ଓଡିଶା

ଓଡିଆ ଜୋକ୍ସ: ଗୋଟିଏ ଝିଅ ବଢେଇକୁ କହିଲା ପଲଙ୍କ ମଝବୁତ ବନେଇବ ନ ହେଲେ ଚଉଠିରାତିରେ ସବୁ ଗଡବଡ ହେଇଯିବ, ବଢେଇ କହିଲା ….

ହସିବାର ଏକ ଅଲାଗ ହିଁ ମଜା ଅଛି | କିନ୍ତୁ କିଛି ଲୋକ ଏହି ସୁଯୋଗ ପାଆନ୍ତି ନାହିଁ | ସେମାନେ ସେମାନଙ୍କର ଦୈନଦିନ ଜୀବନରେ ଏତେ ବ୍ୟସ୍ତ ରୁହନ୍ତି ଯେ ହସିବାର ସମୟ ନାହିଁ | ସେଇଠି ଆଉ କିଛି ଲୋକ ନିଜ ଜୀବନର ଦୁଃଖ କାରଣରୁ ଚିନ୍ତିତ ରୁହନ୍ତି । ଏହି ପରିସ୍ଥିତିରେ ଜୋକ୍ସ ବହୁତ କାମରେ ଆସିଥାଏ | ଏଗୁଡିକ ଆପଣଙ୍କ ମୁଡ କୁ ଫ୍ରେସ କରିବାରେ ମାହିର ହୋଇଥାନ୍ତି | ଏଗୁଡିକ ପଢିବା ପରେ ଆପଣ ଏକଦମ ରିଲାକ୍ସ ଅନୁଭବ କରନ୍ତି | ବାସ ଏହି କାରଣରୁ ଆମେ ଆପଣଙ୍କ ପାଇଁ ପୁଣି କିଛି ନୂଆ ଜୋକ୍ସ ନେଇ ଆସିଛୁ । ଗୋଟିଏ ବସ ଘାଇରେ ଗାଳି ପଡିଲା

୧. ଗୋଟିଏ ବସ ଘାଇରେ ଗଳି ପଡିଲା

ପୋଲିସ- ବସ କେମିତି ଗଳିଲା ?

ଡ୍ରାଇଭର – ମୋତେ ଜଣା ନାହିଁ ?

ପୋଲିସ- କଣ ? ତେବେ ତୁ କଣ କରୁଥିଲୁ ?

ଡ୍ରାଇଭର- ଆଜି କଣ୍ଡକ୍ଟର ଆସି ନଥିଲା ତ

ମୁଁ ନିଜେ ଟିକେଟ କାଟିବାକୁ ପଛକୁ ଯାଇଥିଲି ।

୨. ଭିଣେଇ ବାହାଘର ପରେ ପ୍ରଥମ ଥର ପାଇଁ ଶଶୁର ଘର ଯାଇଥିଲା

ତ ଶାଳିମାନଙ୍କ ପାଇଁ ଗିଫ୍ଟ ରେ ଚୁଡି ନେଇଗଲା

ଶାଳିମାନେ ଖୁସି ହେଇ କହିଲେ

ଜିଜୁ ତୁମେ ପିନ୍ଧେଇ ଦିଅ ନା ପ୍ଳିଜ…

ଭିଣେଇ ଭାବି କି କହିଲା – ହେ ଭଗବାନ !

ମୋତେ ଏ କଥା ଜଣା ଥାଆନ୍ତା ତ ମୁଁ ଆଉ କିଛି ଆଣିଥାନ୍ତି

୩. ପୋଲିସ ବାଲା ଗୋଟିଏ ସ୍ତ୍ରୀ ଲୋକର ଘରକୁ ଯାଇ- ମ୍ୟାଡମ କବାଟ ଖୋଲ

ତୁମ ସ୍ଵାମୀ ଟ୍ରକ ତଳେ ଚାପି ହେଇ ପାମ୍ପଡ ବନି ଯାଇଛନ୍ତି

ସ୍ତ୍ରୀ- ତେବେ କବାଟ ଖୋଲିବା କଣ ଦରକାର

ତଳ ବାଟେ ଗଳେଇ ଦିଅ

୪. ସାନ୍ତା ହସ୍ପିଟଲ ଗଲା ଓ ନର୍ସ କୁ କହିଲା

ମତେ ଗୋଟିଏ ବୋତଲ ରକ୍ତ ଦିଅ

ନର୍ସ- ବ୍ଲଡ ଗ୍ରୁପ କୁହ ??

ସାନ୍ତା- କିଛି ବି ଚଳିବ

ନର୍ସ- ଏମିତି କେମିତି ??

ସାନ୍ତା- ଗର୍ଲ ଫ୍ରେଣ୍ଡ କୁ ଲଭ ଲେଟର ଲେଖିବି

୫. ପୋଲିସ ବାଲା ଲଲ୍ଲୁ କୁ କହିଲା

ତୁମେ ବହୁତ ଭଲ ମଣିଷ ଅଟ

ସିଟ ବେଲ୍ଟ ପିନ୍ଧି ଗାଡି ଚଲଉଚ

ଏଇ ଖୁସିରେ ତୁମକୁ ୫୦୦୦ ଟଙ୍କା ପୁରସ୍କାର ଦିଆ ଯାଉଛି

ତୁମେ ଏହାର କଣ କରିବ ??

ଲଲ୍ଲୁ- ମୁଁ ସବୁଠୁ ପ୍ରଥମେ ଏଥିରେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ବନେଇବି

୬. ପୁଅ ବାଲା- ଆମକୁ ଝିଅ ପସନ୍ଦ

ବାହାଘର କେବେ କରିବା ??

ଝିଅ ବାଲା- ଟିକେ ରହିଯିବା

ଏବେ ତ ଝିଅ ପଢୁଛି

ପୁଅବାଲା- ତ ଆମ ପୁଅ କଉ ଛୋଟ ଛୁଆ ଅଟେ ଯେ ବହି ଫାଡି ଦବ

୭. ଗୋଟିଏ ସ୍ତ୍ରୀ ଲୋକ ବଢେଇ କୁ କହିଲା

ବେଡ ମଝବୁତ ବନେଇବ

ମୋ ପୁଅକୁ ବୋହୁ ସହିତ ଶୋଇବାର ଅଛି

ବଢେଇ- ଚିନ୍ତା କର ନାହିଁ

ଏମିତି ମଝବୁତ ବେଡ ବନେଇବି, ଏମିତି ମଝବୁତ ବେଡ ବନେଇବି

ସବୁ ପଡୋଶୀ ବି ଯଦି ଆସି ବୋହୁ ସହିତ ଶୋଇବେ

ତଥାପି ବେଡ ଭାଙ୍ଗିବ ନାହିଁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button