VASTU TIPS – ଅପାମାର୍ଗ ଗଛର ଚେର କୋଟିପତି କାହିଁକି କରିଥାଏ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ
ବନ୍ଧୁଗଣ ଆପଣ ଜାଣିଥିବେ ନିଶ୍ଚିତ ଯେ ପୂର୍ବ କାଳରୁ ଲୋକେ ଅନେକ ଗଛ ପାତ୍ର ସାହାଯ୍ୟରେ ନିଜ ଶରୀରରେ ରୋଗ ଭଲ କରିବା ସହିତ ଅନେକ ତାନ୍ତ୍ରିକ କାର୍ଯ୍ୟରେ ମଧ୍ୟ ଲାଗୁଥିଲା |ଆପଣ ଏହି ପରି ଅନେକ ଉପକାରୀ ଗଛ ବିଷୟରେ ଜାଣିଥିବେ ନିଶ୍ଚିତ ମୁଁ ଆଜି ଆପଣକୁ ଏମିତି ଏକ ଗଛର ନା କହିବି ଯାହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଅନେକ କାର୍ଯ୍ୟ ହାସଲ ହେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା ବହୁତ ଭଲ ପ୍ରଭାବ ପକାଇ ଥାଏ |ମୁଁ ଆଜି ଆପଣଙ୍କୁ ଅପମାର୍ଗ ଗଛ ବିଷୟରେ ଆପଣଙ୍କୁ କହିବି, ଏହି ଗଛ ଆପଣଙ୍କର ଅନେକ ତାନ୍ତ୍ରିକ କାର୍ଯ୍ୟରେ ଲାଗିବା ସହିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ହୋଇଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଗଛର ଉପକାରୀ ଗୁଣ ବିଷୟରେ ସମ୍ପୂର୍ଣ କଥା ଜାଣିବା |
1-ଯଦି ଆପଣଙ୍କ ଠାରେ ଦାନ୍ତ ଜନିତ ଯେକୌଣସି ସମସ୍ୟା ଆପଣ ଅନୁଭବ କରୁଛନ୍ତି ତେବେ ଆପଣ ଏହି ଗଛର ଚେରରେ କିଛି ଦିନ ଲଗାତାର ଭବରେ ଦାନ୍ତ ଘଷିବା ଦ୍ଵାରା ଏହାର ଥିବା ଔଷଧ ଗୁଣ ଆପଣଙ୍କ ମାଢିର ପଇରିଆ ସହିତ ପୋକ ଦାନ୍ତ ଏବଂ ଦାନ୍ତ ଯନ୍ତ୍ରଣା ଜନିତ ସମସ୍ୟା ସମ୍ପୂର୍ଣ ଭଲ କରିଦେବ |ଏହା ସହିତ ଆପଣ ଏହାର ଲଗାତାର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ପରି ଚମକି ମଧ୍ୟ ଉଠିବ |
2-ଅନେକ ବ୍ୟକ୍ତି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟରେ ପୀଡିତ ରହୁଛନ୍ତି ତେଣୁ ଆପଣ ଯଦି ଏହି ଅପମାର୍ଗ ଗଛର ଚେର ଆଣି ତାହାକୁ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରି ସେଥିରେ ସୋରିଷ ତେଲ ଦେଇ ଆପଣଙ୍କ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିବା ସ୍ଥାନରେ ମାଲିସ କରନ୍ତି ତେବେ ସେଥିରୁ ଆପଣକୁ ବହୁତ ଉପଶମ ମିଳିଥାଏ |
3-ଏହି ସବୁ ସହିତ ଯାଦି ଆପଣ ଶତ୍ରୁ ଆପଣଙ୍କ ଅନେକ କ୍ଷତି କରିବାର ଆଶଙ୍କା ରଖିଛନ୍ତି ତେବେ ଆପଣ ଏହି ଅପମାର୍ଗ ଗଛର ବୀଜକୁ ଲାଲା କପଡ଼ାରେ ବାନ୍ଧି ତାହାକୁ ଶନିଦେବଙ୍କ ସାମ୍ନାରେ ରଖି ଚାଳିଶା ପାଠ କରିବା ଦ୍ଵାରା ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୁରେଇ ଯିବା ସହିତ ଆପଣ କୌଣସି କ୍ଷତି ମଧ୍ୟ ହେବ ନାହିଁ |
4- ଆପଣଙ୍କ ବେପାର କ୍ଷେତ୍ରରେ କ୍ଷତି ତେବେ ଏହି ଗଛର ବିଜକୁ ଆପଣ ଶୁକ୍ରବାର ଦିନ ଆଣି ତାହାକୁ ଏକ ଲାଲା କପଡ଼ାରେ ରଖି ସେଥିରେ ସିନ୍ଦୁର ଲଗାଇ ନିଜର ପଇସା ରଖିବା ସ୍ଥାନରେ ରଖି ଦିଅନ୍ତୁ |ଏହିପରି ଆପଣ ଯଦି ଆପଣ କରନ୍ତି ତେବେ ଆପଣଙ୍କର ଧନର ବୃଦ୍ଧି ହେବା ସହିତ ଆର୍ଥିକ ସମସ୍ୟା ଅନୁଭବ କରିବେ ନାହିଁ |
5-ଏହି ଅପମାର୍ଗ ଗଛର ଚେରକୁ ଆଣି ଯଦି ଆପଣ ଭଗବାନ ଶିବଙ୍କ ନାମ ନେଇ ସେଥିରେ ଡେଉଁରିଆ ପ୍ରସ୍ତୁତି କରି ପିନ୍ଧନ୍ତି ତେବେ ଭୂତ ପ୍ରେତର ଭୟ କେବେ ଆପଣ ଜାଣିପାରିବେ ନାହିଁ |ଏହା ସହିତ ଆପଣ ଏହି ଚେରରେ ପ୍ରସ୍ତୁତି ତିଳକ ଧାରଣ କରି ଯେଉଁ କାମରେ ବାହାରି ଗଲେ ଆପଣଙ୍କ ଶୁଭ ନିଶ୍ଚିତ ହୋଇଥାଏ |