ବ୍ୟବସାୟ

ଯଦି ତୁମକୁ 10 ଟଙ୍କା ଦିଆଯାଏ ଏମିତି କଣ କିଣିବେ ଯେଉଁଥିରେ ପୁରା ଘର ଫୁଲ୍ ହୋଇଯିବ ? IAS Interview Questions…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ । ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ । ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ ।

୧- ଓଡ଼ିଶାର କ୍ଷୁଦ୍ରତମ ଜିଲ୍ଲା କିଏ?
ଉତ୍ତର- ଜଗତସିଂହପୁର ।

୨- ସର୍ବାଧିକ ବୃଷ୍ଟିପାତ ଅଞ୍ଚଳ କିଏ?
ଉତ୍ତର- ଭଦ୍ରକ ।

୩-ଓଡିଶା ର ବୃହତ୍ତମ ପର୍ବ କଣ?
ଉତ୍ତର- ରଜ ପର୍ବ ଓ ଦଶହରା ।

୪- ଓଡ଼ିଶା ର ବୃହତ୍ତମ ଜିଲ୍ଲା ।
ଉତ୍ତର- ଗଞ୍ଜାମ ।

୫- ଓଡ଼ିଶାର ବୃହତ୍ତମ ଉଷ୍ମ ପ୍ରସବଣ ।
ଉତ୍ତର- ଆଟ୍ରି, ବାଘମାରି ଖୋର୍ଦ୍ଧା ।

୬- ଓଡ଼ିଶାର ବୃହତ୍ତମ ଜିଲ୍ଲା ଆୟତନ ହିସାବରେ ।
ଉତ୍ତର- ମୟୁରଭଞ୍ଜ ।

୭- ଓଡ଼ିଶାର ବଡ଼ ସହର କିଏ?
ଉତ୍ତର- କଟକ,ଭୁବନେଶ୍ୱର,ବ୍ରହ୍ମପୁର,ରାଉରକେଲା,ସମ୍ବଲପୁର,ବାଲେଶ୍ଵର ।

୮- ବିଜୁ ଜନତା ଦଳ ର ସଭାପତି କିଏ ।
ଉତ୍ତର- ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ।

୯- ଗଙ୍ଗା ନଦୀର ଉଚ୍ଚତା କେତେ ।
ଉତ୍ତର- ୮୩୮୪ ମିଟର ।

୧୦- କାଞ୍ଚନ ଜଙ୍ଗା ଶୃଙ୍ଗ ର ଉଚ୍ଚତା କେତେ ।
ଉତ୍ତର- ୮୫୩୫ ମିଟର ।

୧୧- ଭାରତର ଜାତୀୟ ଆନ୍ଦୋଳନ କାହାକୁ କୁହାଯାଏ ।
ଉତ୍ତର- ଭାରତ ଛାଡ଼ ଆନ୍ଦୋଳନ ।

୧୨- ଯଦି ତୁମକୁ ୧୦ ଟଙ୍କା ଦିଆଯିବ ତେବେ ଏମିତି କଣ କିଣିବ ଯାହା ଦ୍ୱାରା ଘର ଫୁଲ ହୋଇଯିବ ।
ଉତ୍ତର- ମହମବତୀ ।

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଏବଂ ଆପଣଙ୍କ ଉତ୍ତର କମେନ୍ଟ ରେ ନିଶ୍ଚୟ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *

Related Articles

Leave a Reply

Your email address will not be published. Required fields are marked *

Back to top button