ଜୀବନଶୈଳୀ

ଥରେ ମାତ୍ର ନିଜକୁ ଏହି ଗୋଟିଏ କଥା ପଚାରନ୍ତୁ ଆପଣଙ୍କ ଜୀ-ବ-ନ ପରିବର୍ତ୍ତନ ହୋଇ ଯିବ

ଏହି ମୂହୁର୍ତ୍ତରୁ ଆପଣଙ୍କ ଜୀ-ବ-ନରେ ପରିବର୍ତ୍ତନ ହୋଇପାରିବ। ୯୫ପ୍ରତିଶତ ଅଦରକାରୀ ଜିନିଷ ଦୂରେଇଯିବ। ଅଦରକାରୀ ସମୟ ନ-ଷ୍ଟ କରୁଥିଲେ ତାହା ମଧ୍ୟ ଏହି ମୂହୁର୍ତ୍ତରୁ ବ-ନ୍ଦ ହୋଇଯିବ।

ଆପଣ କେବେ ଚିନ୍ତା କରିଛନ୍ତିକି ଯଦି ଗୋଟିଏ ମଣିଷ ମରୁଭୁମିରେ ଯାତ୍ରା କରୁଛି, ହଠାତ ତା ପାଖରେ ପିଇବା ପାଣି ଆଦି ସରିଯାଏ ତେବେ ସେ କଣ କରିବ? ସେ ସେହି ମୁହୂର୍ତ୍ତରେ ଦରକାର ପଡିଲେ ମଧ୍ୟ ନିଜର ପ-ରି-ଶ୍ରା ମଧ୍ୟ ପିଇବାକୁ ବାଧ୍ୟ ହେବ।

ଜଣେ ସାଧାରଣ ମଣିଷକୁ ୨ଟି ଗୁ-ଣ୍ଡା ସହ ଲ-ଢିବା-କୁ କହିଲେ, କଣ ସିଏ ଲ-ଢି-ବ କି? ନା, ସେ ଲ-ଢି-ବ ନାହିଁ। କିନ୍ତୁ ଯଦି ତାଙ୍କ ପିଲାକୁ ଗୁ-ଣ୍ଡାମା-ନେ ଅ-ପହ-ର-ଣ କରିନେଇଥିବେ ତେବେ ସେ ୨ଜଣ ଗୁ-ଣ୍ଡା-ଙ୍କ ପରିବର୍ତ୍ତେ ୧୦ଜଣ ଗୁ-ଣ୍ଡା-ଙ୍କ ସହ ମଧ୍ୟ ଲ-ଢିପା-ରି-ବେ। କାରଣ ବର୍ତ୍ତମାନ ସେ କେବଳ ନିଜର ପିଲାକୁ ର-କ୍ଷା କରିବା କଥା ଚିନ୍ତା କରୁଥିବେ।

ଉପରୋକ୍ତ ପ୍ରଥମ ବିକଳ୍ପରେ ସେହି ବ୍ୟକ୍ତି ମଧ୍ୟ ନିଜର ପ-ରି-ଶ୍ରା ପିଇବାକୁ କାରଣ ସେ ନିଜର ଜୀ-ବ-ନ ବଞ୍ଚାଇ ପାରିବେ। ଦ୍ଵିତୀୟ ବିକଳ୍ପରେ ପିଲା ପାଇଁ ବାପା କିଛି ମଧ୍ୟ କରିପାରେ। ସେହି କାରଣରୁ ସେ ନିଜର ପିଲାର ର-କ୍ଷା ପାଇଁ ଲ-ଢିପା-ରି-ବେ।

