ଜୀବନଶୈଳୀ

ପିମ୍ପଲ ଓ ଡାର୍କ ସର୍କଲ ହଟେଇବାକୁ ଚାହନ୍ତି ତେବେ ଜାଣି ରଖନ୍ତୁ ଏହି ଘରୋଇ ଉପାୟ

ଆଜିକାଲି କା ଦୁନିଆରେ ସମସ୍ତେ ନିଜ ନିଜ ଜୀବନରେ ବହୁତ ବ୍ୟସ୍ତ ଅଛନ୍ତି ଓ ସମସ୍ତଙ୍କୁ ନିଜ ଚେହେରା ପାଇଁ ମଧ୍ୟ ସମୟ ନାହିଁ କିନ୍ତୁ ଝିଅ ପିଲାଙ୍କ ପାଇଁ ତାଙ୍କ ଚେହେରା ବହୁତ ମହତ୍ବପୂର୍ଣ ଅଟେ, ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ବହୁତ ସହଜରେ ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ପ୍ରାପ୍ତ ହୋଇଯିବ ଏବଂ ଏହା ଛଡା ଆପଣଙ୍କୁ ଏହାର ସାଇଡ ଇଫେକ୍ଟ ମଧ୍ୟ ହବ ନାହିଁ କାହିଁକିନା ଏହା ପୂର୍ଣ ରୂପରେ ପ୍ରାକୃତିକ ଅଟେ, ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

Image Courtesy: Google

ଗୋଟେ ଆଳୁ ନିଅନ୍ତୁ ଏହା ପରେ ଏହାକୁ ଛେଲି ସଫା କରି ନିଅନ୍ତୁ ଏହା ପରେ ଆଳୁକୁ ଗ୍ରେଟ କରି ନିଅନ୍ତୁ ଏହା ପରେ କୌଣସି ଛଣା ସାହାଜ୍ଯରେ ଆପଣ ଏହାକୁ ଛାଣି ଏହାର ଜୁଷ ବାହାର କରି ନିଅନ୍ତୁ, ତେବେ ବଞ୍ଚିଥିବା ଖଦଡକୁ ମଧ୍ୟ ଆପଣ ମହୁ ମିଶେ ଆପଣଙ୍କ ଚେହେରା ସ୍କ୍ରବ କରି ନିଅନ୍ତୁ, ଏହା ଦ୍ଵାରା ଆପଣଙ୍କ ଫେସ ପୁରା ସଫା ଏବଂ ସୁନ୍ଦର ହୋଇଥାଏ । ତେବେ ଆଳୁ କଞ୍ଚା ଜୁଷ ଦ୍ଵାରା ଆମକୁ ଗୋଟେ ଫେସ ପ୍ୟାକ ତିଆରି କରିବାର ଅଛି, ଆପଣ ମାନେ ବେସନ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ ବେସନ ଆମ ଚେହେରାକୁ ସଫା ଏବଂ ଗୋରା କରିବାରେ ସାହାଜ୍ଯ କରିଥାଏ, ବେସନ ବହୁତ ଭଲ ରେମିଡି ଅଟେ ଏହା ଦ୍ଵାରା ଆପଣଙ୍କ ଚେହେରା ସବୁ ଡାର୍କ ସର୍କଲ ମଧ୍ୟ ଦୂର ହୋଇଥାଏ, ତେବେ ବେଅଶ୍ନ ସମସ୍ତଙ୍କ ଘରେ ବହୁତ ସହଜରେ ପ୍ରାପ୍ତ ହୋଇଥାଏ ।

Image Courtesy: Google

ତେବେ ଗୋଟେ ଚାମଚ ବେସନ ନିଅନ୍ତୁ ଓ ଏହା ପରେ ଏଥିରେ ଅଳପ ହଳଦୀ ମିଶାନ୍ତୁ, ଆପଣ ମାନେ ହଳଦୀ ବିଷୟରେ ବେସ୍ ଭଲ ଭାବରେ ଜାଣିଛନ୍ତି ଯେ ହଳଦୀ ଆମ ବାହାର ଏବଂ ଭିତର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ । କେବେ ବି ବାହାର ହଳଦୀ ମୁହଁରେ ଲଗେଇବା ପାଇଁ ବ୍ୟବହାର କରନ୍ତୁ ନାହିଁ, ସବୁବେଳେ ଘରେ ବନା ହୋଇଥିବା ହଳଦୀ ବ୍ୟବହାର କରନ୍ତୁ । ଗୋଟେ ଚାମଚ ଆଳୁ ରସ ପକାନ୍ତୁ, ଏହା ପରେ ଅଳପ ମହୁ ପକାନ୍ତୁ, ଓ ମିଶାନ୍ତୁ ଏହା ପରେ ଗୋଲାପ ଜଳ ପକେଇ ଏହି ଫେସ ପ୍ୟାକ ବନାନ୍ତୁ ଓ ବ୍ୟବହାର କରନ୍ତୁ ।

Image Courtesy: Google

ତେବେ ଏହାକୁ ପୁରା ଫେସରେ ଭଲ ଭାବରେ ଲଗାଇ ୧୦ ରୁ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ ତେବେ ଏହା ମନେ ରଖନ୍ତୁ ଯେ ଆପଣ ଏହି ଫେସ ପ୍ୟାକ ଲଗେଇବା ଆଗରୁ ଭଲ ଭାବରେ ମୁହଁ ଧୋଇ ଦିଅନ୍ତୁ ଯାହା ଦ୍ଵାରା ଫେସ ଫ୍ରେସ ଲାଗିବ, ତେବେ ଏହି ପ୍ୟାକ ଲଗେଇବା ପରେ ସୁଖିବା ପାଇଁ ଛାଡି ଦିଅନ୍ତୁ । ତେବେ ଏହାକୁ ଥଣ୍ଡା ପାଇଁରେ ଧୋଇ ଦିଅନ୍ତୁ ଏହାକୁ ଧୋଇଲା ପରେ ଆପଣଙ୍କୁ ନିଜ ଫେସ ବହୁତ କ୍ଳିନ ଓ ସଫା ଲାଗିବ ଯାହା ଆପଣଙ୍କୁ ବହୁତ ଭଲ ଅନୁଭବ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button