ଜୀବନଶୈଳୀ

କୋଟି କୋଟି ରୋଜଗାର କରିବା ପରେ ବି ଏହି ଦିଗଜ ଅଭିନେତାଙ୍କ ଘରେ ଅଜିବି ମାଟି ଚୁଲା ରେ ହେଉଚି ରୋଷେଇ, ନା ଜାଣିଲେ ବିଶ୍ୱାସ ହେବନି

ବଲିଉଡ୍ ରେ ଏମିତି କେତେ ଅଭିନେତା ଅଛନ୍ତି ଯେ ଯାହାଙ୍କ ଅଭିନୟ ଲୋକ ଙ୍କ ହୃଦୟରେ ଛପିଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଅଭିନେତା ,ବଲିଉଡ୍ ରେ ଛୋଟ ଅଭିନୟ କରୁ କରୁ ନିଜର ଦିନ ରାତି ପରିଶ୍ରମ ଫଳରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ଫିଲ୍ମ ଦୁନିଆ ର ମଧ୍ୟ ପାଦ ରଖିଛନ୍ତି । ସେ କୋଟି କୋଟି ରୋଜଗାର କଲେ ବି ଆଜି ଯାଏଁ ତାଙ୍କ ଘରେ ମାଟିଚୁଲା ରେ ରୋଷେଇ ହେଉଚି ।

ତାଙ୍କ ଫିଲ୍ମ୍ ନିଲ୍ ବଟେ ସାନାଟା ଦର୍ଶକ ଙ୍କ ମନ କିଣି ନେଇଥିଲା. ସେ ହେଉଛନ୍ତି ପଙ୍କଜ ତ୍ରିପାଠୀ । ସେ ଫୁକ୍ରେ, ସମାନ, ରନ୍ , ଓଁକାରା, ଗୁଣ୍ଡେ, ମଞ୍ଜଲି, ଓ ଗ୍ୟାଙ୍ଗ ଅଫ୍ ବାସେପୁର ଇତ୍ୟାଦି ସୁପର ହିଟ୍ ଫିଲ୍ମ୍ ରେ କାମ କରିଛନ୍ତି ।

ସେ ବିହାର ର ଗୋପାଲଗଞ୍ଜ ର ବେଲସନ୍ଡ ରେ ରୁହନ୍ତି । ସେ ବଲିଉଡ୍ ର ସେଳିବ୍ରେଟି ହେଇ ମଧ୍ୟ ଏବେ ବି ସେ ଗାଁ ଲୋକ ଙ୍କ ପରି ରୁହନ୍ତି । ତାଙ୍କ ବାପା ମା, ଓ ପରିବାର ଲୋକେ ଗାଁ ରେ ରୁହନ୍ତି । ସେ ଜଣେ କିଶାନ୍ ପରିବାର ର. ତାଙ୍କ ପିତା ଙ୍କ ନା ବନାରସ ତ୍ରିପାଠୀ,ମା ହେମନ୍ତ ଦେବୀ ।

ଏବେ ବି ତାଙ୍କ ଗାଁ ରେ ପକ୍କା ରାସ୍ତା ନାହିଁ. ଏମିତି ବି ଦଶମ ପଢ଼ିବା ଯାଇ ସେଠି ଟିଭି ନଥିଲା କି ସେମାନେ ଫିଲ୍ମ୍ କଣ ଜାଣିନଥିଲେ । ଏକାଦଶ ରେ ପଢ଼ିବା ବେଳେ ତାଙ୍କ ଘର ଠୁ ଗୋଟେ କିଲୋମିଟର ଦୂରରେ ଫିଲ୍ମ୍ ହଲ ଅଛି,ସେ ଦେଖିବା ଆରମ୍ଭ କଲେ ।

ଛୋଟ ବେଳେ ସେ ଗୋଟେ ନାଟକରେ ଝିଅ ରୋଲ କରିଥିଲେ । ସେତେବେଳେ ତାଙ୍କ ମନ ରେ ଅଭିନୟ କରିବା ର ଚିନ୍ତାଧାରା ଆସିଲା ଓ ସେ କଷ୍ଟ କରି ଦିଲ୍ଲୀ ଏନ୍ ଏସ୍ ଡି ରେ ସ୍କୁଲ ରେ ନା ଲେଖିଲେ ।

ଏତେ ବଡ଼ ଅଭିନେତା ହେବା ପରେ ବି ଚୁଲି ରୋଷେଇ ଖାଇବା ପସନ୍ଦ କରନ୍ତି । ଆପଣ ବିଶ୍ୱାସ କରିବେନି । ଏବେ ଯାଏ ବି ତାଙ୍କ ଘରେ ମାଟିଚୁଲି ରେ କାଠ ଜଳି ରୋଷେଇ ହେଉଛି । ଯାହା କି ଗର୍ବ ର କଥା । ତେବେ ଏହିଭଳି ଲୋକ ବହୁତ କମ ଆଜିକା ଦୁନିଆରେ ।

Related Articles

Leave a Reply

Your email address will not be published. Required fields are marked *

Back to top button