ଦେଶ ବିଦେଶ

Interesting Gk Questions- ନିଜ ସ୍ଵାମୀର କେଉଁ ଜିନିଷ କୁ ସ୍ତ୍ରୀ କେବେ ବି ଧରେ ନାହିଁ ?

କେତେ ଥର କିଛି ଲୋକଙ୍କ ସହିତ ଏମିତି ହୋଇଥାଏ କି ସେମାନେ ଇଣ୍ଟରଭ୍ୟୁ ନାମ ଶୁଣି ଡରି ଯାଇଥାନ୍ତି କାରଣ ଇଣ୍ଟରଭ୍ୟୁ ଏକ ଏମିତି ପ୍ରକ୍ରିୟା ହୋଇଥାଏ ଯାହା ଦ୍ଵାରା ବ୍ୟକ୍ତିର ମାନସିକ ସ୍ଥିତି ଜଣା ପଡିଥାଏ କିନ୍ତୁ ଏହି ପ୍ରକ୍ରିୟା ବହୁତ କଷ୍ଟ ହୋଇଥିବାରୁ ବ୍ୟକ୍ତି ଏଥିପାଇଁ ଡରି ଯାଇଥାନ୍ତି । ଆପଣ କେଉଁଠିକୁ ପରୀକ୍ଷା ଦେବାକୁ ଯାଇଛନ୍ତି ତା ହେଲେ ପରୀକ୍ଷାରେ ପାସ କରିବା ପାଇଁ ସମସ୍ୟା ଆସି ନଥାଏ କିନ୍ତୁ ଇଣ୍ଟରଭ୍ୟୁରେ ଆପଣଙ୍କୁ ବହୁତ କିଛି ସହିବାକୁ ପଡିଥାଏ କାରଣ ଲେଖିବା ବହୁତ ସହଜ ହୋଇଥାଏ କିନ୍ତୁ ଯେତେବେଳେ କାହା ସାମ୍ନାରେ ବସି କଥା ହେଉଥାନ୍ତି ତା ହେଲେ ଅଧିକ ଲୋକ ଡରି ଯାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ପ୍ରଶ୍ନ ପଚାରିବୁ ଯାହାକୁ ଇଣ୍ଟରଭ୍ୟୁରେ ପଚରାଯାଏ । ଏହି ପ୍ରଶ୍ନ ସେହି ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ଭଳି ହୋଇଥାଏ ଯେଉଁମାନଙ୍କୁ ଲାଗିଥାଏ କି ତାଙ୍କ ମସ୍ତିସ୍କ ବହୁତ ଦୃତ ଗତିରେ ଚାଲିଥାଏ । ତେବେ ଏହି ଝିଅଟିକୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଦେଖନ୍ତୁ, ତା ହେଲେ ଆପଣ ବୁଝିଯିବେ କି ଆପଣ ସତରେ ବୁଦ୍ଧିମାନ ଅଟନ୍ତି ନା ତାହା ଆପଣଙ୍କର ଭ୍ରମ ଅଟେ ।

ପ୍ରଶ୍ନ-୧

ବିଶ୍ଵର ସବୁଠୁ ବଡ ବୃକ୍ଷ କେଉଁଠି ଅଛି ?

ଉତ୍ତର – କାଲିଫର୍ନିଆ

ପ୍ରଶ୍ନ-୨

ସାତ ଟାପୁ ର ନଗର କାହାକୁ କୁହାଯାଏ ?

ଉତ୍ତର – ମୁମ୍ବାଇ

ପ୍ରଶ୍ନ-୩

ଜାଲିୱାନାବାଗ ହତ୍ୟାକାଣ୍ଡ କେଉଁଠି ହୋଇଥିଲା ?

ଉତ୍ତର – ଅମୃତସର

ପ୍ରଶ୍ନ-୪

କେଉଁ ଜିନିଷ ଥଣ୍ଡାରେ ବି ମିଳେଇ ଯାଏ ?

ମହମବତୀ

ପ୍ରଶ୍ନ-୫

ସୂର୍ଯ୍ୟ ମଣ୍ଡଳ ର ଖୋଜ କିଏ କରିଥିଲେ ?

ଉତ୍ତର – କପରନିକସ

ପ୍ରଶ୍ନ-୬

କଳା ମୃତ୍ୟୁ କାହାକୁ କୁହାଯାଏ ?

ଉତ୍ତର – ପ୍ଲେଗ ରୋଗକୁ

ପ୍ରଶ୍ନ-୭

ଗୁଗୁଲ ର ମୁଖ୍ୟାଳୟ କେଉଁଠି ଅବସ୍ଥିତ ?

ଉତ୍ତର – ଆମେରିକା

ପ୍ରଶ୍ନ-୮

ସବୁଠୁ କମ ଭୂମିକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର – ଭାରତ

ପ୍ରଶ୍ନ-୯

ବିଶ୍ଵ ଯୁବ ଦିବସ କେବେ ପାଳନ କରାଯାଏ ?

ଉତ୍ତର – ୧୨ ଅଗଷ୍ଟ

ପ୍ରଶ୍ନ-୧ ୦

କେଉ ସାଗରରେ ଗୋଟିଏ ବି ମାଛ ନାହାଁନ୍ତି ?

ଉତ୍ତର – ମୃତ ସାଗର

ପ୍ରଶ୍ନ-୧୧

ଭାରତର ପଶ୍ଚିମ ବିନ୍ଦୁ କେଉଁଠାରେ ଅଛି ?

ଉତ୍ତର – ଗୁଜୁରାଟ ରେ

ପ୍ରଶ୍ନ-୧୨

ନିଆଁ ବର୍ଷା କରୁଥିବା ଗଛ କେଉଁଠି ମିଳିଥାଏ ?

ଉତ୍ତର – ମାଲେସୀୟା

ପ୍ରଶ୍ନ-୧୩

ଭାରତରେ ସାଗୁଆନ ର ବନ ସବୁଠୁ ଅଧିକ କେଉଁଠି ମିଳିଥାଏ ?

ଉତ୍ତର – ମଧ୍ୟ ପ୍ରଦେଶ

ପ୍ରଶ୍ନ-୧୪

ମେଲାଙ୍ଗ ଘାଟି ଭାରତର କେଉଁ ରାଜ୍ୟରେ ଅଛି ?

ଉତ୍ତର – ଉତ୍ତରାଖଣ୍ଡ

ପ୍ରଶ୍ନ-୧୫

ସବୁଠୁ ଉଚ୍ଚ ପର୍ବତ ଶିଖର କଣ ଅଟେ ?

ଉତ୍ତର – ମାଉଣ୍ଟ ଏଭରେସ୍ଟ

ପ୍ରଶ୍ନ-୧୬

ନିଜ ସ୍ବାମୀର କେଉଁ ଜିନିଷକୁ ସ୍ତ୍ରୀ କେବେ ବି ଧରେ ନାହିଁ ?

ଉତ୍ତର – ସ୍ଵାମୀ ନାମ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button