ବିଚାର

ଯଦି ଆପଣଙ୍କ ଘରେ ମଧ୍ୟ ଅଛନ୍ତି ପିମ୍ପୁଡି, ତେବେ ବୁଝିଯାଆନ୍ତୁ ହେବାର ଅଛି କିଛି ଏମିତି କି…

ପିମ୍ପୁଡି ସବୁ ଘରେ ଦେଖା ଯାଇ ଥାନ୍ତି, ପିମ୍ପୁଡି ଏତେ ଛୋଟ ହୋଇଥାନ୍ତି ଯେ କେହି ବି ତାଙ୍କୁ ଆଘାତ କରି ପାରେ କିନ୍ତୁ ଶାସ୍ତ୍ର ଅନୁଯାଇ ପିମ୍ପୁଡି ଘରେ ରହିବା ମହତ୍ଵ ଅଲଗା ଅଟେ । ଏମିତି କୁହା ଯାଏ କି ପିମ୍ପୁଡି କେତେ ପ୍ରକାର ରହସ୍ୟ ବାହାର କରି ଥାନ୍ତି, ଯଦି ଆପଣ ପିମ୍ପୁଡି କୁ ଭଲ ଭାବରେ ଦେଖି ଥିବେ ତେବେ ଆପଣ ଜାଣି ପାରିବେ ଯେ ପିମ୍ପୁଡି ମଧ୍ୟ ମଣିଷ ପରି ନିଜ ଭିତରେ କଥା ହୁଅନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯଦି ପିମ୍ପୁଡି ସମୂହ ଏକାଠି ହେବେ ବଡ ତାର ମଧ୍ୟ କାଟିବାର କ୍ଷମତା ରଖନ୍ତି ।

ମଣିଷକୁ ପିମ୍ପୁଡି ମାନଙ୍କ ଠାରୁ ବହୁତ କିଛି ସିଖିବା ଉଚିତ, ଆଜି ଆମେ ଆପଣଙ୍କୁ ପିମ୍ପୁଡି ଘରେ ରହିବା ବିଷୟରେ କିଛି କହିବୁ । ଶାସ୍ତ୍ର ଅନୁଯାଇ ଯଦି ଘରେ ହଟାତ ଅନ୍ନ ନେଇ ଯାଉଥିବା ପିମ୍ପୁଡି ଦେଖା ଯାଆନ୍ତି ତେବେ ଏହାର ଅର୍ଥ ଘରେ କିଛି ଖରାପ ହେଇ ପାରେ । ସତର୍କ ରୁହନ୍ତୁ ।

ଯଦି ବହୁତ ଗୁଡେ ପିମ୍ପୁଡି ଘରେ ଲାଇନ କରି ଚାଲୁଥିବାର ଦେଖା ଯାଆନ୍ତି ତେବେ ବହୁତ ଜୋର ବର୍ଷା ହବାର ସଂକେତ ଅଛି । ଏହା ଛଡା ପିମ୍ପୁଡି ସଫଳତାର ସଂକେତ ମଧ୍ୟ ଦେଇ ଥାଆନ୍ତି, ଏହା ଛଡା ନାଲି ପିମ୍ପୁଡି ଯଦି ପାଟିରେ ଅଣ୍ଡା ନେଇ ଯିବାର ଦେଖା ଯାଆନ୍ତି ତେବେ ଆପଣଙ୍କ ଦିନ ଶୁଭ ଯିବ ।

ଏମିତି ପିମ୍ପୁଡି ଦେଖିବା ଅତ୍ୟନ୍ତ ଶୁଭକାରୀ ଅଟେ, ଏହା ଛଡା ଯେଉଁ ଲୋକ ପିମ୍ପୁଡି କୁ ଅନ୍ନ ଓ ଅଟା ଖାଇବାକୁ ଦିଅନ୍ତି ସେହି ଲୋକ ସିଧା ବୈକୁଣ୍ଠ ଧାମ ଯାଆନ୍ତି । ଚାଷି ଯଦି ପିମ୍ପୁଡି କୁ ଚିନି ଓ ଅଟା ଖାଇବା ପାଇଁ ଦେଲେ ସବୁ ପ୍ରକାର ଧାର ଉଧାରୀ ଠାରୁ ମୁକ୍ତି ପାଇବେ । ତେବେ ଆପଣଙ୍କ ଘରେ ବି ଯଦି ଏମିତି କିଛି ଦେଖା ଯାଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

ଏହା ଅନେକ ପ୍ରକାରର ସଂକେତ ଦେଇଥାଏ । ଯଦି ଆପଣ ବି ଦେଖିବେ ଏହି ଭଳି କିଛି ତା ହେଲେ ଜାଣିବେ ଆପଣଙ୍କର କିଛି ଶୁଭ ହେବାକୁ ଯାଉଛି ବା କିଛି ଅଶୁଭ । ସେଥିପାଇଁ ସତର୍କ ନିଶ୍ଚୟ ରହିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button