ଓଡିଶା

ଏପ୍ରିଲ 6 ଆଜି ହନୁମାନ ଜୟନ୍ତୀ ରେ ଏହି ମହା ଉପାୟ କରନ୍ତୁ, ପୁରା ବର୍ଷ ଧନର ବର୍ଷା ହେବ

ବନ୍ଧୁଗଣ ହନୁମାନ ଜୟନ୍ତୀ ଭାରତରେ ପାଳନ କରାଯାଉଥିବା ପର୍ବ ମାନଙ୍କ ମଧ୍ୟରୁ ପ୍ରମୁଖ ଅଟେ । ଯେଉଁ ଦିନ ଶକ୍ତି, ଭକ୍ତି, ବଳର ସ୍ୱରୂପ ଭଗବାନ ହନୁମାନଙ୍କ ଜନ୍ମ ପୃଥିବୀରେ ହୋଇଥିଲା ସେହି ଦିନ ଧାର୍ମିକ ଅନୁଷ୍ଠାନ, ରାମାୟଣ ଆଦି ପାଠର ଆୟୋଜନ କରାଯାଏ । ହିନ୍ଦୁ ପୁରାଣ ଅନୁଯାୟୀ ପ୍ରଭୁ ହନୁମାନ ଭଗବାନ ଶିବଙ୍କ 11ତମ ଅବତାର ଥିଲେ । ଯାହାଙ୍କର ଭକ୍ତି କରିଲେ ଜୀବନର ସବୁ ଦୁଖ କଷ୍ଟ ଦୂର ହୋଇଯାଏ ।

ଚଳିତ ବର୍ଷ ଏପ୍ରିଲ 6ରେ ପଡୁଛି ଚୈତ୍ର ପୂର୍ଣ୍ଣିମା । ଏହି ଦିନ ଏମିତି କେଉଁ ଉପାୟ କରିଲେ ଧନର ବୃଦ୍ଧି ହୋଇଥାଏ ସେହି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । 1- ଆପଣ ଜୀବନରେ ଦୁଖ ପାଉଛନ୍ତି, ଭାଙ୍ଗି ପଡିଛନ୍ତି, ସମସ୍ୟାରେ ଘେରି ରହିଛନ୍ତି ତେବେ ହନୁମାନ ଜୟନ୍ତୀରେ ସକାଳୁ ସ୍ନାନ କରି ନାଲି ବସ୍ତ୍ର ଧାରଣ କରନ୍ତୁ । ଏହା ପରେ ଚମେଲୀ ତେଲକୁ ମାଟି ଦୀପରେ ରଖନ୍ତୁ । ଚମେଲି ତେଲ ଓ ହଳଦିଆ ସିନ୍ଦୁର ଡାହାଣ ହାତରେ ନିଅନ୍ତୁ । ତାହାକୁ ହନୁମାନ ମନ୍ଦିର ଯାଇ ତେଲରେ ସିନ୍ଦୁର ମିଶାଇ ସମର୍ପଣ କରନ୍ତୁ । ଏହା ପରେ 11 ଥର ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟଟି ହନୁମାନ ଜୟନ୍ତୀ ଦିନ କରିଲେ ମଙ୍ଗଲ ଗ୍ରହ ମଜବୁତ ହେବ ।

2- ଦ୍ଵିତୀୟ ଉପାୟଟି ହନୁମନା ଜୟନ୍ତୀ ଦିନ ନିହାତି କରନ୍ତୁ । ଏହା ଦ୍ଵାରା ଘରର ଉନ୍ନତି ହେବା ସହ ପରିବାର ସୁଖରେ ବ୍ଯତୀତ ହେବ । ହନୁମାନ ଜୟନ୍ତୀ ଦିନ ସୋରିଷ ତେଲ ହନୁମାନ ମନ୍ଦିରକୁ ନେଇ ଯାଆନ୍ତୁ । ନାଲିସ ସିନ୍ଦୁରରେ ତେଲ ମିଶାଇ ହନୁମାନ ଜୀ ଙ୍କୁ ଏହାର ଲେପ ଲଗାନ୍ତୁ । 11 ଥର ହନୁମାନ ଚାଳିଶା ପାଠ କରିବା ପରେ ଘରକୁ ଆସି ସେହି ଲେପର ମୁଖ୍ୟ ଦ୍ଵାରରେ ଡାହାଣ ପରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ଏହା କରିଲେ ପୁରା ବର୍ଷ କଳା ବିଦ୍ୟା, ବନ୍ଧନ, ତନ୍ତ୍ର ମନ୍ତ୍ର ର ପ୍ରଭାବ ରହିବ ନାହି ।

3- ଯଦି ଆପଣ ଅନେକ ଦିନରୁ ରୋଗରେ ପୀଡିତ ଅଛନ୍ତି ଆଉ ଅନେକ ପ୍ରକାରର ଉପଚାର କରି ବି ଲାଭ ମିଳୁ ନାହି, ଆପଣ ଅଭୁତ ଚିନ୍ତାରେ ଅଛନ୍ତି ତେବେ ହନୁମାନ ଜୟନ୍ତୀ ଦିନ ଏହି ଉପାୟ ଅବଶ୍ୟ କରନ୍ତୁ । ଯେଉଁ ବ୍ୟକ୍ତି ରୋଗାଗ୍ରସ୍ତ ଅଛନ୍ତି ତାଙ୍କ ହାତରୁ 11ଟି ରୁଟି କଳା କୁକୁର କୁ ହନୁମାନ ଜୟନ୍ତୀ ରେ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ହନୁମାନ ଜୀ ଙ୍କ କୃପା କାରଣରୁ ରୋଗାଗ୍ରସ୍ତ ରୁ ମୁକ୍ତି ପାଇବେ ।

4- ଯଦି ଦୁର୍ଭାଗ୍ୟ ଆପଣଙ୍କ ଭାଗ୍ୟରେ ଆସିଛି ତେବେ ହନୁମାନ ଜୟନ୍ତୀ ଦିନ ହନୁମାନ ଚାଳିଶାର ବହି କିଣି ଆଣନ୍ତୁ । ବହିକୁ ନାଲି କପଡାରେ ବାନ୍ଧି ପୂଜା ଘରେ ସ୍ଥାପନ କରନ୍ତୁ । ପ୍ରତେକ ମଙ୍ଗଳବାରରେ ହନୁମାନ ଚାଳିଶାର ବହି ପୂଜା କରିଲେ ଆପଣଙ୍କର ଦୁର୍ଭାଗ୍ୟ ଦୂରେଇ ଯିବ । ଆପଣଙ୍କ ଦୁର୍ଭାଗ୍ୟ ସୌଭାଗ୍ୟ ରେ ବଦଳିଯିବ ।

5- ହନୁମାନ ଜୟନ୍ତୀରେ 11ଟି ରୁଟିରେ ଗୁଡ ରଖିକି ନାଲି ଗାଈକୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ପୁରା ବର୍ଷ ଧନର ବର୍ଷା ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଶ୍ଚୟ କମେଣ୍ଟ ଜରିଆରେ ଜଣାନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button