ଜୀବନଶୈଳୀ

ଯେଉଁ ସ୍ତ୍ରୀ ରେ ଦେଖା ଯାଏ ଏମିତିକା ଲକ୍ଷଣ ତେବେ ତା ସ୍ଵାମୀ ର ଜୀବନ ହୋଇଯାଏ ନର୍କ – ଜାଣନ୍ତୁ ଏହା କଣ ?

ମହିଳାଙ୍କୁ ଘର ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ସମସ୍ତଙ୍କ ଘରେ ଏହି ମାନ୍ୟତା ମଧ୍ୟ ଅଛି, ଭାରତୀୟ ସମାଜରେ ମହିଳାଙ୍କ ସ୍ଥାନ ବହୁତ ଉପରେ ଥାଏ, ଏମିତି ସ୍ଥିତି ରେ ଶାସ୍ତ୍ର ଅନୁଯାଇ ମହିଳାଙ୍କ କାମର ସିଧା ପ୍ରଭାବ ପରିବାର ଏବଂ ସ୍ଵାମୀ ଉପରେ ପଡିଥାଏ । ଯାହା ଘର ମହିଳାଙ୍କ ସ୍ଵଭାବ ଖରାପ ହୋଇଥାଏ ତାଙ୍କ ଘର କାମ ସବୁ ଓଲଟା ହୋଇଥାଏ । ଏମିତି ଘର ଉପରେ ମା ଲକ୍ଷ୍ମୀ ମଧ୍ୟ ରୁଷ୍ଠ ହୋଇଥାନ୍ତି । ସେଥିପାଇଁ କୁହାଯାଏ ଯଦି ମା ଲକ୍ଷ୍ମୀଙ୍କ କୃପା ଦରକାର ଅଛି ତେବେ ମହିଳାଙ୍କୁ ବିଶେଷ ଧ୍ୟାନ ରଖିବା ଉଚିତ କାହିଁକିନା ମହିଳା ଖୁସି ହେଲେ ମା ଲକ୍ଷ୍ମୀ ମଧ୍ୟ ଖୁସି ହୋଇଥାନ୍ତି ।

Image Courtesy: Google

ତେବେ କଣ ଆପଣ ଜାଣିଛନ୍ତି ଯେ ମହିଳାଙ୍କ କେଉଁ କାମର ପ୍ରଭାବ ସ୍ଵାମୀ ଉପରେ ପଡିଥାଏ ? ଶାସ୍ତ୍ର ରେ ଏହା ମଧ୍ୟ କୁହା ଯାଇଛି ଯେ ଘର ମହିଳା ସଂସ୍କାରୀ ହେଲେ, ସେଠାରେ ଖୁସି କେବେ କମ ହୋଇ ନଥାଏ । ତେବେ ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତଙ୍କୁ ନିଜ ଭିତରେ ଗୁଣ ପ୍ରବେଶ କରିବା ଉଚିତ ନା କି ଅବଗୁଣ କିନ୍ତୁ ଆଜିକା ଫ୍ୟାସନ ଯୁଗରେ ସବୁ ଓଲଟା ଚାଲିଛି ।

Image Courtesy: Google

୧. ଯାହା ସ୍ତ୍ରୀ ବହୁତ ସମୟ ପର୍ଯ୍ୟନ୍ତ ସୋଇଥାନ୍ତି, ତାଙ୍କ ଘରେ କେବେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ, ସେହି ଘର ଉପରେ ମା ଲକ୍ଷ୍ମୀ ସବୁବେଳେ ରୁଷ୍ଠ ରୁହନ୍ତି ଏବଂ ଏହାର ପ୍ରଭାବ ସ୍ଵାମୀ ଉପରେ ପଡିଥାଏ ।

୨. ଯେଉଁ ସ୍ତ୍ରୀ ଘର ସଫା ରଖନ୍ତି ନାହିଁ ବା ଘର ଅସନା କରି ରଖନ୍ତି ତାଙ୍କ ଘରେ ଦରିଦ୍ରତା ବାସ କରିଥାଏ, ଏହି ଭଳି ଲୋକଙ୍କ ସ୍ଵାମୀ କେବେ ଉପରୁକୁ ଉଠନ୍ତି ନାହିଁ ।

Image Courtesy: Google

୩. ଯଦି ସ୍ତ୍ରୀ ଭୋକରୁ ଅଧିକ ଖାଆନ୍ତି ଓ ଅଇଁଠା ହାତରେ ସବୁ ଜିନିଷ ଛୁଅନ୍ତି ତେବେ ସେହି ଘରୁ ମା ଲକ୍ଷ୍ମୀ ପଳାନ୍ତି ବାସ କରନ୍ତି ନାହିଁ ।

 

୪. ଯାହା ସ୍ତ୍ରୀ କେବଳ ଖରାପ କଥା କହିଥାନ୍ତି ବା ସବୁବେଳେ ଅନ୍ୟ ଲୋକଙ୍କ ଖରାପ ଭାବନ୍ତି ତାଙ୍କ ଭବିଷ୍ୟ ସବୁବେଳେ ପାଇଁ ବୁଡି ଯାଇଥାଏ ଓ ତାଙ୍କ ସ୍ଵାମୀ ସବୁବେଳେ ରୋଗରେ ପଡି ରୁହନ୍ତି ।

୫. ଯାହା ସ୍ତ୍ରୀ ନିଶା ସେବନ କରନ୍ତି ତାଙ୍କ ଘର ନଷ୍ଟ ହୋଇଯାଏ କାହିଁକିନା ସ୍ତ୍ରୀ ଘର ଲକ୍ଷ୍ମୀ ହୋଇଥାଏ ଏବଂ ଯଦି ଲକ୍ଷ୍ମୀ ଭୁଲ ରାସ୍ତାରେ ଯିବେ ତେବେ ଘର ସର୍ବନାଶ ସୁନିଶ୍ଚିତ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button