ମନୋରଞ୍ଜନ

ବାଛନ୍ତୁ ଯେ କୌଣସି ଗୋଟିଏ Box ଓ ଜାଣନ୍ତୁ ଆପଣଙ୍କ ପାଇଁ କଣ ଖୁସି ଖବର ଅଛି ( Personality Test )

ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ଚିନ୍ତାଧାରା, ସ୍ଵଭାବ ତାର ପସନ୍ଦ ଏବଂ ନାପସନ୍ଦ ରୁ ଜଣାପଡ଼ିଥାଏ । କୌଣସି ବ୍ୟକ୍ତି ସହ ରହିବା ପୂର୍ବରୁ ତା ବିଷୟରେ ଜାଣିବା ନିହାତି ଜରୁରୀ । ଏଠାରେ କିଛି ବକ୍ସ ରହିଛି । ଏହି ବକ୍ସ ମଧ୍ୟରୁ ଆପଣ କୌଣସି ଗୋଟିଏ ବକ୍ସ ବାଛିନିଅନ୍ତୁ । ଏହା ଦ୍ବାରା ଆମେ ଆପଣଙ୍କୁ ଆପଣଙ୍କ ସ୍ଵଭାବ ବିଷୟରେ କିଛି ଖାସ କଥା କହିବୁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମ ବକ୍ସ;- ଯଦି ଆପଣ ପ୍ରଥମ ବକ୍ସ ପସନ୍ଦ କରିଛନ୍ତି ତେବେ ଆପଣ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି । ଆପଣ ନିଜ ପସନ୍ଦରେ ସବୁ କାମ କରିଥାନ୍ତି । ଏବଂ ସବୁ କ୍ଷେତ୍ରରେ ସଫଳ ମଧ୍ୟ ହୁଅନ୍ତି । ଆପଣ ନିଜ ପ୍ରେମ ସମ୍ପର୍କରେ ବହୁତ ପକ୍କା ଅଛନ୍ତି । ଆପଣ କାହାକୁ ଭଲ ପାଉଛନ୍ତି ତାଙ୍କୁ ହିଁ ବିବାହ କରିବେ ବୋଲି ନିଷ୍ପତି ନେଇଛନ୍ତି । ଆପଣ ନିଜର ଆଖ ପାଖରେ ଥିବା ଲୋକମାନଙ୍କ ମନ ଦୁଃଖ ହେଲେ ସହିପାରନ୍ତି ନାହିଁ । ଆପଣ ଅନ୍ୟ ମାନଙ୍କୁ ସାହାଯ୍ୟ କରିଥାନ୍ତି । ଆପଣଙ୍କୁ ପାରିବାରିକ ସୁଖ ଶାନ୍ତି ଲବହ ହେବାକୁ ଯାଉଛି ।

ଦିତୀୟ ବକ୍ସ;- ଯଦି ଆପଣ ଦିତୀୟ ବକ୍ସ ବାଛିଛନ୍ତି ତେବେ ଆପଣ ଟିକେ ଟିକେ କଥାରେ ରାଗି ଯାଇଥାନ୍ତି । ଆପଣ ସବୁବେଳେ ନିଜର ଏହି ରାଗ ବା କ୍ରୋଧ କାରଣରୁ କ୍ଷତିରେ ପଡନ୍ତି । ଆପଣ କୌଣସି ନିଷ୍ପତି ନେବା ପୂର୍ବରୁ ବହୁତ ଚିନ୍ତା କରିଥାନ୍ତି ଯେଉଁ କାରଣରୁ ଆପଣଙ୍କୁ ଭବିଷ୍ୟତରେ ଲାଭ ହୋଇଥାଏ । ଆପଣ କେବେ ମଧ୍ୟ କାହାର ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ଆପଣ ସବୁବେଳେ ନ୍ୟାୟର ସାଥ ଦେଇଥାନ୍ତି । ଆପଣଙ୍କୁ ଖୁବ ଶୀଘ୍ର ଧନ ଲାଭ ହେବାକୁ ଯାଉଛି ।

ତୃତୀୟ ବକ୍ସ;- ଯଦି ଆପଣ ତୃତୀୟ ବକ୍ସ ବାଛିଛନ୍ତି ତେବେ ଆପଣ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି ଆପଣ କେବେ ମଧ୍ୟ କାହାକୁ ବିଶ୍ଵାସ କରନ୍ତି ନାହିଁ । ଆପଣ କୌଣସି ନିଷ୍ପତି ନେବା ପୂର୍ବରୁ ବାରମ୍ବାର ଭାବିଥାନ୍ତି । ଆପଣ ପରର ସାହାଯ୍ୟ କରିଥାନ୍ତି । ଆପଣ କେବେ ମଧ୍ୟ ଅନ୍ୟାୟର ସାଥ ଦିଅନ୍ତି ନାହିଁ । ଆପଣ ସବୁବେଳେ ସତ କହିବାକୁ ପସନ୍ଦ କରନ୍ତି । ଆପଣଙ୍କୁ ଖୁବ ଶୀଘ୍ର ଚାକିରି ସମ୍ବନ୍ଧିତ କୌଣସି ଖୁସି ଖବର ମିଳିବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button