ମାତ୍ର 10 ଦିନରେ ମୁଣ୍ଡ ଠାରୁ ଗୋଡ ପର୍ଯ୍ୟନ୍ତ ସବୁ ଶିର ବ୍ଲକେଜ କୁ ଠିକ କରିଦେବ, କେବଳ କରନ୍ତୁ ଏହି ଦେଶୀ ଉପାୟ (Healthy Tips)

ପ୍ରଦୂଷିତ ଜଳବାୟୁ ଆମ ଜୀବନକୁ ଖୁବ ପ୍ରଭାବିତ କରିଥାଏ । ପରିବେଶର ପ୍ରଦୂଷଣ କେବଳ ଆମ ବାହ୍ୟ ଅଙ୍ଗ କୁ ଖରାପ କରି ଥାଏ ତାହା ନୁହେଁ ଏହା ଆମ ଆଭ୍ୟନ୍ତରୀୟ ଅଙ୍ଗ କୁ ମଧ୍ୟ ନଷ୍ଟ କରି ଦେଇଥାଏ । ପ୍ରତେକ ଦିନ ଖାଉଥିବା ଖାଦ୍ୟ ରେ ପୋଷାକ ତତ୍ଵ କମ ହେବା କାରଣ ରୁ ଅନେକ ପ୍ରକାର ବେମାରି ଦେଖିବା ପାଇଁ ମିଳିଥାଏ । ଅଧିକା ହାର୍ଟ କିମ୍ବା ବ୍ରେନ ଷ୍ଟ୍ରୋକ ଦ୍ଵାରା ନିଜର ଜୀବନ ହରାଇବା ର ଖବର ଶୁଣିବା ପାଇଁ ମିଳିଥାଏ । ଆମ ଆଖ ପାଖରେ 100 ରୁ 80 ଭାଗ ଲୋକଙ୍କ କାଡିଓ ଭାସ୍କୁଲାର ଡିଜିଜ ହେଉଛି ।
ଏହି ରୋଗର କାରଣ ହେଉଛି ପ୍ଲାକ । ଆମ ଶରୀର ମଧ୍ୟରେ ଥିବା ଆଟେରୀ ରେ ଅନେକ ସମୟରେ ଆଘାତ ଲାଗିବା ଦ୍ଵାରା ପ୍ଲାକ ତିଆରି ହୋଇଯାଇଥାଏ । ଆଘାତ ହୋଇଥିବା ସ୍ଥାନକୁ ଠିକ କରିବା ପାଇଁ ହ୍ଵାଇଟ ବ୍ଲଡ ସେଲ, ପ୍ରୋଟିନ, ଫ୍ୟାଟ ଆସିକି ଜମା ହୋଇଯାଇଥାଏ ।
ସମୟ ବଢିବା ସହ ଏହାର ଆକାର ମଧ୍ୟ ବଢି ଚାଲିଥାଏ । ଏହା ଯଦି ହାର୍ଟ ରେ ଥାଏ ତେବେ ବ୍ଲଡ ଫ୍ଲୋ କୁ ଏହା ପ୍ରଭାବିତ କରିଥାଏ ସେହିଭଳି ଏହା ଆମ ମସ୍ତିସ୍କ ରେ ମଧ୍ୟ ତିଆରି ହୋଇପାରେ, ତେବେ ଏହା ମସ୍ତିସ୍କ କୁ ଯାଉ ଥିବା ବ୍ଲଡ କୁ ବାଧା ଦେଇଥାଏ ଯାହା ଦ୍ଵାରା ବ୍ରେନଷ୍ଟ୍ରୋକ ହୋଇଥାଏ ।
ପ୍ଲାକ ଲଂସ ରେ ମଧ୍ୟ ହୋଇଥାଏ ଏହାକୁ ପଲ୍ମୋନାରୀ ଏମ୍ବୋଲିଜିମ କୁହାଯାଏ । ଏହାକୁ ଅଟକାଇଆ ପାଇଁ ଆମେ ଆମ ଆଟେରୀ କୁ ସଫା କରିବା ଦରକାର । ଯାହା ପାଇଁ ଆମେ ଏକପ୍ରକାର ଘରୋଇ ଉପଚାର ଆଣିଛୁ ।
ଏହି ଉପଚାର ଆରଟେରୀ କୁ କ୍ଳିନ କରିବା ଓ ଅନକ୍ଳକ କରିବାରେ ସାହାଜ୍ଯ କରିଥାଏ । ଆସନ୍ତୁ ଜାଣିବା ଏହି ଘରୋଇ ଡ୍ରିଂକ କୁ କିଭଳି ବନାଇବା ଏହାକୁ ତିଆରି କରିବା ପାଇଁ ପ୍ରଥମ ଏକ ଆପେଲ ନିଅନ୍ତୁ ଏହାକୁ ଚୋପା ସହ ଛୋଟ ଛୋଟ କରିକି କାଟି ଦିଅନ୍ତୁ ।
ଏହା ମଧ୍ୟରେ ଦୁଇ ପିଞ୍ଚ ଗୋଲମରୀଚ ଓ ଦୁଇଟି ଶୁଖିଲା ଲଙ୍କା ପକାଇ ଦିଅନ୍ତୁ ଏହା ସହ ଦୁଇ ରୁ ତିନି କୋଲା ରସୁଣ ଚୋପା ଛଡାଇକି ନିଅନ୍ତୁ ଓ ଏକ ଚାମଚ ଅଲିଭ ଅଏଲ ମଧ୍ୟ ନିଅନ୍ତୁ । ସବୁ ପକାଇବା ପରେ ଆପଣ ଅଧା ଲେମ୍ବୁ ଚିପୁଡି ନିଅନ୍ତୁ ହଳଦୀ ଗୁଣ୍ଡ ଅଧଚାମଚ ନେଇକି ଏହାକୁ ଭଲ ଭାବେ ଗ୍ରାଇଣ୍ଡ କରି ନିଅନ୍ତୁ । ଏହା ଗ୍ରାଇଣ୍ଡ ହେବା ପରେ ଏକ ଗ୍ଳାସ କୁ ଢାଳି ନିଅନ୍ତୁ।
ଏହାକୁ ଆପଣ ଖାଲି ପେଟରେ ଖାଇ ପାରିବେ ନହେଲେ କିଛି ଜଳଖିଆ ଖାଇବା ପରେ ମଧ୍ୟ ଏହାର ସେବନ କରି ପାରିବେ । ଆପଣ ଏହାକୁ ସେବନ କରିବା ଦ୍ଵାରା ଏକ ସପ୍ତାହ ମଧ୍ୟରେ ଆପଣ ଫରକ ଜାଣି ପାରିବେ । ଆପଣ ଯଦି ବେମାର ଥାନ୍ତି କିମ୍ବା ହାର୍ଟ ର ପ୍ରୋବ୍ଲେମ ଥାଏ, ଚାଲିବା ବେଳେ ଥକା ଲାଗୁଥାଏ କିମ୍ବା ଆପଣଙ୍କ ଶ୍ବାଶ ପ୍ରଶ୍ବାଶ ରେ ଅସୁବିଧା ହେଉ ଥାଏ ତେବେ ଆପଣ ଏହାକୁ ସେବନ କରିବା ଆଗରୁ ନିଜ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ଓ ଡାକ୍ତର ଙ୍କ ମତ ଅନୁସାରେ ଆପଣ ଡାକ୍ତରୀ ଔଷଧ ର ସେବନ କରନ୍ତୁ ।