ସ୍ୱାସ୍ଥ୍ୟ

ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି କି? ସପ୍ତାହକୁ ଏକାଧିକ ଥର ସେକ୍ସ କଲେ ବଢିବ ଆୟୁଷ, କେବେବି ହେବନି ଏହି ସବୁ ରୋଗ, ଜାଣନ୍ତୁ ପୂରା ଖବର

ଆଜିକାଲି ଲୋକେ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହେବା ଏକ ସାଧାରଣ କଥା ଅଟେ। ତେବେ, ଭଲ ଖାଦ୍ୟ ଅଭ୍ୟାସ ଏବଂ ବ୍ୟାୟାମ କରିବା ଦ୍ୱାରା ଆପଣ ଏକ ସୁସ୍ଥ ଜୀବନ ଯାପନ କରିପାରିବେ। କିନ୍ତୁ, କଣ ଆପଣ ଜାଣନ୍ତି କି ନିୟମିତ ବ୍ୟବଧାନରେ ସେକ୍ସ କରିବା ଦ୍ୱାରା ମଧ୍ୟ ଆପଣ ଦୀର୍ଘାୟୁ ହୋଇପାରିବେ?

Sex

କଥାଟି ଶୁଣିବାକୁ ଅଜବ୍ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ। ବିଶେଷଜ୍ଞଙ୍କ କହିବା ଅନୁଯାଇ ସପ୍ତାହକୁ ଏକାଧିକ ଥର ସେକ୍ସ କରିବା ଦ୍ୱାରା ଶରୀରକୁ ସନ୍ତୁଷ୍ଟି ମିଳିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ଆଦିରୁ ରକ୍ଷା ମିଳିଥାଏ

Heart attack

ଗବେଷକଙ୍କ କହିବା ଅନୁଯାଇ ନିୟମିତ ସେକ୍ସ କରୁଥିବା ବ୍ୟକ୍ତିଙ୍କ ଠାରେ ହୃଦଘାତ ହେବାର କମ୍ ସମ୍ଭାବନା ରହିଥାଏ। ଏପରିକି ଏହା କରିବା ଦ୍ୱାରା ଇରେକ୍ଟାଇଲ ଡିସଫଙ୍କସନ ଭଳି ଯୌନ ରୋଗ ଠାରୁ ମଧ୍ୟ ଆପଣ ଦୂରେଇ ରହିପାରିବେ। ଫଳରେ ନିୟମିତ ସେକ୍ସ ମଣିଷକୁ ଦୀର୍ଘାୟୁ ହେବାରେ ସହାୟକ ହେଉଥିବା କୁହାଯାଉଛି।

ପ୍ରତିଦିନ ସକାଳୁ ମହୁ ସହ ଏହାକୁ ଖାଆନ୍ତୁ,ଭୟଙ୍କର ରୋଗ ଭଲ ହେବ,ଗ୍ୟାସ,ଏସିଡ଼ିଟି,ଡାଇବେଟିସ ଶେଷ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button