Google

ଆପଣ ସର୍ବଦା ପ୍ରଶ୍ନ କରନ୍ତୁ। ଆପଣ କିଛିବି ହେଲେ ସର୍ବଦା କାହିଁକି କିମ୍ବା WHY ବୋଲି ପଚାରନ୍ତୁ। ଯାହାଦ୍ୱାରା ଜଣେ ବ୍ୟକ୍ତି ସଫଳ ହୋଇପାରିବ। ଏହି ଲେଖା ମାଧ୍ୟମରେ ଆପଣ ଆଜି ସଠିକ ଭାବରେ ବୁଝିପାରିବେ ଓ ଆପଣଙ୍କ ଜୀ-ବ-ନରେ ଏକ ପରିବର୍ତ୍ତନ ହେବ। ଏହି ମୁହୂର୍ତ୍ତରୁ ଏହି ଉପାୟକୁ ଅବଲମ୍ବନ କରନ୍ତୁ ଦେଖିବେ ଆପଣଙ୍କ ଜୀ-ବ-ନରେ ୯୫ ପ୍ରତିଶତ ଅଦରକାରୀ ଜିନିଷ ଦୂରେଇଯିବ।

ଗୋଟିଏ ଛାତ୍ର ଯେତେବେଳେ ପାଠ ପଢୁଛି, ତା ପୂର୍ବରୁ ନିଜକୁ ଏକ ପ୍ରଶ୍ନ କରୁକି ମୁଁ କାହିଁକି ପଢୁଛି, ମୋ ପଢିବାର ଉଦ୍ଦେଶ୍ୟ କଣ। ଯାହାଦ୍ୱାରା ସେ ଜାଣିପାରିବେ ପଢିବାର କାରଣ କଣ ଓ ସେ ଆହୁରି ଧ୍ୟାନ, ଇଚ୍ଛା ସହକାରେ ପଢିବାକୁ ଲାଗିବେ।

ଜଣେ ଲୋକ ଯେତେବେଳେ ଅଫିସରେ ଚାକିରି କରୁଥାଏ, ସେତେବେଳେ ସେ ନିଜକୁ ପ୍ରଶ୍ନକରିବା ଉଚିତକି ସେ କାହିଁକି ଅଫିସରେ କାମ କରୁଛି? ଦେଖିବେ ସଙ୍ଗେ ସଙ୍ଗେ ମନରେ ମାନସିକ ପରିବର୍ତ୍ତନ ଆସିବ। ଆପଣ ଜାଣିପାରିବେ କଣ ପାଇଁ ଆପଣ ଚାକିରି କରୁଛନ୍ତି।

ସେହିପରି ଘରେ ମା/ ଭଉଣୀ ରୋଷେଇ କରୁଥିବା ସମୟରେ ସେହି ସମୟରେ ସେମାନେ ନିଜକୁ ପ୍ରଶ୍ନ କରନ୍ତୁକି ମୁଁ କାହିଁକି ରୋଷେଇ କରୁଛି। ତେବେ ତୁରନ୍ତ ଉତ୍ତର ପାଇଯିବେ। ଖାଦ୍ଯ ଦ୍ଵାରା ମୋର ପରିବାର ଲୋକ ମଧ୍ୟ ବହୁତ ଖୁସି ହେବେ।

Google

ଜୀ-ବ-ନରେ ସର୍ବଦା why ଫେ-କ୍ଟ-ର ଗୁରୁତ୍ବପୂର୍ଣ ଅଟେ। ଆପଣଙ୍କୁ ଏହି ଗୋଟିଏ ପ୍ରଶ୍ନ ସଫଳତାର ଶୀର୍ଷରେ ପହଞ୍ଚାଇଦେବ। ଯେତେବେଳେ ଆପଣ ଯାହା କରୁଛନ୍ତି ତେବେ ଥରେ ନିଜକୁ ନିଜେ ପଚାରନ୍ତୁ ମୁଁ “କାହିଁକି” କରୁଛି। ଏହି ଗୋଟିଏ ପ୍ରଶ୍ନ ଜୀ-ବ-ନରେ ଅନେକ ପରିବର୍ତ୍ତନ କରିଦେବ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button