ବିଚାର

ଗୁରୁବାର ଦିନର ଏହି ଚାରୋଟି ସହଜ ଉପାୟ ଆପଣଙ୍କ ଆର୍ଥିକ ସମସ୍ୟାକୁ କରିବ ଦୂର, ଭଗବାନ ବିଷ୍ଣୁଙ୍କର ବର୍ଷିବ କୃପା

ମନୁଷ୍ୟକୁ ନିଜ ଜୀବନ ସୁଖମୟ ଓ ସଠିକ ଭାବରେ ଚାଲିବା ପାଇଁ ଧନ ଆବଶ୍ୟକ ହୋଇଥାଏ, ଆପଣ ଏହା ମଧ୍ୟ କହି ପାରନ୍ତି ଯେ ମାନବ ଜାତି ର ଅତ୍ୟନ୍ତ ଆବଶ୍ୟକ ଜିନିଷ ଆଜିକା ଯୁଗରେ ଧନ, ଧନ ଅଭାବ ପାଇଁ ମନୁଷ୍ୟ କୌଣସି କାର୍ଯ୍ୟ ପୂର୍ଣ କରି ପାରେ ନାହିଁ, ଆଜିକା ଯୁଗରେ କୌଣସି କାମ ପାଇଁ ଧନ ଦରକାର, ସେଥିପାଇଁ ଧନକୁ ମନୁଷ୍ୟ ଜୀବନର ମହତ୍ବପୂର୍ଣ ଭାଗ ମନେ କରା ଯାଇଛି, ବର୍ତମାନ ସମୟରେ ଅତ୍ୟଧିକ ଲୋକଙ୍କ ସମସ୍ୟା ଟଙ୍କା ହୋଇଅଛି ।

କେତେକ ଥର ଦେଖା ଯାଇଛି ଯେ ବହୁତ ପରିଶ୍ରମ ଓ ପ୍ରୟାସ ପରେ ବି ଲୋକଙ୍କ ଆର୍ଥିକ ସମସ୍ୟା ଭଲ ହୋଇ ନଥାଏ ।

ଦେଖିବାକୁ ଗଲେ ଆର୍ଥିକ ସମସ୍ୟା ପାଇଁ ଅନେକ କାରଣ ହୋଇ ପାରେ, ଯଦି ଆପଣଙ୍କ ଜୀବନରେ ଧନ ଅଭାବ ରହିବ ତେବେ ଆପଣ ସୁଖ ସୁବିଧା ଠାରୁ ବଞ୍ଚିତ ରହିବେ । ଯଦି ଆପଣଙ୍କ ଜୀବନ ରେ ମଧ୍ୟ ଏହି ପରି ଆର୍ଥିକ ସମସ୍ୟା ଚାଲିଛି ତେବେ ଏହାଠୁ ଛୁଟକାରା ପାଇଁ ଆଜି ଆମେ କିଛି ଶାସ୍ତ୍ର ଅନୁସାରେ କଥା ଓ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ, ଯଦି ଏହା ଆପଣ ଗୁରୁବାର ଦିନ କରନ୍ତି ତେବେ ଆପଣଙ୍କୁ ଏହା ଦ୍ଵାରା ସମସ୍ୟା ର ସମାଧାନ ମିଳିବ ।

ଗୁରୁବାର ଦିନ ଏହି ଚାରୋଟି ସହଜ ଉପାୟ କଲେ ଆପଣଙ୍କ ଆର୍ଥିକ ପରିସ୍ଥିତି ଭଲ ହୋଇଥାଏ :

–      ଗୁରୁବାର ଦିନ ଭଗବାନ ବିଷଣୁଙ୍କୁ ସମର୍ପିତ, ଯଦି ଆପଣ ଆର୍ଥିକ ରୂପରେ ମଜବୁତ ରହିବା ପାଇଁ ଚାହାଁନ୍ତି ତେବେ ଏହା ପାଇଁ ଆପଣ ଗୁରୁବାର ଦିନ ଯେତେବେଳେ ବି ଗାଧେଇବା ପାଇଁ ଯିବେ, ଗାଧେଇବା ପାଣିରେ ଟିକେ ହଳଦି ନିଶ୍ଚିନ୍ତ ପକାନ୍ତୁ ଏହା ପରେ ଏହି ପାଣିରେ ସ୍ନାନ କରନ୍ତୁ ।

– ଗୁରୁବାର ଦିନ କଦଳି ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଏବଂ ଏହା ସହ ଗଛ ପୂଜା ମଧ୍ୟ କରନ୍ତୁ, ଏହା ଦ୍ଵାରା ଜୀବନରେ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳି ଥାଏ ।

–      ଗୁରବାର ଦିନ ବ୍ରତ କଲେ ଆପଣ ମନୋବାଞ୍ଚିତ ଫଳ ପାଇ ପାରିବେ ସେଥିପାଇଁ ଘର ସୁଖ ଶାନ୍ତି ଓ ଆର୍ଥିକ ବୃଦ୍ଧି ପାଇଁ ବ୍ରତ କରିବା ଉଚିତ ଅଟେ ।

–      ଗୁରୁବାର ଦିନ ତୁଳସୀ ଗଛ ମୂଳେ କଞ୍ଚା ଖିର ଢାଳନ୍ତୁ ଏହି ଉପାୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭକାରୀ ଅଟେ ।

–      ଯଦି ଆପଣ ନିଜ ଜାତକରେ ଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ ଚାହାନ୍ତି ତେବେ ଗୁରୁବାର ଦିନ ବା ପ୍ରତେକ ଦିନ ଭଗବାନ ଶିବଙ୍କୁ କନୀୟର୍ ଫୁଲ ଅର୍ପଣ କରନ୍ତୁ, ଗୁରୁ ମଜବୁତ ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button