ଓଡିଶା

ରେଙ୍ଗାଳି ଡ୍ୟାମର ସମ୍ପୂର୍ଣ୍ଣ ଇତିହାସ ଆଜି ପର୍ଯ୍ୟନ୍ତ ଲୁଚି ରହିଛି କିଛି ଅଜଣା କଥା ଯାହା ଆପଣ କେବେ ଶୁଣିନଥିବେ

ନମସ୍କାର ବନ୍ଧୁଗଣ ଓଡ଼ିଶାର ଅନୁଗୁଳ ଜିଲ୍ଲାରୁ ପ୍ରାୟ 70 କଲିମିଟର ଦୂରରେ ରେଙ୍ଗାଳି ବୋଲି ଏକ ଗାଁ ପାଖକୁ ରେଙ୍ଗାଳି ଡ୍ୟାମ ତିଆରି କରାଯାଇଛି ହୀରାକୁଦ ଡ୍ୟାମ ପରେ ରେଙ୍ଗାଳି ଡ୍ୟାମ ବୃହତ୍ତମ ଡ୍ୟାମ ମାନେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଡ୍ୟାମରେ ରେଙ୍ଗାଳି ଡ୍ୟାମ ପରିଚିତ ବ୍ରାହ୍ମଣୀ ନଦୀକୁ ବାନ୍ଧି ରେଙ୍ଗାଳି ଡ୍ୟାମ ପ୍ରସ୍ତୁତ କରାଯାଇଛି | 1985 ମସିହାରେ ଏହି ବନ୍ଧ ନିର୍ମାଣ କରା ଯାଇଥିଲା ବର୍ଷ 1975 ରୁ 1985 ଭିତରେ ହିଁ ଡ୍ୟାମକୁ କମ୍ପ୍ଲିଟି କରା ଯାଇଥିଲା

ଯେତେବେଳେ ରେଙ୍ଗାଲୀ ଡ୍ୟାମ ନିର୍ମାଣ କରା ଯାଇଥିଲା ସେଠାରେ ରହୁଥିବା ଆଖ ପାଖର ଲୋକ ଡ୍ୟାମ ତିଆରି ନହେଉ ବୋଲି ଦାବି ରଖିଥିଲେ | ଏହି ଡ୍ୟାମ ତିଆରି ହେବା ପାଇଁ ସମୁଦାୟ 10,700 ପରିବାର ବିସ୍ତାପିତ ହୋଇଛନ୍ତି |ଏହି ଡ୍ୟାମର ଉଚ୍ଚତା 70.5 ମିଟର ଫୁଟ ହିସାବରେ କହିବାକୁ ଗଲେ 231 ଫୁଟ ଡ୍ୟାମର ଲ୍ୟାବ 1,040 ମିଟର ମାନେ ଫୁଟ ହିସାବରେ 3412 ଫୁଟ |

ଏଠାରେ ପାଞ୍ଚୋଟି 50 ମେଗା ୱାଟର ଟର୍ବାଇନ ଲଗା ହୋଇଛି ସବୁ ଟର୍ବାଇନକୁ ଲଗାଇବା ପାଇଁ 250 ମେଗା ୱାଟର ପାଇଁ ଟର୍ବାଇନ ଲଗା ହୋଇଛି | ଡ୍ୟାମର ପାଣିକୁ ନିୟନ୍ତ୍ରିତ କରିବା ପାଇଁ ଦୁଇଟି କେନାଲ ବନା ଯାଇଛି ଏହି ଅଞ୍ଚଳରେ ବାର୍ଷିକ ହାରାହାରି 1570 ମିଲିମିଟରର ବୃଷ୍ଟିପାତ ରେକର୍ଡ କରାଯାଇଛି |

2008 ର ରିପୋର୍ଟ ଅନୁଯାଇ ଏଥିରେ ପ୍ରାୟ 1695 କୋଟି ଟଙ୍କା ଖର୍ଚ୍ଚ ହୋଇଛି | ମୂଳ ଖର୍ଚ୍ଚ ଠାରୁ ଛଅ ଗୁଣା ଅଧିକ ଖର୍ଚ୍ଚ ହୋଇଛି ଏତେ ଟଙ୍କା ଖର୍ଚ୍ଚ ହେଲା ପରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ ଯେଉଁ ଜଳ ସେଚନ ଉପରେ କାମ ହେବା କଥା ଏଯାଏଁ ଲୋକଙ୍କୁ ଦିଆଯାଇ ନାହିଁ |

Related Articles

Leave a Reply

Your email address will not be published. Required fields are marked *

Back to top button