“ଗୋପାଳଙ୍କୁ କୋଟି ନମସ୍କାର ସେ ଶ୍ରୀ କୃଷ୍ଣଙ୍କ ରୂପ, ମନ୍ତ୍ରୀ Naba Das ମରିଗଲା ମୁଁ ମଟନ ଭୋଜି ଦେଲି”… ଦେଖନ୍ତୁ କଣ କହୁଛନ୍ତି Minati Bohidar

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସ୍ଵସ୍ଥ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା-କା-ଣ୍ଡ କୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଦର୍ଶକ ବନ୍ଧୁ ଏହି ଘଟଣାର ତଦନ୍ତ ଏବେ କ୍ରା-ଇ-ମ ବ୍ରାଞ୍ଚ କରୁଛି ଆଉ ଏବେ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ କ୍ରା- ଇ-ମ ବ୍ରାଞ୍ଚ 7 ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା ଜାରି ରଖିଛି ।

ତେବେ ସମସ୍ତେ ଗୋପା କୃଷ୍ଣ ଙ୍କ ବିରୁଦ୍ଧରେ ଥିବା ବେଳେ ଜଣେ ବୃଦ୍ଧ ମହିଳା ଗୋପାଳ ଙ୍କ ସପକ୍ଷରେ ବାହାରି କିଛି ଏମିତି କଥା କହିଛନ୍ତି ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ । ମହିଳା ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି “ଯଦି ନବ ଦାସ ମ-ରି-ଯି-ବ ତମେ ଭୋଜି ଦେବ ତ ମୁଁ ହଁ ମୁଁ ଭୋଜି ଦେବି ।
ଆଜ୍ଞା ସେଦିନ ରାତିରେ ମୁଁ ମଟନ ମଗେଇ ଥିଲି ଆଉ ଭୋଜି ହେଇଥିଲା । ଆମ ସାହିର ସମସ୍ତ ଲୋକଙ୍କୁ ଭୋଜି ଖାଇବାକୁ ଦେଇଥିଲି । ମୁଁ ଏକ ଦମ ଖୁସି ହେଲି ମୁଁ ଯେତେବେଳେ ମୋବାଇଲରେ ଦେଖିଲି ନବ ଦାସକୁ guli କରି ହ-ତ୍ୟା କରାଯାଇଛି । ଆପଣ ବିଶ୍ଵାସ କରିବେନି ମୁଁ ଚିକେନ ଏତେ ଖାଏନି ମୁଁ ଗୋଟେ ପ୍ଳେଟରେ ଚିକେନ ଆଣି ମିଠା ଆଣି ଟିଭି ଦେଖୁଥିଲି ।

ମୁଁ ଯଦି ପୁଅ ହେଇଥାନ୍ତି ମୁଁ ତାକୁ ମା-ରି ତାର ମାଂ-ସକୁ ଖଣ୍ଡ ଖଣ୍ଡ କରି କୁକୁରକୁ ଖୁଆଇ ଦେଇଥାନ୍ତି । ଏତେ ବଡ ହ-ତ୍ୟା କାଣ୍ଡ କରି ସେ ଲୋକଙ୍କ ମୁହଁରେ ହସ ଅଛି । ସେ ଶ୍ରୀ କୃଷ୍ଣ ଭେଶରେ ଆସିଥିଲେ । ଯଦି ଗୋପାଳ ଦାସ ନ ମା-ରି-ଥା-ନ୍ତା ମିଛ କହୁନି ମୁଁ ଏଇଟା ଅପ୍ରିୟ ସତ୍ୟ କଥା କହୁଛି ମୁଁ କିଶୋର ମହାନ୍ତି ମୁଖ୍ୟମନ୍ତ୍ରୀକୁ ମା-ରି ନିଜେ ମୁଖ୍ୟମନ୍ତ୍ରୀ ହେଇ ଯାଇଥାନ୍ତା । ସେ ଏତେ ଚା-ଣ୍ଡା-ଳ ଲୋକ ଟିଏ ।
ଗୋପାଳ ଦାସକୁ ମୁଁ କହିବି ସେ ନୀଳ ମାଧବ ଗୋପାଳ ସେ । ସେ ଶ୍ରୀ କୃଷ୍ଣଙ୍କ ରୂପରେ ଆସି ସେ ଯେଉଁ ମା-ରି-ଛ-ନ୍ତି ତାଙ୍କୁ ମୁଁ କୋଟି କୋଟି ପ୍ରଣାମ କରୁଛି । ସେ ଭଗବାନ ଶ୍ରୀ କୃଷ୍ଣ ଭେଶରେ ଆସି ଗୁ-ଣ୍ଡା-କୁ ମା-ରି ଛନ୍ତି । କିଶୋର ମହାନ୍ତି ଙ୍କ ଦବଦବା ଥିଲା ସେଥିପାଇଁ ତାଙ୍କୁ ସମସ୍ତେ ଭୋଟ ଦେଉଥିଲେ ।
2004 ରେ ଯେବେ କଂଗ୍ରେସ ରେ ମ-ରି-ଗ-ଲା ସେହି ଦେଖିଲା ଯେ ଇମୋସନାଲ ଭୋଟ ପାଇବା ଲାଗି ଭଇକୁ ମା-ରି ଦେଲା ଏତେ ବଡ ଜନ ନେତା କୁ ମା-ରି ଦେଲା” । ତା ହେଲେ ବନ୍ଧୁଗଣ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।



