ଦେଶ ବିଦେଶ

ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନିନ୍ଦା କଲେ ଟ୍ରମ୍ପ୍: ପାନେ ପାଇବ କି ପାକିସ୍ତାନ ? ଡୋନାଲ୍ଡ ଦେଲେ ଏମିତି ଇସାରା…

ନୂଆଦିଲ୍ଲୀ: ଆତଙ୍କୀ ହମଲାକୁ ନିନ୍ଦା କଲେ ଟ୍ରମ୍ପ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିବା ଘଟଣାକୁ କଡା ଭାଷାରେ ନିନ୍ଦା କରିବା ସହ ଏହାକୁ ଭୟଙ୍କର ଏବଂ ଭୟାନକ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ସହ ତାଙ୍କର ଭଲ ସମ୍ପର୍କ ରହିଛି । ସେ ଭାରତ ସହ ଯେତିକି ଘନିଷ୍ଠ ପାକିସ୍ତାନ ସହ ମଧ୍ୟ ସେତିକି ଘନିଷ୍ଠ । ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ହଜାର ହଜାର ବର୍ଷ ଧରି ବିବାଦ ଲାଗି ରହିଛି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ସବୁବେଳେ ଉତ୍ତେଜନା ଲାଗିରହେ । ମୁଁ ଦୁଇ ଦେଶର ନେତାଙ୍କୁ ଜାଣେ, ସେମାନେ ଏକାଠି ହୋଇ ଏହି ବିବାଦର ସମାଧାନ କରିପାରିବେ ବୋଲି ବିଶ୍ବାସ ରହିଥିବା କହିଛନ୍ତି ଟ୍ରମ୍ପ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button