ଭାଙ୍ଗ ଦ୍ଵାରା ଭଲ ହୋଇଥାଏ କ୍ୟାନ୍ସର ଭଳି ରୋଗ – ଆଜି ହିଁ ଜାଣି ନିୟନ୍ତୁ ଆଉ କେଉଁ କେଉଁ ରୋଗ ଭଲ କରିପାରେ ଭାଙ୍ଗ

ନମସ୍କାର ବନ୍ଧୁଗଣ, ଆଜି ଆମେ ନେଇଆସିଛୁ ଆପଣ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ । ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ତ ବହୁତ ନିଶା ଦ୍ରବ୍ୟ ବିଷୟରେ ଆପଣ ଶୁଣିଥିବେ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି କାରକ ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ନିଶା ଦ୍ରବ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ ଅନେକ ରୋଗରୁ ଦେଇ ପାରେ ମୁକ୍ତି । ତେବେ ଭାଙ୍ଗ ବିଷୟରେ ତ ସମସ୍ତେ ଜାଣି ଥିବେ, ଆଜି ଆମେ ଆପଣଙ୍କୁ ତାର ଫାଇଦା ବିଷୟରେ କହିବୁ । ତେବେ ଚାଲନ୍ତୁ ଜଣାଇବା ଭାଙ୍ଗ ଖାଇଲେ ଆମକୁ କି କି ପ୍ରକାର ଫାଇଦା ହୁଏ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାଙ୍ଗ ର ପ୍ରୟଗୋ ଡାୟବେଟିସ ଭଳି ରୋଗର ଚିକିତ୍ସାରେ ବି କରାଯାଏ । ଭାଙ୍ଗର ସଜ ପତ୍ର ର ଲେପ ଲଗାଇବା ଦ୍ୱାରା ଚର୍ମ ସମ୍ବନ୍ଧିତ ରୋଗ ସବୁ ଠିକ ହୋଇଥାଏ ୟୁରୋପୀୟନ ଜନରଲ ଅଫ ଗୈଷ୍ଟ୍ରୋଲୋଜି ଏବଂ ହେପାଟୋଲୋଜି ଅନୁସାର ଭାଙ୍ଗ ସାହାଯ୍ୟରେ 86 ପ୍ରତିଶତ ରୋଗ ହୈପେଟାଇଟିସ୍ C ରୁ ମୁକ୍ତ ହୋଇଥାଏ । ଭାଙ୍ଗରେ କ୍ୟାନ୍ସସର ସହ ଲଢିବାର ଶକ୍ତି ମଧ୍ୟ ଅଛି । ଭାଙ୍ଗ ଦ୍ଵାରା କୋଲନ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର ଏବଂ ଲିଭର କ୍ୟାନ୍ସର ଭଳି ରୋଗର ସଫଳ ଚିକିତ୍ସା ହୋଇଥାଏ ।