ଜୀବନଶୈଳୀ

ଏହାର ମାତ୍ର ୨ ଥର ପ୍ରୟୋଗ ରେ କେଶ ଏତେ ମଝବୁତ ହେଇଯିବ କି ଆପଣ ବି ଦେଖି ଆଶ୍ଚର୍ଯ୍ୟ ହେବେ- Baba Ramdev Beauty Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଉଭୟ ପୁଅ ଓ ଝିଅ ମାନଙ୍କର କେଶ ଝଡିବା ସମସ୍ଯା ବହୁତ ସାଧାରଣ ହୋଇଯାଇଛି । ବନ୍ଧୁଗଣ ଏହି କେଶ ଜନିତ ସମସ୍ଯା ଆଦିକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟରୁ ମିଳୁଥିବା ବିଭିନ୍ନ ହେୟାର ଅଏଲ ଓ ହେୟାର ସାମ୍ପୁର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷରେ ବହୁତ ମାତ୍ରାରେ କେମିକାଲ ମିଶି ହୋଇରହିଥାଏ ଯାହା ଆମ କେଶକୁ ଡ୍ୟାମେଜ କରିଥାଏ ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ଆସିଛୁ ଯାହାକୁ ଆପଣ ବ୍ୟବହାର କରି ନିଜର କେଶକୁ ରଶି ପରିକା ମଝବୁତ ବନେଇ ପାରିବେ ।


ବନ୍ଧୁଗଣ ଏହି ଉପାୟଟି ହେଉଛି ସଂପୂର୍ଣ୍ଣ ଘରୋଇ ଉପାୟ, ଯାହାକୁ ଆପଣ ନିଜ ଘର ମଧ୍ୟରେ ବହୁତ ସହଜରେ ତିଆରି କରିପାରିବେ । ବନ୍ଧୁଗଣ ଏହି ଉପାୟଟି ହେଉଛି ସଂପୂର୍ଣ୍ଣ ଏକ ଘରୋଇ ଉପାୟ ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ବନେଇ ପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣଙ୍କୁ ସର୍ବ ପ୍ରଥାମେ ଦରକାର ଆଲୋବେରା । ବନ୍ଧୁଗଣ ଆଲୋବେରା ଆପଣ ମାନଙ୍କୁ ମାର୍କେଟରୁ ବହୁତ ସହଜରେ ମିଳିଯିବ । ହେଲେ ମାର୍କେଟରୁ ନଆଣିବା ବ୍ଯତୀତ ଯଦି ଆପଣ ନିଜ ଘରେ ଆଲୋବେରା ଗଛ ଲଗାଇ ତାର ବ୍ୟବହାର କରିବେ ତା ହେଲେ ଆପଣଙ୍କ ପାଇଁ ବହୁତ ଭଲ ହେବ । ବନ୍ଧୁଗଣ ଆଲୋବେରାରେ ବହୁତ ପ୍ରକାରର ଲାଭକାରୀ ଗୁଣ ରହିଥାଏ । ଯାହା ଆମ ଶରୀରର ବିଭିନ୍ନ ସମସ୍ଯାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ ।

ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣ ଗୋଟେ ଆଲୋବେରା ଗଛ ନିଅନ୍ତୁ ଓ ତାର ଚୋପାକୁ ଛଡାଇ ଥର ଜେଲକୁ ବାହାର କରିଦିଅନ୍ତୁ । ଏହାପରେ ଆପଣ ସେହି ଜେଲକୁ ନେଇ ଗ୍ରାଇଣ୍ଡର ସାହାର୍ଯ୍ୟରେ ପେଶୀ ଏହାର ଜୁସକୁ ବାହାର କରିଦିଅନ୍ତୁ । ବନ୍ଧୁଗଣ ଏହି ଜୁସକୁ ଆପଣ ନିଜ କେଶରେ ଲଗାଇ ଏହାର ଭଲ ଭାବରେ ମସାଜ କରନ୍ତୁ । କମ ସେ କମ ୫ ମିନିଟ ମସାଜ କରିବା ପରେ ଆପଣ ଏହାକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ । ଅଧ ଘଣ୍ଟା ପରେ ଆପଣ ନିଜ କେଶକୁ ଥଣ୍ଡା ପାଣିରେ ଧୋଇ ସଫା କରିଦିଅନ୍ତୁ ।

ବନ୍ଧୁଗଣ ଯଦି ଆପଣ ଏହି ଉପାୟକୁ ମାତ୍ର ସପ୍ତାହରେ ଗୋଟିଏ ଥର କରିବେ, ତା ହେଲେ ଜୀବନ ସାରା ଆପଣଙ୍କ କେଶ ମଝବୁତ ରହିବ । ତେଣୁ ବନ୍ଧୁଗଣ ଏହି ଉପାୟକୁ ଆପଣ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତୁ । ଯେହେତୁ ଏହା ହେଉଛି ଏକ ଘରୋଇ ଉପାୟ ତେଣୁ ଆପଣଙ୍କ କେଶରେ କୌଣସି ଡ୍ୟାମେଜ ହେବ ନାହିଁ । ତା ହେଲେ ବନ୍ଧୁଗଣ ଯଦି ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥାଏ ତେବେ ଆମ ପୋଷ୍ଟକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button