ଦେଶ ବିଦେଶ

ପ୍ରାଚୀନ କାଳ ର ଏହି କିଛି ଫୋଟୋ ଆପଣଙ୍କୁ ଇତିହାସର ରୋମାଞ୍ଚକର ସଫରରେ ନେଇଯିବ, ଆସନ୍ତୁ ବୁଲିବା ପ୍ରାଚୀନ ଭାରତ

ଆମେ ସମସ୍ତେ ପ୍ରାଚୀନ ଭାରତ ବିଷୟରେ ବହୁତ ଗୁଡେ କଥା ପଡିବାକୁ ପାଇଛୁ କିନ୍ତୁ ଏବେ ବି ବହୁତ କମ ଲୋକ ଥିବେ ଯିଏ ଏହି କଥା ଜାଣିଥିବେ ଯେ ସେହି ସମୟରେ ଲୋକଙ୍କ ପ୍ରତି ଦିନ କାମ କଣ ଥିଲା ସେ କଣ ପିନ୍ଧୁଥିଲେ ଏବଂ ଅନୟାଙ୍ଗ କଥା । ଏହି ସବୁ ଜିନିଷ ନିଜ ଆଖିରେ ଦେଖିବାର ସମସ୍ତଙ୍କୁ ଅବସର ପ୍ରାପ୍ତ ହୋଇ ନଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଚିତ୍ର ଦେଖେଇବାକୁ ଯାଉଛୁ ।

ଯାହା ଦ୍ଵାରା ଆପଣ ପୁରୁଣା ଭାରତକୁ ଦେଖିପାରିବେ ଏବଂ ଆନନ୍ଦ ନେଇ ପାରିବେ ।

ଏହି ଚିତ୍ର ଗୁଡିକ ଦେଖିଲା ପରେ ଆପଣଙ୍କ ଜିଜ୍ଞାସା ଆହୁରି ବଢି ଯିବ ବୋଲି ଆମେ ମନେ କରୁଛୁ । ତେବେ ଆସନ୍ତୁ ଦେଖିବା ପ୍ରାଚୀନ ଭାରତ କିଛି ଚିତ୍ର ଗୁଡିକ ।

ପ୍ରାଚୀନ ଭାରତ :

– ଏହି ଚିତ୍ର ୧୮୯୦ ସମୟ ର ଅଟେ ଯେତେବେଳେ ସାପ ଖେଳ ଦେଖଉଥିବା ଲୋକ ରାସ୍ତା ରେ ସାପ ଖେଳ ଦେଖେଉଥିଲେ ଏବଂ ନିଜ ଜୀବିକା ପାଇଁ ରୋଜଗାର କରୁଥିଲେ ।

– ଶିଖ ବୋଡିଗାର୍ଡ ପୂର୍ଣ ଲଗ୍ନ ସହ ସୁରକ୍ଷା କରୁଥିବା ଅଧିକାରୀ ।

– ଏହା ହେଲେ ଭାରତ ର ପ୍ରଥମ ମହିଳା ଡକ୍ଟର ଆନନ୍ଦିବାଇ ଯୋଶୀ, ଏହି ଚିତ୍ର ତାଙ୍କ ପାଠ ପଢା ସମୟ ର ଅଟେ, ତାଙ୍କ ପାଖରେ ତାଙ୍କ ସିନିୟର ସାଙ୍ଗ ଓ ଜାପାନୀ ସାଙ୍ଗ ଠିଆ ହୋଇଛନ୍ତି ।

– ୟେ ଅନ୍ତିମ ମୁଗଲ ବାଦଶାହ ଜଫରଙ୍କ ଚିତ୍ର ଅଟେ, ଏହି ଚିତ୍ର ୧୯୫୮ର ଅଟେ ଯେତେବେଳେ ତାଙ୍କୁ ରଙ୍ଗୁନ ପଠା ଯାଉଥିଲା ।

– ଏହି ମହିଳା ଭାରତ ର ପ୍ରଥମ ମିସ ୱୋର୍ଲ୍ଡ ରୀତା ଫରିୟାଙ୍କ ଅଟେ, ଏହି ଚିତ୍ର ୧୯୬୬ର ଦକ୍ଷିଣ ବିୟତନାମ ର ଅଟେ ଯେତେବେଳେ ସେ ଗୋଟେ ଆମେରିକୀ ସୈନିକ ଟୋପି ରେ ଅଟୋଗ୍ରାଫ ଦଉଥିଲେ ।

– ଏହି ଚିତ୍ର ସେହି ସମୟ ର ଅଟେ ଯେତେବେଳେ ଶିଙ୍ଗାପୁର ରେ ଜାପାନୀ ସୈନିକ ମାର୍ଚ କରୁଛନ୍ତି ଓ ଭାରତୀୟ ସେନା ତାଙ୍କୁ ସୁରକ୍ଷା ଦଉଛନ୍ତି ଏହି ଚିତ୍ର ୧୯୪୫ ରେ ହୋଇ ଥିବା ଦ୍ଵିତୀୟ ବିଶ୍ଵ ଯୁଦ୍ଧର ଅଟେ ।

– ଏହି ଚିତ୍ର ୧୯୧୪ ର ଅଟେ ଯେତେବେଳେ ହିନ୍ଦୁସ୍ତାନୀ ସେନା ବ୍ରିଟିଶ ଆର୍ମୀ ସହ ଫ୍ରାନ୍ସ ର ଗୋଟେ ଶହର ରେ ମାର୍ଚ କରୁଥିଲେ ।

 

ଯଦି ଆପଣଙ୍କୁ ପ୍ରାଚୀନ ଭାରତର ଏହି ଅନଦେଖା ଫୋଟୋ ପସନ୍ଦ ଆସିଛି ତେବେ ଏହାକୁ ନିଜ ସାଙ୍ଗମାନଙ୍କ ସହ ଶେୟାର କରିବାକୁ ଭୁଲିବେ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button