ଦେଶ ବିଦେଶ

ରାତିରେ ଶୋଇବା ପୂର୍ବରୁ କେବଳ ଗୋଟିଏ ମନ୍ତ୍ର କହି ଦିଅନ୍ତୁ ତିନି ଥର । ୨୪ ଘଣ୍ଟା ମଧ୍ୟରେ ପୂରଣ ହେବ ସବୁ ମନସ୍କାମନା । ସ୍ବୟଂ ଭଗବାନ କହିଛନ୍ତି ଏହାର ମହତ୍ତ୍ୱ ।

ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଜନ୍ମ ଏଭଳି ଏକ ଜନ୍ମ ଅଟେ ଯାହାକି ଅସନ୍ତୁଷ୍ଟ ପ୍ରାଣୀ ହୋଇଥାଏ । କାରଣ ମନୁଷ୍ୟକୁ ଯେତେ ଅଧିକ ମିଳିଲେବି ସେ ସନ୍ତୁଷ୍ଟ ହୁଏନାହିଁ ଏବଂ ଅଧିକ ପାଇବାକୁ ଇଚ୍ଛା କରିଥାଏ । କିନ୍ତୁ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ଧନୀ ହେବାକୁ ଖୁବ ପରିଶ୍ରମ କରିଥାନ୍ତି କିନ୍ତୁ କିଛି ଲାଭ ହୋଇ ନଥାଏ । ଧନ ଅର୍ଜିତ ହୋଇଥାଏ ସତ କିନ୍ତୁ ତାହା ସଞ୍ଚିତ ହୋଇ ରହେନାହିଁ କିମ୍ବା ନଷ୍ଟ ହୋଇଥାଏ କିମ୍ବା ବହୁତ ଜଲଦି ଖର୍ଚ୍ଚ ହୋଇଯାଏ ।

ଅନେକ ସମୟରେ ମନୁଷ୍ୟ ଜୀବନରେ ନକରାତ୍ମକତା ଏତେ ଅଧିକ ହୋଇଯାଏ ଯେ ସେ ନିଜ ଜୀବନର ଦୁଃଖଦ ମୁହୂର୍ତ୍ତକୁ ସାମ୍ନା କରିବାକୁ ସକ୍ଷମ ହୁଏନାହିଁ । ପୁଣି କେବେ କେବେ ଗ୍ରହର ଚଳନ ମନୁଷ୍ୟର ଜୀବନ ଉପରେ ବେଶ ପ୍ରଭାବ ପକାଇ ଥାଏ । ଯେଉଁ କାରଣରୁ ମନୁଷ୍ୟ ଅତ୍ୟଧିକ ପରିଶ୍ରମ କରିବା ସତ୍ତ୍ୱେବି ପଛରେ ରହିଯାଏ ।

ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏଭଳି ଏକ ମନ୍ତ୍ରର ଜପ ବିଷୟରେ କହିବୁ ଯାହାକୁ ଯଦି ଆପଣ ମଙ୍ଗଳବାର ଦିନ ଜପ କରନ୍ତି ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନରେ ଅଗାଧ ମାନ ସମ୍ମାନ ପ୍ରତିଷ୍ଠା ମଧ୍ୟ ପ୍ରାପ୍ତ ହେବ । ତେବେ ଏହି ମନ୍ତ୍ରର ଜପ ପ୍ରତ୍ୟେକ ମଙ୍ଗଳବାର କେବଳ ଆପଣଙ୍କୁ ତିନିଥର ହିଁ ଜପ କରିବାର ଅଛି । ଏହି ମନ୍ତ୍ରର ପ୍ରଭାବ ଆପଣଙ୍କୁ ବହୁତ ଜଲଦି ଦେଖିବାକୁ ମିଳିବ ।

ଶାସ୍ତ୍ର ଅନୁଯାୟୀ ଭଗବାନ ହନୁମାନଙ୍କର ଏହି ମନ୍ତ୍ରର ଜପ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥାଏ । ଭଗବାନ ଶ୍ରୀ ହନୁମାନଙ୍କୁ ଶ୍ରୀରାମଚନ୍ଦ୍ରଙ୍କ ଦ୍ଵାରା ଚିରଞ୍ଜିବି ବରଦାନ ମିଳିଥିଲା ତେଣୁ ହନୁମାନ ସବୁ ଯୁଗରେ ହିଁ ଅମର ଅଟନ୍ତି । ସଚ୍ଚା ମନରେ ଯେଉଁ ବ୍ୟକ୍ତି ହନୁମାନଙ୍କ ଆରାଧନା କରିଥାଏ ସେହି ବ୍ୟକ୍ତିର ପ୍ରାର୍ଥନା ହନୁମାନ ନିଶ୍ଚିତ ଶୁଣିଥାନ୍ତି ।

ଶ୍ରୀହନୁମାନଙ୍କ ସମସ୍ତ ରୂପକୁ ଅତ୍ୟନ୍ତ ମଙ୍ଗଳକାରୀ ମାନା ଯାଇଥାଏ । ତେବେ ସେ ପଞ୍ଚମୁଖୀ ହନୁମାନ ହୁଅନ୍ତୁ କିମ୍ବା ଗନ୍ଧମାର୍ଦ୍ଦନ ପର୍ବତ ଉଠାଇଥିବା ହନୁମାନ ହୁଅନ୍ତୁ । ହନୁମାନଙ୍କୁ ସବୁ ରୂପରେ ଆରାଧନା କରିବା ଭଲ ହୋଇଥାଏ । ଏହାଦ୍ବାରା ହନୁମାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ମନ୍ତ୍ର ବିଷୟରେ କହିବୁ ଯାହାକି ସମଗ୍ର ସଂସାରରେ ଅତ୍ୟନ୍ତ ଗୁପ୍ତ ମନ୍ତ୍ର ଅଟେ ।

ଏହି ମନ୍ତ୍ର ବିଷୟରେ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଆଗ କାଳରେ ବଡ଼ ବଡ଼ ବିଦ୍ୱାନ ଏବଂ ପଣ୍ଡିତ ମାନେ ଏହି ମନ୍ତ୍ରର ଜପ କରୁଥିଲେ । ଏହି ମନ୍ତ୍ରର ଜପ ଦ୍ୱାରା ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯିବ । ଏହି ମନ୍ତ୍ରକୁ ଶୋଇବା ପୂର୍ବରୁ ହାତ ଯୋଡ଼ି କେବଳ ତିନି ଥର ଜପ କରିବାର ଅଛି । ତେଣୁ ଆପଣ ସର୍ବପ୍ରଥମେ ବିଛଣାକୁ ଯିବା ପୂର୍ବରୁ ହାତ ଯୋଡ଼ି ହନୁମାନଙ୍କୁ ସ୍ମରଣ କରି ଏହି ମନ୍ତ୍ରଟି ତିନି ଥର ଜପ କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button