20+ GK QUIZ- ଚାଉଳ ଉପରେ କଣ ରଖିଲେ ସବୁ ପୋକ ମୂଳରୁ ଶେଷ ହୋଇଥାଏ ?

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ । ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ ।
ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । 1- ଏମିତି କେଉଁ ଜୀବ ଅଛି ଯିଏ କି ସୂର୍ଯ୍ୟ ଦେଖିପାରେ ନାହିଁ ?
ଉତ୍ତର- ଘୁଷୁରି ।
2- ଆକାଶରୁ ପଡୁଥିବା ବିଜୁଳି କେତେ ୱାଟ ର ହୋଇଥାଏ ?
ଉତ୍ତର- 10 କୋଟି ୱାଟ ।
3- ଟ୍ରେନରେ ଗୋଟିଏ ବଗି ରେ କେତୋଟି ସିତା ଠାର ?
ଉତ୍ତର- 72 ଟି ।
4- କେଉଁ ଦେଶରେ ଅଳିଆ ଆବର୍ଜନା ରୁ ବିଜୁଳି ସୃଷ୍ଟି କରା ଯାଇଥାଏ ?
ଉତ୍ତର- ସିଙ୍ଗାପୁର ।
5- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷରେ ଥରେ କରାଯାଏ ?
ଉତ୍ତର- 4 ବର୍ଷ ।
6- କେଉଁ ଜୀବ ର ମୁଣ୍ଡ ତାର ଶରୀର ଠାରୁ ବଡ ହୋଇଥାଏ ?
ଉତ୍ତର- ପିମ୍ପୁଡି ।
7- କେଉଁ ଫଳ ଖାଇଲେ ଶରୀରର କ୍ଷତ ଜଲ୍ଦି ଠିକ ହୁଏ ?
ଉତ୍ତର- ବାଦାମ ।
8- ଅତ୍ୟଧିକ ଆଚାର ଖାଇବା ଦ୍ଵାରା କେଉଁ ରୋଗ ହୁଏ ?
ଉତ୍ତର- ଏସିଡିଟି ।
9- କେଉଁ ଜୀବ ଜନ୍ମ ହେବା ପରେ ଦୁଇ ମାସ ପର୍ଯ୍ୟନ୍ତ ସୋଇଥାଏ ?
ଉତ୍ତର- ଭାଲୁ ।
10- ଗୋଟିଏ ସିଂହ ର ଗର୍ଜନ କେତେ ଦୂର ଶୁଭା ଯାଇଥାଏ ?
ଉତ୍ତର- 8 କିମି ।
11- କେଉଁ ଫୁଲ ସକାଳ ରୁ ସଞ୍ଜ ଯାଏଁ ସୂର୍ଯ୍ୟ ଆଡକୁ ଚାହିଁ ରହିଥାଏ ?
ଉତ୍ତର- ସୂର୍ଯ୍ୟମୁଖ୍ୟ ଫୁଲ ।
12- ଭାରତରେ କେତୋଟି ରାଜ୍ୟ ସମୁଦ୍ର ତଟ କୁ ଲାଗିକି ରହିଛି ?
ଉତ୍ତର- 9ଟି ।
13- ପନିପରିବା ଧୋଇବା ଦ୍ଵାରା କେଉଁ ଭିଟାମିନ ଚାଲିଯାଏ ?
ଉତ୍ତର- ଭିଟାମିନ-ସି ।
14- କେଉଁ ଜୀବ ଛୋଟ ଛୁଆଙ୍କ ପରି କାନ୍ଦିଥାଏ ?
ଉତ୍ତର- ଭାଲୁ ।
15- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ ?
ଉତ୍ତର- ମେଘାଳୟ ।
16- ପୃଥିବୀରେ କେଉଁ ପରିବା ପ୍ରଥମେ ଚାଷ କରା ଯାଇଥିଲା ?
ଉତ୍ତର- ଆଳୁ ।
17- କେଉଁ ଫସଲରେ ସବୁଠାରୁ କାମ ପାଣି ବ୍ୟବହାର ହୋଇଥାଏ ?
ଉତ୍ତର- ବାଜରା ।
18- ମନୁଷ୍ୟ ସର୍ବ ପ୍ରଥମେ କେଉଁ ଧାତୁ ର ବ୍ୟବହାର କରିଥିଲା ?
ଉତ୍ତର- ତମ୍ବା ।
19- ବିଶ୍ଵର କେଉଁ ଦେଶରେ ସର୍ବ ପ୍ରଥମେ କାଗଜର ଆବିଷ୍କାର ହୋଇଥିଲା ?
ଉତ୍ତର- ଚୀନ ।
20- ଚାଉଳ ଉପରେ କଣ ରଖିଲେ ସବୁ ପୋକ ମୂଳରୁ ଶେଷ ହୋଇଥାଏ ?
ଉତ୍ତର- କର୍ପୁର ।