ଜୀବନଶୈଳୀ

ସ୍ଵପ୍ନ ରେ ନିଜକୁ ଶାରୀରିକ ସମ୍ବନ୍ଧ ରେ ଦେଖିବାର ଅର୍ଥ କଣ ? ନିଶ୍ଚୟ ଜାଣନ୍ତୁ

ଦୁନିଆରେ ଏମିତି କେହି ଲୋକ ନାହିଁ ଯିଏ କେବେ ସ୍ଵପ୍ନ ଦେଖି ନଥିବ, ସ୍ଵପ୍ନ ବହୁତ ପ୍ରକାର ର ହୋଇଥାଏ କେବେ କେବେ ଆମେ ତାହା ଦେଖିଥାଉ ଯାହା ଆମ ମନ ଭିତରେ ରହିଥାଏ କିନ୍ତୁ କେତେକ ସ୍ଵପ୍ନ ଆମ କେବେ ଭାବି ବି ନଥାଉ କିନ୍ତୁ ତାହା ସ୍ଵପ୍ନରେ ଦେଖା ଯାଏ ବହୁତ ସ୍ଵପ୍ନ ଅର୍ଥ ଥାଏ କିନ୍ତୁ କେତେକ ସ୍ଵପ୍ନ ଅର୍ଥ ନଥାଏ । ତେବେ ଆଜି ଆମେ ଯେଉଁ ସ୍ଵପ୍ନ କଥା କହିବୁ ତା ବିଷୟରେ ଆସନ୍ତୁ ଜାଣିବା ।

ସ୍ଵପ୍ନ ବହୁତ କଥା କହିଥାଏ ଯାହା ବହୁତ ଲୋକ ବୁଝି ପାରନ୍ତିନୀ କିନ୍ତୁ ଯିଏ ବୁଝି ପାରେ ସେ ନିଜ ଭବିଷ୍ୟତ ସୁଧାରୀ ଥାଏ ।

ମସ୍ତିସ୍କ ରେ ରାସାଯନିକ ବ୍ୟତିକ୍ରମ କାରଣରୁ ସ୍ଵପ୍ନ ଆସିଥାଏ :

ସ୍ଵପ୍ନ ଦେଖିବା କଥା ବୈଜ୍ଞାନିକମାନେ ମଧ୍ୟ ମାନନ୍ତି ଓ ବୈଜ୍ଞାନିକଙ୍କ ଅନୁଯାଇ ମସ୍ତିସ୍କ ରେ ରାସାୟନିକ ବ୍ୟତିକ୍ରମ ପାଇଁ ସ୍ଵପ୍ନ ଆସିଥାଏ । ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ବିଜ୍ଞାନ ମଧ୍ୟ ଏହାକୁ ମାନିଛନ୍ତି ଯେ ସ୍ଵପ୍ନ ର କିଛି ନା କିଛି ଅର୍ଥ ହୋଇଥାଏ । ଛୁଆବେଳେ ଲୋକ ସେହି ଭଳି ସ୍ଵପ୍ନ ଦେଖି ଥାନ୍ତି ଯାହାର କଳ୍ପନା ସେ ଖୋଲା ଆଖିରେ ଭାବନ୍ତି ।

ତେବେ ବଡ ହେଲା ପରେ ତାଙ୍କୁ ଯେତେବେଳେ ପ୍ରେମ ହୁଏ ଓ ସେ ନିଜ ଭଲ ପାଇବା ବିଷୟରେ ଭାବନ୍ତି ତାଙ୍କ ମନରେ ବହୁତ ପ୍ରକାର ଭାବନା ଆସିଥାଏ । ତେବେ ବହୁତ ଲୋକ ସ୍ଵପ୍ନରେ ସମ୍ବନ୍ଧ ବନେଇବାର ଦେଖନ୍ତି ଏହି ସମୟ ବହୁତ ନିଜର ହୋଇଥାଏ ତେବେ ସ୍ଵପ୍ନ ଗୁଡିକ ବହୁତ ଖାସ ବା ବିଶେଷ ହୋଇଥାଏ ।

ସମ୍ବନ୍ଧ ଗଢିବା ସ୍ଵପ୍ନ ଅର୍ଥ ଏହା ଅଟେ :

ନିଜକୁ ସମ୍ବନ୍ଧ ବନଉଥିବାର ଦେଖିବା ବହୁତ ସାମାନ୍ୟ ଅଟେ, ପ୍ରାୟତଃ ସେହି ଲୋକ ଏମିତି ସ୍ଵପ୍ନ ଦେଖିଥାନ୍ତି ଯିଏ ପ୍ରେମ ରେ ପଡିଥାନ୍ତି ବା ଯାହାର ବ୍ରେକଅପ ହୋଇଥାଏ ସେହି ଲୋକ ଏମିତି ସ୍ଵପ୍ନ ଦେଖନ୍ତି । ଏମିତି ସ୍ଵପ୍ନ ଅର୍ଥ ଆପଣ ସେହି ଲୋକଙ୍କୁ ଏପର୍ଜନ୍ତ ଭୁଲି ପାରୁ ନାହାନ୍ତି ଓ ଆପଣଙ୍କୁ ସବୁବେଳେ ତାଙ୍କ କଥା ମନେପଡୁଛି ।

ତେବେ ଯଦି ଆପଣ ବି ସ୍ଵପ୍ନରେ ଏମଣିତି କିଛି ଦେଖୁଛନ୍ତି ତାର ଏହି ସବୁ ଅର୍ଥ ଅଟେ । ସେଥିପାଇଁ ଚିନ୍ତା କରିବା ର କିଛି ନାହିଁ ଏହା କେବଳ ଆପଣଙ୍କ ଏକ ଭାବନା । ଯାହା ଆପଣଙ୍କ ମସ୍ତିସ୍କରେ ଚାଲିଥାଏ ତାହ ଆଖି ବନ୍ଦ କଲେ ଏକ କାଳ୍ପନିକ ଫିଲ୍ମ ଭଳି ଆମେ ଦେଖିଥାଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button