ଦେଶ ବିଦେଶ

ଭୟଙ୍କର ବର୍ଷା ମଝିରେ ଆକାଶରୁ ଗଳିଲା ନିଆଁ ଗୁଳା- ପଢନ୍ତୁ ସଂପୂର୍ଣ୍ଣ ଖବର

ଦିଲ୍ଲୀ ଏନସିଆର ଓ ଏହାର ଆଖ ପାଖ ଜାଗାରେ ଗତ ତିନି ଦିନ ଧରି ଲଗାତାର ବର୍ଷା ଲାଗି ରହିଛି । ପବନ ଓ ବିଜୁଳି ପାଇଁ ଆଉଥରେ ପାଗ ଥଣ୍ଡା ହବାର ଅନୁଭବ ହେଉଛି, ଗୁରୁବାର ରାତି ଠାରୁ ଲଗାତାର ଶୁକ୍ରବାର ଦିନସାରା ବର୍ଷା ହୋଇଥିଲା । ଗାଜିୟାବାଦ ରେ ସାହିବାବାଦ ରେଲବେଷ୍ଟେସନ ରେ ଗୁରୁବାର କୁ ବହୁତ ଅଜବ ଜିନିଷ ଲୋକ ଦେଖିବାକୁ ପାଇଥିଲେ । ନଜାରା ଦେଖି ବହୁତ ଲୋକ ଡଋ ଯାଇଥିଲେ ଓ ତୁରନ୍ତ ପୋଲିସ ଓ ଫାୟର ଡିପାର୍ଟମେଣ୍ଟକୁ ଫୋନ କରିସୂଚନା ଦେଇଥିଲେ ।

ବର୍ଷା ରେ ମଧ୍ୟ ବୁଝିଲା ନାହିଁ ନିଆ :

ଘଟଣା ସ୍ଥଳ ରେ ଥିବା ଲୋକଙ୍କ ଦ୍ଵାରା ଏହା ଜଣା ପଡିଛି ଯେ ଆକାଶରୁ କିଛି ପଡିଲା ଯାହା ଦେଖି ସବୁ ଲୋକ ବହୁତ ଡଋ ଯାଇଥିଲେ, ଘଟଣାସ୍ଥଳ ରେ ଭଙ୍ଗା ଜିନିଷ ମଧ୍ୟ ଦେଖିବାକୁ ମିଳି ଥିଲା ଯାହା ପରେ ଫାୟର ଡିପାର୍ଟମେଣ୍ଟ ମଧ୍ୟ ନିଆ ଲିଭେୟ ପାରି ନଥିଲା ଯାହା ପରେ ଲୋକଙ୍କ ମଧ୍ୟରେ ଡର ଆହୁରି ବଢି ଯାଇଥିଲା । ଲୋକଙ୍କୁ ଲାଗିଲା ଏହା ଉଲ୍କାପିଣ୍ଡ ବୋଲି କହୁଥିଲେ ଯାହା ଆକାଶରୁ ପଡିଥିଲା, ତେବେ କେତେକ ଲୋକଙ୍କ ଅନୁଯାଇ ବର୍ଷା ରେ ସର୍ଟ ସର୍କିଟ ହବାରୁ ଏହି ଘଟଣା ହେଇଥିବ ।

୧୦-୧୦ ମିନିଟ ରେ ୩ଟି ନିଆ ଗୁଳା ପଡିଥିଲା ଯାହା ଦେଖି ଲୋକଙ୍କ ମନରେ ଡର ହୋଇ ଯାଇଥିଲା । ଜାଣିଥିବା ଲୋକଙ୍କ ଅନୁଯାଇ ଖଗୋଲିୟା ଘଟଣା ପରେ ଏହି ଆକାଶରୁ ଉଲ୍କାପିଣ୍ଡ ବର୍ଷା ହୋଇଥିଲା, ଏହି ଘଟନା ଗୁରୁବାର ସନ୍ଧ୍ୟା ର ଅଟେ । ରାତି ୯ତା ପାଖା ପାଖି ରେ ଏହି ନିଆ ଗୁଳା ପଡିବା ଆରମ୍ଭ ହୋଇଥିଲା କିନ୍ତୁ ଭାଗ୍ୟବଶ ଲୋକଙ୍କୁ କୌଣସି ଆଘାତ ହୋଇ ନାହିଁ କିନ୍ତୁ ଯେଉଁ ଜାଗାରେ ନିଆ ପଡିଥିଲା ସେହି ଜାଗା ରେ କେତେକ ଜିନିଷ ପଡିଥିଲା ଜାହା ଉଲ୍କାପିଣ୍ଡ ଭାଗ ଭଳି ଲାଘୁଥିଲା ଯାହା ଲୋକ ଅଧ୍ୟୟନ କରୁଛନ୍ତି ଓ କେତେକ ଲୋକ ତାକୁ ପାଣିରେ ପକେଇ ଦେଖିଲେ ଯାହା ପରେ ପାଣିରେ ଧଳା ଫେଣ ହୋଇ ଯାଉଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button