ମନୋରଞ୍ଜନ

ଝିଅ ହେବା ବୟସରେ ଟିଭିର ଏହି 5 ଜଣ ଅଭିନେତ୍ରୀଙ୍କୁ ହେବାକୁ ପଡିଲା ବୋହୁ, 1 ନମ୍ବର ଅଭିନେତ୍ରୀ ତ ସମସ୍ତଙ୍କ ଫେବରେଟ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ଯେଉଁମାନେ କମ ବୟସରେ ହିଁ ପରଦା ରେ ବୋହୁ ଭୂମିକା ରେ ଅଭିନୟ କରିଥିଲେ। ଜଣେ ଅଭିନେତ୍ରୀ ସର୍ବଦା ନିଜର ପ୍ରଫେସନ ଲାଇଫ ରୁ ନିଜ ବ୍ୟକ୍ତିଗତ ଜୀବନ କୁ ଦୂରରେ ରଖିବା ଉଚିତ ଏବଂ ନିଜର ଅଭିନୟ କ୍ଷେତ୍ରରେ ଏଭଳି ପାରିଦର୍ଶିତା ପ୍ରଦର୍ଶନ କରିବା ଉଚିତ ଯାହା ଦେଖିବା ଦ୍ଵାରା ଦର୍ଶକ ମାନେ ପ୍ରଥମ ନଜର ରେ ହିଁ ପସନ୍ଦ କରିବେ।

ସେହିଭଳି ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ମୋହିତ କରିଛନ୍ତି ଏବଂ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଅଭିନେତ୍ରୀ ମାନେ ବହୁତ କମ ବୟସ ରେ ହିଁ ବୋହୁ ଭୂମିକା ରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ କହିବା।

୧. ହିନା ଖାଁ- ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି ‘ହିନା ଖାଁ’।ଏହି ଅଭିନେତ୍ରୀ ଜଣକ ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ‘ଅକ୍ସରା’ ନାମକ ଚରିତ୍ର ରେ ବୋହୁ ଭୂମିକା ରେ ଅଭିନୟ କରିଥିଲେ ଏବଂ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଏହି ସିରିଆଲ ରେ ଅଭିନୟ କରିବା ସମୟରେ ହିନା ଖାଁ ଙ୍କ ବୟସ ମାତ୍ର ୧୮ ବର୍ଷ ଥିଲା।

୨. ଅବିକା ଗୌର- ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି ‘ଅବିକା ଗୌର’। ଏହି ଅଭିନେତ୍ରୀ ଟିଭି ସିରିଆଲ ‘ବାଲିକା ବଧୁ’ ରେ ‘ଆନନ୍ଦି’ ନାମକ ଚରିତ୍ର ରେ ଅଭିନୟ କରିଥିଲେ। ଏହି ସିରିଆଲ ରେ ସେ ବାଲ୍ୟ ବଧୁ ଭୂମିକା ରେ ଅଭିନୟ କରିଥିଲେ ଏବଂ ସେହି ସମୟରେ ତାଙ୍କ ବୟସ ମାତ୍ର ୯ ବର୍ଷ ହୋଇଥିଲା। ଏହାପରେ ଅବିକା ୧୫ ବର୍ଷ ବୟସ ରେ ଟିଭି ସିରିଆଲ ‘ସସୁରାଲ ସିମର କା’ ରେ ରୋଲି ନାମକ ଚରିତ୍ର ରେ ମଧ୍ୟ ଏକ ବୋହୁ ଭୂମିକା ରେ ଅଭିନୟ କରିଥିଲେ।

୩. କାଞ୍ଚି ସିଂ- ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘କାଞ୍ଚି ସିଂ’। ଏହି ଅଭିନେତ୍ରୀ ନିଜ ଅଭିନୟ ଜରିଆ ରେ ଦର୍ଶକ ମାନଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ଅଭିନୟ କ୍ୟାରିଅର ରେ ସେ ‘ଅବନିତ’ ନାମକ ଚରିତ୍ର ରେ ଜଣେ ବୋହୁ ର ଭୂମିକା ରେ ଅଭିନୟ କରିଥିଲେ ଏବଂ ସେତେବେଳେ ତାଙ୍କୁ ମାତ୍ର ୧୬ ବର୍ଷ ବୟସ ହୋଇଥିଲା।

୪. କ୍ରୀଷ୍ଟଲ ଡିସୁଜା- ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି ‘କ୍ରୀଷ୍ଟଲ ଡିସୁଜା’। ଏହି ଅଭିନେତ୍ରୀ ଜଣକ ଟିଭି ସିରିଆଲ ‘ଏକ ହଜାରୋ ମେ ମେରୀ ବେହନା ହେ’ ରେ ‘ଜୀବିକା’ ନାମକ ଚରିତ୍ର ରେ ବୋହୁ ଭୂମିକା ରେ ଅଭିନୟ କରିଥିଲେ ଏବଂ ସେତେବେଳେ ତାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା।

୫. ମହିମା ମକୱାନା- ଟିଭି ଧାରାବାହିକ “ସପ୍ନେ ସୁହାନେ ଲଡକପନ କେ” ରେ, ସାଧା ସିଧା ଦେଖା ଯାଉଥିବା ଅଭିନେତ୍ରୀ ମହିମାଙ୍କୁ ଯେତେବେଳେ ଏହି ରୋଲ ମିଳିଥିଲା ସେତେବେଳେ ତାଙ୍କୁ ମାତ୍ର 12 ବର୍ଷ ହୋଇଥିଲା । ଏହି ସିରିଏଲରେ ସେ ଜଣେ 18 ବର୍ଷର ଝିଅ ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ବୟସରେ ବିବାହ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button