ବିଚାର

ଆମ ଭାରତ ସଂସ୍କୃତିରେ ମହିଳା ମାନଙ୍କ ପାଇଁ ଅନେକ ନିୟମ ରଖା ଯାଇଛି। କିନ୍ତୁ କୌଣସି ପୁରୁଷଙ୍କ ପାଇଁ କିଛି ନିୟମ ନାହିଁ। ଏହା ଏକ ଅନ୍ଧବିଶ୍ୱାସ ଅଟେ। ପ୍ରତ୍ୟେକ ଲୋକଙ୍କୁ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ଆବଶ୍ୟକ। କିନ୍ତୁ ଆଜିର ସମାଜରେ ପୁରୁଷ ଓ ନାରୀ ଉଭୟ ସମ୍ମାନ ପାଇବା ପାଇଁ ଯୋଗ୍ୟ ଅଟନ୍ତି। ପ୍ରତ୍ୟେକ ପରିବାରର ମୂଳ ପୁରୁଷ ଓ ନାରୀ ଉଭୟଙ୍କ ସହଯୋଗ ଓ ତ୍ୟାଗରୁ ନିର୍ମିତ ହୋଇଥାଏ। ତେଣୁ ପ୍ରତ୍ୟେକ ପୁରୁଷ ଓ ନାରୀଙ୍କୁ ତାଙ୍କର ଆଗାମୀ ପିଢ଼ିଙ୍କ ସୁଖ ଚିନ୍ତା କରି ନିଜ ଘରର ପରିବେଶକୁ ବଦଳାଇବା ଉଚିତ। ଯେଉଁ ଘରର ପୁରୁଷ ମଦ୍ୟପାନ କରି ଘରକୁ ଆସେ ଓ ନିଜ ସ୍ତ୍ରୀଙ୍କୁ ପିଟି ଥାଏ, ତାଙ୍କ ଘରର ଭବିଷ୍ୟତ ନଷ୍ଟ ହେବାର ସମ୍ଭାବନା ରହିଥାଏ। ସେହିପରି ଘରର ମହିଳା ମାନଙ୍କ ଆଚରଣରୁ ମଧ୍ୟ ପରିବାର ନଷ୍ଟ ହୋଇ ଯାଇଥାଏ। ତେଣୁ ଉଭୟ ପୁରୁଷ ଓ ନାରୀଙ୍କୁ ଘରର ମେରୁଦଣ୍ଡ ହୋଇ ନିଜ ନିଜ ଦାୟିତ୍ୱ ତୁଲାଇବା ଆବଶ୍ୟକ। ଅର୍ଥାତ୍ ପରିବାରର ଭାଗ୍ୟ ଉଭୟ ପୁରୁଷ ଓ ନାରୀଙ୍କ ଆଚରଣରୁ ନିର୍ମିତ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ମହିଳା ମାନେ ମୁଣ୍ଡରେ ଲୁଗା ଦେଲେ ତାଙ୍କ ସ୍ବାମୀଙ୍କ ଉପରେ କଣ ପ୍ରଭାବ ପକାଇ ଥାଏ। by TaboolaSponsored LinksYou May Like Unlock The Hindu Digital for ₹1 – Limited Time Offer! The Hindu NYC Hotel Smartphone Booking | Bookmark Now! | New York City Hotel Booking | Mill Canyon Road Unlock your institute’s full potential. Lenovo ଘରର ମହିଳା ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। କୁହାଯାଏ କି କୌଣସି ମହିଳା ଚାହିଁଲେ ଘରକୁ ସ୍ବର୍ଗ କରି ଦେଇଥାନ୍ତି ଏବଂ କ୍ରୋଧିତ ହେଲେ ଘରକୁ ନର୍କ ସଦୃଶ କରିବା ପାଇଁ ତାଙ୍କୁ ବେଶୀ ସମୟ ଲାଗି ନଥାଏ। ସେଥିପାଇଁ କୁହାଯାଇଛି କି ନାରୀର ଅପମାନ କଲେ ଦିନେ ନା ଦିନେ ଶାସ୍ତି ଭୋଗ କରିବାକୁ ପଡେ। ଶାସ୍ତ୍ର ଅନୁସାରେ ମହିଳା ମାନେ ମୁଣ୍ଡରେ ଓଢଣା ଦେବା ଉଚିତ। କାରଣ ଆମ ମୁଣ୍ଡରେ ଏକ ଚକ୍ର ରହିଥାଏ, ଯାହା ଆମର ପ୍ରତ୍ୟେକ କଥାକୁ ବିଚାର କରିଥାଏ। କିନ୍ତୁ ଓଢଣା ଦେବା ଦ୍ବାରା ଆମ ମସ୍ତିଷ୍କ ଚକ୍ର ଶରୀର ଚକ୍ର ସହିତ ଏକାକାର ହୋଇ ଯାଇଥାଏ। ଯାହାଫଳରେ ମହିଳାଙ୍କ ମନ ସର୍ବଦା ଶାନ୍ତ ରହେ। ଅଧିକାଂଶ ଲୋକେ ନିଜ ମନ କଥା ଈଶ୍ବରଙ୍କ ଆଗରେ ବ୍ୟକ୍ତ କରି ଦେଇଥାନ୍ତି। ଏଭଳି କରିବା ଦ୍ୱାରା ନିଜ ମନରେ ଖରାପ ଚିନ୍ତା ଆସି ନଥାଏ ଏବଂ ମନରେ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ଘରେ ଯେତେବେଳେ ଗୁରୁଜନ ଆସିଥାନ୍ତି, ସେତେବେଳେ ମହିଳା ମାନେ ଓଢଣା ଦେଇ ତାଙ୍କୁ ପ୍ରଣାମ କରିବା ଉଚିତ। ଏଭଳି କରିବା ଦ୍ଵାରା ଘରକୁ ଆସିଥିବା ଅତିଥି ଖୁସି ହୋଇ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇ ଥାଆନ୍ତି। ଏହି ଆଶୀର୍ବାଦ ତାଙ୍କ ସ୍ବାମୀଙ୍କ ଆୟୁଷକି ଦୁଇ ଗୁଣା କରି ଦେଇଥାଏ। ଶାସ୍ତ୍ରରେ କୁହାଯାଇଛି କି ଯଦି ଠାକୁରଙ୍କୁ ଭୋଗ ଲଗାଇବା ସମୟରେ ସେଥିରୁ ଚୁଟି ବାହାରି ଥାଏ, ତାହେଲେ ସେହି ଭୋଗ ଅଶୁଦ୍ଧ ହୋଇଥାଏ। ସେଥିପାଇଁ ଭୋଗ ଲଗେଇବା ସମୟରେ ମହିଳା ମାନଙ୍କୁ ଓଢଣା ଦେବା ଆବଶ୍ୟକ। ମହିଳା ମାନେ ପୂଜା ବା ପର୍ବପର୍ବାଣୀରେ ନିଜ ଚୁଟି ସଫା କରି ଥାଆନ୍ତି। ତେଣୁ ସେମାନେ ଚୁଟିକୁ ଖୋଲା ରଖି ଥାଆନ୍ତି। ଯାହା ଦ୍ଵାରା ଅନ୍ୟମାନଙ୍କ ନଜର ତାଙ୍କ ଚୁଟି ଉପରେ ପଡିଥାଏ। ଏହାଦ୍ବାରା ଖରାପ ନଜର ପଡିଥାଏ ବୋଲି କୁହାଯାଏ। ମହିଳା ମାନେ ଚୁଟି ଖୋଲା କରି ନିଜ ମୁଣ୍ଡରେ ଓଢଣା ଦେଲେ ଆହୁରି ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ତେବେ ଆପଣଙ୍କୁ ଆମର ଏହି ଲେଖା କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ଏହାକୁ ସମସ୍ତଙ୍କ ସହିତ ସେୟାର ମଧ୍ୟ କରନ୍ତୁ। ଆଗକୁ ଆହୁରି ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ, ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ଆମ ଭାରତ ସଂସ୍କୃତିରେ ମହିଳା ମାନଙ୍କ ପାଇଁ ଅନେକ ନିୟମ ରଖା ଯାଇଛି। କିନ୍ତୁ କୌଣସି ପୁରୁଷଙ୍କ ପାଇଁ କିଛି ନିୟମ ନାହିଁ। ଏହା ଏକ ଅନ୍ଧବିଶ୍ୱାସ ଅଟେ। ପ୍ରତ୍ୟେକ ଲୋକଙ୍କୁ ଏହି ଅନ୍ଧବିଶ୍ୱାସକୁ ଦୂର କରିବା ଆବଶ୍ୟକ। କିନ୍ତୁ ଆଜିର ସମାଜରେ ପୁରୁଷ ଓ ନାରୀ ଉଭୟ ସମ୍ମାନ ପାଇବା ପାଇଁ ଯୋଗ୍ୟ ଅଟନ୍ତି। ପ୍ରତ୍ୟେକ ପରିବାରର ମୂଳ ପୁରୁଷ ଓ ନାରୀ ଉଭୟଙ୍କ ସହଯୋଗ ଓ ତ୍ୟାଗରୁ ନିର୍ମିତ ହୋଇଥାଏ। ତେଣୁ ପ୍ରତ୍ୟେକ ପୁରୁଷ ଓ ନାରୀଙ୍କୁ ତାଙ୍କର ଆଗାମୀ ପିଢ଼ିଙ୍କ ସୁଖ ଚିନ୍ତା କରି ନିଜ ଘରର ପରିବେଶକୁ ବଦଳାଇବା ଉଚିତ।

ଯେଉଁ ଘରର ପୁରୁଷ ମଦ୍ୟପାନ କରି ଘରକୁ ଆସେ ଓ ନିଜ ସ୍ତ୍ରୀଙ୍କୁ ପିଟି ଥାଏ, ତାଙ୍କ ଘରର ଭବିଷ୍ୟତ ନଷ୍ଟ ହେବାର ସମ୍ଭାବନା ରହିଥାଏ। ସେହିପରି ଘରର ମହିଳା ମାନଙ୍କ ଆଚରଣରୁ ମଧ୍ୟ ପରିବାର ନଷ୍ଟ ହୋଇ ଯାଇଥାଏ। ତେଣୁ ଉଭୟ ପୁରୁଷ ଓ ନାରୀଙ୍କୁ ଘରର ମେରୁଦଣ୍ଡ ହୋଇ ନିଜ ନିଜ ଦାୟିତ୍ୱ ତୁଲାଇବା ଆବଶ୍ୟକ। ଅର୍ଥାତ୍ ପରିବାରର ଭାଗ୍ୟ ଉଭୟ ପୁରୁଷ ଓ ନାରୀଙ୍କ ଆଚରଣରୁ ନିର୍ମିତ ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କି, ମହିଳା ମାନେ ମୁଣ୍ଡରେ ଲୁଗା ଦେଲେ ତାଙ୍କ ସ୍ବାମୀଙ୍କ ଉପରେ କଣ ପ୍ରଭାବ ପକାଇ ଥାଏ।

ଘରର ମହିଳା ମାନଙ୍କୁ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ। କୁହାଯାଏ କି କୌଣସି ମହିଳା ଚାହିଁଲେ ଘରକୁ ସ୍ବର୍ଗ କରି ଦେଇଥାନ୍ତି ଏବଂ କ୍ରୋଧିତ ହେଲେ ଘରକୁ ନର୍କ ସଦୃଶ କରିବା ପାଇଁ ତାଙ୍କୁ ବେଶୀ ସମୟ ଲାଗି ନଥାଏ। ସେଥିପାଇଁ କୁହାଯାଇଛି କି ନାରୀର ଅପମାନ କଲେ ଦିନେ ନା ଦିନେ ଶାସ୍ତି ଭୋଗ କରିବାକୁ ପଡେ। ଶାସ୍ତ୍ର