ଜୀବନଶୈଳୀ

୧୪ ବର୍ଷ ର ଝିଅ କୁ ୧୪ ଥର ଲଗାତାର ଦୁଷ୍କର୍ମ କରିଦେଲା ଦରବୁଢା ଲୋକ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ୧୪ ବର୍ଷର ଝିଅ କୁ ଦୁ-ଷ୍କ-ର୍ମ କଲା ୪୦ ବର୍ଷର ବୁଢ଼ା। ଭିନ୍ନକ୍ଷମ ନାବାଳିକା ର ଫାଇଦା ଉଠାଇ ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର କରିଥିଲା ଦୁ-ଷ୍କ-ର୍ମ।
ଆଉ ଶେଷରେ ମଧ୍ୟ ନାବାଳିକା କୁ ଗ-ର୍ଭ-ବ-ତୀ କରାଇ ଦେଇଥିଲେ ସେହି ନର ରୁପି ରାକ୍ଷସ ଜଣକ। ନାବାଳିକା ଜଣକ ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଯାଇଥିଲେ ମଧ୍ୟ ତାଙ୍କୁ କିଛି ଫଳ ମିଳି ନଥିଲା ।
କାରଣ ତାଙ୍କୁ ସେଠାରୁ କୌଣସି ପ୍ରକାରର ନ୍ୟାୟ ମିଳିପାରି ନଥିଲା। ଆଉ ଏବେ ସେ ନିଜର ଦୁଇ ବର୍ଷର ପିଲା କୁ ଧରି ନ୍ୟାୟ ପାଇଁ ସଙ୍ଘର୍ଷ କରୁଛନ୍ତି।୧୪ ବର୍ଷରେ ଭିନ୍ନକ୍ଷମ ଝିଅ କୁ ମିଠା ମିଠା କଥା କହି ନିଜ ପ୍ରେମ ଜାଲରେ ଫସାଇ ଥିଲେ ଏହି ୪୦ ବର୍ଷୀୟ ଅଭିଯୁକ୍ତ ଜଣକ।
ନାବାଳିକା ଝିଅ କୁ ଦେଖିବା ପରେ ନିଜର ମନ ର ଭୋକ କୁ ସମ୍ଭାଳି ପାରି ନଥିଲା ଏହି ୪୦ ବର୍ଷୀୟ ଅଭିଯୁକ୍ତ ଜଣକ। ଆଉ ନାବାଳିକା କୁ ମେଡିକାଲ ବେଡ ଉପରେ ବାରମ୍ବାର ଦୁ-ଷ୍କ-ର୍ମ କରିଥିଲା। ନିଜର ମନର ଭୋକ କୁ ମେଣ୍ଟେଇବାକୁ ସେ ନାବାଳିକା ଝିଅ ସହ ଏଭଳି କାର୍ଯ୍ୟ କରୁଥିଲା। ଆଉ ଏଭଳି ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ନାବାଳିକା ଝିଅ ଠାରୁ ଏଭଳି ଭାବରେ ଦେହ ସୁଖ ନେଇ ଚାଲୁଥିଲା।
ଆଉ ୧୪ ବର୍ଷୀୟ ଝିଅ ଙ୍କୁ କରି ଦେଇଥିଲା ମାଆ।୧୪ ବର୍ଷୀୟ ଝିଅ ର ମାଆ ଯେତେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିନ୍ତୁ କୌଣସି କଥା ଶୁଣି ନଥିଲା।
ଏଭଳି ଏକ ପାପ କଲା ପରେ ଏହି ଅଭିଯୁକ୍ତ ଜଣକ ବାହାରେ ଖୁଲମଖୁଲା ବୁଲୁଛି। ଆଉ ଏବେ ମଧ୍ୟ ନ୍ୟାୟ ପାଇଁ ନାବାଳିକା ଜଣକ ଅଭିଯୋଗ କରୁଛନ୍ତି। ଆଉ ତାଙ୍କୁ ଆଜି ଯାଏଁ ନ୍ୟାୟ ମିଳି ପାରି ନାହିଁ। ତେବେ ଆପଣ ମାନେ ଜାଣି ପାରୁଥିବେ ଦୁଇ ବର୍ଷର କୁନି ପିଲାଟିକୁ ଧରି ନାବାଳିକା ଜଣକ କିଭଳି ଭାବରେ ତାଙ୍କର ଜୀବନ ବିତାଉ ଥିବେ ତେବେ ଏହି ଘଟଣା ସଂପର୍କରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Related Articles

Leave a Reply

Your email address will not be published. Required fields are marked *

Back to top button