ଜୀବନଶୈଳୀ

ଯେତେ ପାରୁଛ କର କିଛି କହିବିନି – ଝିଅ ଦେଲା ପୁରା ଖୋଲା ଖୋଲା ଅଫର

ନମସ୍କାର  ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର, ସବୁ ଅଞ୍ଚଳର ଖବର ପାଇପାରିବେ ।
ଏବେ ଦୁନିଆରେ ଏମିତି କିଛି ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ। କଳଙ୍କିତ ଅଟେ । ଆଉ ଏଭଳି କିଛି ଘଟଣା ଘଟିଥାଏ ଯାହା ଏହି ସମାଜକୁ କଳୁଷିତ କରିଥାଏ । ଏହି ସମାଜରେ ଏଭଳି ଅନେକ ଖବର ଏବେ ଦେଖିବାକୁ ମିଳୁଛି ।
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଘଟଣା ଦେଖିଥିବେ । ଆଜିକା ଦୁନିଆରେ ପରକୀୟା ପ୍ରୀତି ଏକ ସାଧାରଣ କଥା ହୋଇଗଲାଣି । ଲୋକମାନେ ଏହି ପରକୀୟା ପ୍ରୀତି ପାଇଁ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ କଳଙ୍କିତ ଅଟେ
ପରକୀୟା ପ୍ରୀତି ପାଇଁ ସ୍ବାମୀ ସ୍ତ୍ରୀକୁ ଏବଂ ପିଲାଛୁଆଙ୍କୁ ଛାଡି ପର ଝିଅ ପାଖରେ ରହୁଛି । ସେହିଭଳି ସ୍ତ୍ରୀ ମଧ୍ୟ ନିଜ ସ୍ବାମୀ ଆଉ ଛୁଆଙ୍କୁ ଛାଡି ପରପୁରୁଷ ପାଖକୁ ଚାଲି ଯାଉଛି । ଆଜିକା ଯୁଗରେ ଏହା ସାଧାରଣ କଥା ହୋଇଗଲାଣି ।
ଏବେ ଏକ ଖବର ଆସିଛି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ବିବାହିତ ଯୁବକ ତାଙ୍କ ସ୍ତ୍ରୀ ଘରେ ନଥିବା ସମୟରେ ତାଙ୍କ ପ୍ରେମିକା କି ଅନ୍ୟ ଝିଅଙ୍କୁ ତାଙ୍କ ଘରକୁ ଡାକିଥିଲେ ।
ଆଉ ତାଙ୍କ ସହ ଖରାପ ସମ୍ପର୍କ ରଖିବାକୁ ଭାବିଥିଲେ । ଏହାପରେ ସେହି ଝିଅଟି ମଧ୍ୟ ତାଙ୍କ ଘରକୁ ଆସିଲା । ଆଉ ସେମାନେ ଏକାଠି ଥିଲେ । ସେହି ସମୟରେ ଏଭଳି କିଛି ଘଟଣା ଘଟିଲା ଯାହା ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ସମୟରେ ସେହି ଯୁବକ ଜଣଙ୍କର ସ୍ତ୍ରୀ ଘରକୁ ଫେରି ଆସିଲେ । ଆଉ ସେ କବାଟ ନକ୍ କରିଲେ । ତାଙ୍କ ସ୍ଵାମୀ ହଠାତ୍ ଚମକି ପଡିଲେ ଆଉ ଦେଖିଲା ବେଳକୁ ତାଙ୍କ ସ୍ତ୍ରୀ କବାଟ ବାଡଉଛନ୍ତି । ଏହାପରେ ସେହି ଯୁବକ ଜଣକ ଡାକିଥିବା ଝିଅଟିକୁ ଲୁଚାଇବାକୁ ଚାହୁଁଛନ୍ତି । ଆଉ ତାଙ୍କ ସ୍ତ୍ରୀ ଘର ଭିତରକୁ ଆସୁଛନ୍ତି ।
ସେହି ଯୁବକ ଜଣକ ଅନେକ ଆଳରେ ଆଉ ଚତୁରତାର ସହିତ ସ୍ତ୍ରୀକୁ ପାଖରେ ରଖି ସେହି ଝିଅଟିକୁ ଘରୁ ବାହାରକୁ ବାହାରିବା ପାଇଁ ସାହାଯ୍ୟ କରୁଛନ୍ତି । ଶେଷରେ ସେହି ଝିଅଟି ଘର ବାହାରକୁ ଚାଲିଗଲା । ଏହିପରି କାମ କରିବା ଅନୁଚିତ୍ । ଦୟାକରି ଏଭଳି କାମ କରନ୍ତୁ ନାହିଁ ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button