ବିଚାର

ଆଜି ଦୀପାବଳି ପାଳନ କରିବା ପୂର୍ବରୁ ଘରୁ ବାହାର କରନ୍ତୁ ଏହି ସବୁ ଜିନିଷ, ସାକ୍ଷାତ ମା’ ଲକ୍ଷ୍ମୀ ଆସିବେ ଘରକୁ … ହେବେ କୋଟିପତି

ବନ୍ଧୁଗଣ ଆସୁଛି ପବିତ୍ର ଦୀପାବଳି ପର୍ବ । ଏହି ଦିନ ଘର ଘର ମାନଙ୍କରେ ଦୀପ ଲାଗାଇ ଖୁବ ସୁନ୍ଦର ଭାବେ ସଜାଯାଏ ଆଉ ଦୀପାବଳି ପର୍ବକୁ ପାଳନ ମଧ୍ୟ କରାଯାଏ । ଏହି ଦିନ ଘରେ ଏମିତି କିଛି ଖାସ ଜିନିଷ ଆଣିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ହେବା ସହ ବାସ ମଧ୍ୟ କରିଥାନ୍ତି । କିନ୍ତୁ ଏମିତି ବି କିଛି ଜିନିଷ ଅଛି ଯାହାକୁ ଘରେ ରଖିବା ଦ୍ଵାରା ନେଗେଟିଭ ଉର୍ଜ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ଯାହାକୁ ଦୀପାବଳି ପୂର୍ବ ରୁ ଘ୍ଯରୁ ବାହାର କରି ଦେବା ଉଚିତ ଅଟେ ।

୧- ଘରେ ଅଧା ଭଙ୍ଗା ଯାଇଥିବା ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କର ଟଙ୍କା କ୍ଷତି ହେବାର ମୁଖ୍ୟ କାରଣ ହୋଇଥାଏ । ଏପରି ଫୋଟୋକୁ ଜଳରେ ପ୍ରଭାବିତ କରି ଦିଅନ୍ତୁ । ତେଣୁ ଦୀପାବଳି ପୂର୍ବରୁ ଏହାକୁ ବାହାର କରନ୍ତୁ ।

୨- ପୁରୁଣା ବା ଚିରା ଫଟା ଘରେ ଲୋକ ରଖିଥାନ୍ତି । ଏହା ଦ୍ଵାରା ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ତେଣୁ ଦୀପାବଳି ପୂର୍ବରୁ ଚିରା ଲୁଗା ଘରେ ରଖନ୍ତୁ ନାହି ।

୩- ଘରର ଛାତ ଉପରେ ପଡିଥିବା ମଇଳା ଦ୍ଵାରା ଟଙ୍କାର ଭାବ ଦେଖାଯିବା ସହ ସଫଳତାରେ ପ୍ରଭାବ ପଡିଥାଏ । ତେଣୁ ଦୀପାବଳି ପୂର୍ବରୁ ଘାର ଛାତ ଉପରୁ ସଫା କରନ୍ତୁ ।

୪- କେତେକ ଲୋକ ନିଜ ଘରେ ଅନାବଶ୍ୟକ ପଥର, ତାବିଜ କିଛି ରଖିଥାନ୍ତି । କିନ୍ତୁ କେଉଁ ପଥର ଭଲ ଓ ଖରାପ ଫଳ ଦେଇଥାଏ । ତେଣୁ ଦୀପାବଳି ପୂର୍ବରୁ ଘର ବାହାର କରନ୍ତୁ ।

୫- ଆପଣ ନିଜ ପାଖରେ ରଖୁଥିବା ପର୍ସ ଯେମିତି ଫଟା ରଖନ୍ତୁ ନାହି । ପର୍ସରେ ମା ଲକ୍ଷ୍ମୀ ଓ ସିନ୍ଧୁକରେ କୁବେର ମହାରାଜଙ୍କ ଫୋଟୋ ରଖନ୍ତୁ । ଦୀପାବଳି ପୂର୍ବରୁ ଚିରା ପର୍ସ ଥିଲେ ନୂଆ ଆଣନ୍ତୁ ।

୬- ଘରେ କେବେ ବି ଭଙ୍ଗା ଜିନିଷ ରଖନ୍ତୁ ନାହି । ଏହା ଦ୍ଵାରା ଘରେ ନେଗେଟିଭ ଶକ୍ତି ସୃଷ୍ଟି ହୋଇଥାଏ । ତେଣୁ ଦୀପାବଳି ପୂର୍ବରୁ ଏହାକୁ ଘରୁ ବାହାର କରନ୍ତୁ ।

୭- ଏମିତି କୁହାଯାଏ ତାଜମହଲ, କଣ୍ଟା ଗଛ, ଜାହଜ ଥିବା ଡଙ୍ଗା, ପଶୁଙ୍କର ଚିତ୍ର ଘରେ ରଖିବା ଅନୁଚିତ । ତେଣୁ ଦୀପାବଳି ପୂର୍ବରୁ ଏହାକୁ ଘରୁ ବାହାର କରନ୍ତୁ ।

୮- ଦୀପାବଳି ପୂର୍ବରୁ ସଫାସଫି କରିବାର ବହୁତ ମହତ୍ଵ ରହିଥାଏ । ତେଣୁ ଘରେ ବା ଦୋକାନରେ ଥିବା ବୁଢିଆଣୀ ଜାଲକୁ ଘରୁ ସଫା କରନ୍ତୁ ।

୯- ଯଦି ଆପଣଙ୍କ ଘରେ ବା ଦୋକାନରେ ଭଙ୍ଗା ଆଲମାରି ରହିଛି ତେବେ ଟଙ୍କା ଅଭାବର କାରଣ ହୋଇଥାଏ । ତେଣୁ ଦୀପାବଳି ପୂର୍ବରୁ ଭଙ୍ଗ ଆଲମାରି ବଦଳାଇ ନୂଆ ଆଣନ୍ତୁ ।

୧୦- ଘରେ ଯଦି ଚେୟାର ଭାଙ୍ଗି ଯାଇଛି ତେବେ ସମସ୍ୟାର କାରଣ ହୋଇଥାଏ । ତେଣୁ ଦୀପାବଳି ପୂର୍ବରୁ ଏହାକୁ ତୁରନ୍ତ ବାହାର କରି ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button