astrology

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଭଲ ଓ ଖରାପ ପ୍ରଭାବ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ଚରିତ୍ର, ସ୍ଵଭାବ, ବ୍ୟବସାୟ କ୍ଷେତ୍ର, ଚାକିରି ଓ ବୈବାହିକ ଜୀବନ ବିଷୟରେ କହିବାକୁ ଯାଉଛୁ । ତୁଳା ରାଶିର ବ୍ୟକ୍ତି ପରିଶ୍ରମୀ, ଦୂସାହସି, ବିଦ୍ଵାନ, ମେଳାପୀ, ଏକ ଜିଦିଆ, ସଂଗୀତା ପ୍ରିୟ ହୋଇଥାନ୍ତି ।

ଏମାନଙ୍କର ଶୁଭ ବାର ହେଉଛି ଶୁକ୍ରବାର । ଏମାନଙ୍କର ୧୮ରୁ ୨୯ ବର୍ଷ ଯାଏଁ ବିବାହର ଯୋଗ ରହିଛି । ଏହି ସମୟରେ ବ୍ୟବସାୟ, ପାରିବାରିକ ବାତାବରଣ ଭଲ ରହିଥାଏ । ୨୫ ରୁ ୩୨ ବର୍ଷ ଯାଏଁ ବେଶ ଲାଭ ମିଳିବା ସହ ପରିବାରରେ ସୁଖ ସମୃଦ୍ଧି ଆସିଥାଏ ।   ଏମାନେ ଅଧିକାଂଶ ଟଙ୍କା ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି ।

ଚାକିରି ଜୀବନ ଆପଣ ଙ୍କ ପାଇଁ ସବୁଠୁ ସୁଖମୟ । ଶୁକ୍ରଙ୍କ ସ୍ଥିତି ରେ ଆପଣ ଅଧିକ ପରିଶ୍ରମ ଦ୍ଵାରା ସଫଳତା ର ଶୀର୍ଷ ରେ ପହଞ୍ଚି ପାରନ୍ତି । ଆପଣ ଙ୍କ ର ସମସ୍ତ ଇଛା ପୁରଣ ହୋଇଥାଏ । ଏମାନେ ଜ୍ଞାନୀ ସ୍ଵଭାବ ର ହୋଇଥାନ୍ତି । ପର ଉପକାର କରିଥାନ୍ତି । ଏମାନ ଙ୍କ ର ଚିନ୍ତା ଧାରା ଆଧୁନିକ ହୋଇଥାଏ । ମନ ସ୍ୱଚ୍ଛ ହୋଇଥାଏ ।

ମାନ ପ୍ରତିଷ୍ଠା ଓ ଘର ର ଇଜ୍ଜତ୍ ଏଥିପ୍ରତି ଆଧିକ୍ୟତା ରହିଥାଏ । ଦାୟିତ୍ବବାନ ମଣିଷ ହୋଇଥାନ୍ତି । ସ୍ୱତନ୍ତ୍ରତା କୁ ଅଧିକ୍ୟତ ଦେଇଥାନ୍ତି । ଏମାନେ କଥା ରେ ହିଁ ସମସ୍ତ ଙ୍କ ମାନ କୁ କିଣିପାରନ୍ତି । ଏମାନ ଙ୍କ ବିଚାର ଧାର ସମସ୍ତ ଙ୍କ ଠାରୁ ଭିନ୍ନ ହୋଇଥାଏ । ଭିଡ଼ ଭିତରେ ନ ଚାଲି ନୂଆ ରାସ୍ତା ର ଅନ୍ୱେଷଣ କରିଥାନ୍ତି । ଏମାନେ କିଛି ନିଷ୍ପତି ନେବ ପୂର୍ବ ରୁ ଅଧିକ ଚିନ୍ତା କରନ୍ତି ।

ବେଳେ ବେଳେ କିଛି ଭଲ ସୁଯୋଗ କୁ ହାତ ଛଡା କରିଥାନ୍ତି । ଏମାନେ ବିଜ୍ଞାନ ରେ ଅଧିକ ଜ୍ଞାନ କରିଥାନ୍ତି । ସବୁ କଥା ରେ ଓକିଲାତି କରିବା ଏମାନ ଙ୍କୁ ବେଶ୍ ଜଣ । ଯାହା କୁହନ୍ତି ଲୋକ ଙ୍କ ମାନ କୁ ଛୁଇଁ ଯାଏ । ଆପଣ କଥା କହିବାରେ ମାହିର ହୋଇଥାନ୍ତି । ସବୁବେଳେ ଆପଣ ଙ୍କ ନିଜ ଲୋକ ଙ୍କୁ ଖୁସି ରେ ରଖନ୍ତି ।

ସାଙ୍ଗ ମାନ ଙ୍କ ପାଇଁ ଜୀବନ ଦେବାକୁ ପଛାନ୍ତି ନାହିଁ । ସୁଖ ରେ ନିଜେ ନଥିଲେ ପର କଥା ଚିନ୍ତା କରନ୍ତି । କିଛି ଲୋକ ଧୋକା ଦେଇଥାନ୍ତି କିନ୍ତୁ ସେ ଧୋକା ଦ୍ଵାରା ଆପଣ କିଛି ଜ୍ଞାନ ଅର୍ଜନ କରିଥାନ୍ତି । ଆପଣ ଶାନ୍ତ ଓ ସରଳ ସ୍ଵଭାବ ର ହୋଇଥାନ୍ତି । କିନ୍ତୁ ଟିକେ ଟିକେ କଥା ରେ ରାଗିଯାଇ କିଛି ବି କରିପାରନ୍ତି । ରାଜନୀତି ଆପଣ ଙ୍କୁ ପସନ୍ଦ ନୁହେଁ । କିନ୍ତୁ ଆପଣ କାହା କଥା ଏହି ପାରନ୍ତି ନାହିଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button