ଜୀବନଶୈଳୀ

ପେଟରେ ଥିବା ଶିଶୁ ପୁଅ ନା ଝିଅ ଏହି ଉପାୟରୁ ଜାଣନ୍ତୁ ମହିଳା ମାନେ ଥରେ ନିଶ୍ଚୟ ଦେଖନ୍ତୁ ଦୂର ହେବ ସନ୍ଦେହ

ଆଜି ଆମେ ଆପଣମାନଙ୍କୁ ଇପରି କିଛି ଲକ୍ଷଣ ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣମାନେ ଜାଣି ପାରିବେ ଯେ ପୁଅ ଜନ୍ମ ହେବ ବା ଝିଅ ଯଦି ଆପଣ ଏହା ଜାଣିବାକୁ ଚାହୁଁଛନ୍ତି ସମ୍ପୂର୍ଣ୍ଣ ଶେଷ ଯାଇ ପଢନ୍ତୁ ।
ପ୍ରଥମେ ହେଉଛି ପେଟର ଆକାର – ପେଟରେ କଣ ଅଛି ପୁଅ କୁ ଝିଅ ତାହା ଆପଣ ପେଟର ଆକାର ଦେଖି ଜାଣିପାରିବେ ଯଦି ମହିଳାଙ୍କ ପେଟର ଆକାର ଗୋଲ ଓ ଆଗକୁ ପଟକୁ ଫୁଲିଥାଏ ତାହା ପୁଅ ଜନ୍ମ ହେବାର ସମ୍ଭାବନା ରହି ଥାଏ ଓ ଯଦି ମହିଳାଙ୍କ ପେଟ ଚୋଉଡ଼ା ଓ ଗୋଲ ଅଛି ତାହେଲେ ଏହା ଝିଅ ଜନ୍ମ ହେବାର ଲକ୍ଷଣ ହୋଇଥାଏ ।

କଥା ବାର୍ତାରେ ପରିବର୍ତ୍ତନ – ଏକ ଗବେଷଣାକୁ ଆଧାର କରି ଏହା କୁହ ଯାଇଛି ଯେ ଯେଉଁ ମହିଳା ଗର୍ଭବତି ହେବା ପର ୩ ମାସରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ବା ପରବର୍ତ୍ତୀ ୩ କଥା କଥାରେ ଦୁଃଖ ଓ ଅନୁତାପ ଅନୁଭବ ହୋଇଥାଏ ତେବେ ଜନ୍ମ ହେବାକୁ ଥିବା ପିଲାଟି ପୁଅ ହୋଇଥାଏ ଅନ୍ୟ ପଟରେ ଯଦି ଗର୍ଭ ଧାରଣର ତିନି ମାସ ପରେ ଯଦି ମହିଳା କୁସି ମାନା ଭାବ ସହିତ ରହିଥାନ୍ତି ତେବେ ଝିଅ ହେବାର ସମ୍ଭାବନା ଅଧିକ ରହିଥାଏ ।

ଖାଦ୍ୟରୁ ଘୃଣା ହେବା – ଗର୍ଭ ଧାରଣ ସମୟରେ ଅନେକ ମହିଳା ପରୁଚୁର ପରିମାଣରେ ଖାଦ୍ୟର ସେବନ କରିଥାନ୍ତି ଆଉ କେତେକ ମହିଳାଙ୍କୁ ଖାଦ୍ୟରୁ ଘୃଣା ହୋଇଯାଏ ।ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଯଦି ଗର୍ଭ ଏକରିଥିବା ମହିଳା ଅଧିକ ଖାଦ୍ୟ ସେବନ କରୁଛନ୍ତି ତାହେଲେ ପୁତ୍ର ସନ୍ତାନ ଜନ୍ମ ହେବାର ସମ୍ଭାବନା ଅଧିକ ଥାଏ ଓ ଅନ୍ୟ ପକ୍ଷରେ ଯଦି ମହିଳା ଜଣଙ୍କ ଖାଦ୍ୟକୁ ଘୃଣା କରିଥାନ୍ତି ସମ୍ଭାବନା ଥାଏ ଯେ ତାଙ୍କର ପୁତ୍ରି ସନ୍ତାନ ଜନ୍ମ ହେବ ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button