ଅନୁସାରେ ମହିଳା ମାନେ ମୁଣ୍ଡରେ ଓଢଣା ଦେବା ଉଚିତ। କାରଣ ଆମ ମୁଣ୍ଡରେ ଏକ ଚକ୍ର ରହିଥାଏ, ଯାହା ଆମର ପ୍ରତ୍ୟେକ କଥାକୁ ବିଚାର କରିଥାଏ। କିନ୍ତୁ ଓଢଣା ଦେବା ଦ୍ବାରା ଆମ ମସ୍ତିଷ୍କ ଚକ୍ର ଶରୀର ଚକ୍ର ସହିତ ଏକାକାର ହୋଇ ଯାଇଥାଏ। ଯାହାଫଳରେ ମହିଳାଙ୍କ ମନ ସର୍ବଦା ଶାନ୍ତ ରହେ।

ଅଧିକାଂଶ ଲୋକେ ନିଜ ମନ କଥା ଈଶ୍ବରଙ୍କ ଆଗରେ ବ୍ୟକ୍ତ କରି ଦେଇଥାନ୍ତି। ଏଭଳି କରିବା ଦ୍ୱାରା ନିଜ ମନରେ ଖରାପ ଚିନ୍ତା ଆସି ନଥାଏ ଏବଂ ମନରେ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ଘରେ ଯେତେବେଳେ ଗୁରୁଜନ ଆସିଥାନ୍ତି, ସେତେବେଳେ ମହିଳା ମାନେ ଓଢଣା ଦେଇ ତାଙ୍କୁ ପ୍ରଣାମ କରିବା ଉଚିତ। ଏଭଳି କରିବା ଦ୍ଵାରା ଘରକୁ ଆସିଥିବା ଅତିଥି ଖୁସି ହୋଇ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ଦେଇ ଥାଆନ୍ତି। ଏହି ଆଶୀର୍ବାଦ ତାଙ୍କ ସ୍ବାମୀଙ୍କ ଆୟୁଷକି ଦୁଇ ଗୁଣା କରି ଦେଇଥାଏ।

ଶାସ୍ତ୍ରରେ କୁହାଯାଇଛି କି ଯଦି ଠାକୁରଙ୍କୁ ଭୋଗ ଲଗାଇବା ସମୟରେ ସେଥିରୁ ଚୁଟି ବାହାରି ଥାଏ, ତାହେଲେ ସେହି ଭୋଗ ଅଶୁଦ୍ଧ ହୋଇଥାଏ। ସେଥିପାଇଁ ଭୋଗ ଲଗେଇବା ସମୟରେ ମହିଳା ମାନଙ୍କୁ ଓଢଣା ଦେବା ଆବଶ୍ୟକ। ମହିଳା ମାନେ ପୂଜା ବା ପର୍ବପର୍ବାଣୀରେ ନିଜ ଚୁଟି ସଫା କରି ଥାଆନ୍ତି। ତେଣୁ ସେମାନେ ଚୁଟିକୁ ଖୋଲା ରଖି ଥାଆନ୍ତି। ଯାହା ଦ୍ଵାରା ଅନ୍ୟମାନଙ୍କ ନଜର ତାଙ୍କ ଚୁଟି ଉପରେ ପଡିଥାଏ। ଏହାଦ୍ବାରା ଖରାପ ନଜର ପଡିଥାଏ ବୋଲି କୁହାଯାଏ। ମହିଳା ମାନେ ଚୁଟି ଖୋଲା କରି ନିଜ ମୁଣ୍ଡରେ ଓଢଣା ଦେଲେ ଆହୁରି ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ତେବେ ଆପଣଙ୍କୁ ଆମର ଏହି ଲେଖା କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ। ଏହାକୁ ସମସ୍ତଙ୍କ ସହିତ ସେୟାର ମଧ୍ୟ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button