ଜୀବନଶୈଳୀ

ହୃଦୟ ରୋଗ ଭଲ କରିବାର ଘରୋଇ ଉପଚାର

ଆଜିକା ସମୟରେ ଲୋକଙ୍କ ନିଜ ସ୍ୱାସ୍ଥ୍ୟ ଉପରେ ଜମା ବି ଧ୍ୟାନ ରହୁ ନାହିଁ । ଲୋକେ କେବଳ ସୁଆଦ ଦେଖୁଛନ୍ତି ଯାହା ଫଳ ସ୍ୱରୂପ ସ୍ୱାସ୍ଥ୍ୟ ଖରାପ ହେଉଛି । ଆଜିକା ସମୟରେ ସମସ୍ତଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦବା ବହୁତ ଆବଶ୍ୟକ ଅଟେ ।

କାହିଁକିନା କେହି ମହାନ ବ୍ୟକ୍ତି କହିଥିଲେ ଜୀବନରେ ସବୁଠାରୁ ମୂଲ୍ୟବାନ ଜିନିଷ ହେଲା ସ୍ୱାସ୍ଥ୍ୟ ଯଦି ସ୍ୱାସ୍ଥ୍ୟ ଭଲ ଅଛି ତେବେ ଆପନାଙ୍କୁ ସବୁ କିଛି ଭଲ ଲାଗିବ ବା ଆପଣ କୌଣସି ସମସ୍ଯାରୁ ବାହାରି ପାରିବେ କିନ୍ତୁ ଯଦି ସ୍ୱାସ୍ଥ୍ୟ ଭଲ ନାହିଁ ଓ ଦୁନିଆ ସବୁ ସୁଖ ଆପଣଙ୍କ ପାଖରେ ଅଛି ତେବେ ଏହାର କିଛି ଲାଭ ନାହିଁ ।

Image Courtesy: Google

ହୃଦୟ ରୋଗ ଆଜିକା ସମୟରେ ଲୋକଙ୍କର ବହୁତ ଅଧିକ ରହୁଛି ତେବେ ଏହାର ଏକ ମାତ୍ର କାରଣ ରକ୍ତ ମୋଟା ହବା ହୋଇଥାଏ ବା ରକ୍ତରେ ସେରମ ମାତ୍ରା ବଢିଥାଏ ଯାହା ଫଳ ସ୍ୱରୂପ ରକ୍ତ ସିରରେ ଯିବା ପାଇଁ ଅସୁବିଧା ହୋଇଥାଏ ଓ ବ୍ଲୋକେଜ ଭଳି ସମସ୍ଯା ହୋଇଥାଏ ଯାହା ପାଇଁ ହାର୍ଟଅଟାକ ଭଳି ସମସ୍ଯା ହୋଇଥାଏ । ତେବେ ଏହାଲକୁ ସନ୍ତୁଳିତ ରଖିବା ପାଇଁ ରକ୍ତକୁ ପତଳା କରିବା ପାଇଁ ଲୋକଙ୍କୁ ଡକ୍ଟର ଅସ୍ପୃନ ଭଳି ବଟିକା ଖାଇବାକୁ କୁହନ୍ତି ଯାହା ଦ୍ଵାରା ମଣିଷ ରକ୍ତ ପତଳା ହୋଇଥାଏ ଓ ରକ୍ତ ସଂଚାରରେ କୌଣସି ପ୍ରକାର ଅସୁବିଧା ହୋଇନଥାଏ ।

Image Courtesy: Google

ତେବେ ଅସ୍ପୃନ ଖାଇବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟରେ ବହୁତ କିଛି ପରିବର୍ତନ ଆସିଥାଏ ଏହା ସହ ଅସ୍ପୃନ ର ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ ତେବେ ଏହି ବଟିକା ଖାଇବା ଅପେକ୍ଷା ଆପଣ ଘରୋଇ ଜିନିଷ ବ୍ୟବହାର କରିପାରିବେ ଯାହା ଆପଣଙ୍କ ଅସ୍ପୃନ ଭଳି କାମ କରିଥାଏ ଓ ଏହାର କିଛି ସାଇଡ ଇଫେକ୍ଟ ମଧ୍ୟ ହୋଇ ନଥାଏ । ଆପଣଙ୍କୁ କେବଳ ଛୋଟ ଅଦା, ଗୋଟେ ପାଖୁଡା ରସୁଣ ଓ ଟିକେ ହଳଦୀ ନବାର ଅଛି ଏହାକୁ ଆପନାଙ୍କୁ ରାତିରେ ଶୋଇବା ଆଗରୁ ସେବନ କରିବା ଉଚିତ ଅଟେ ।

Image Courtesy: Google

ଆପଣଙ୍କୁ ଏହି ସବୁ ଜିନିଷ ସୋପିବା ଆଗରୁ ଖାଇକି ଶୋଇବାକୁ ହବ ଏହା ଆପଣଙ୍କ ଶରୀରେ ଅସ୍ପୃନ ଭଳି କାମ କରିବ ତା ଠାରୁ ଆହୁରି ଭଲ କାମ କରିବ କାହିଁକିନା ଅସ୍ପୃନ ଆମ ରକ୍ତ ସଂଚାରରେ ବହୁତ ବଡ ସାହାଜ୍ଯ କରିଥାଏ କିନ୍ତୁ କଣ ଆପଣ ଜାଣିଛନ୍ତି ଏହାର କେତେ ସାଇଡ ଇଫେକ୍ଟ ଥାଏ ଯାହା ଘରୋଇ ଉପଚାର ରେ ନଥାଏ ଆପଣଙ୍କ ଶରୀରକୁ ଘରୋଇ ଉପଚାର ଭଲ ମଧ୍ୟ ଲ୍କାରିଥାଏ ଓ ଏହାର ଲାଭ ଆପଣଙ୍କୁ ଅନ୍ୟ ରୋଗରୁ ବଞ୍ଚାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button