ଦେଶ ବିଦେଶ

ମୁନ ପରେ ମିଶନ ସୂର୍ଯ୍ୟ – Utkal Mail


ବାଙ୍ଗାଲୁରୁ: ମିଶନ ମୁନ ‘ଚନ୍ଦ୍ରାୟନ-୩’ର ସଫଳ ଅବତରଣ ପରେ ଇସ୍ରୋ ଆଉ ଏକ ବଡ଼ ଘୋଷଣା କରିଛି । ଆସନ୍ତା ମାସରେ ଇସ୍ରୋର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍ ୱାନ’ ଲଞ୍ଚ ହେବ । ସମସ୍ତ ପ୍ରସ୍ତୁତି ସରିଥିବାବେଳେ ଗଗନଯାନ କାମ ଚାଲିଛି । ଆଗାମୀ ମାସରେ ବିସ୍ତୃତ ପରୀକ୍ଷା ହେବ । ଏହାସହ ୨୦୨୫ ସୁଦ୍ଧା ପ୍ରଥମ ମାନବ ମହାକାଶ ଯୋଜନା ପ୍ରେରଣର ଯୋଜନା ରହିଛି । ଏନେଇ ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ ସୂଚନା ପ୍ରଦାନ କରିଛନ୍ତି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button