ଜୀବନଶୈଳୀ

ବୟସ ଅନୁସାରେ ଏମିତି କ’ଣ କଲେ ମଣିଷର ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ବଢିଥାଏ…

ବୟସ ଅନୁସାରେ କେତେ ସମୟ ଶୋଇଲେ ଶରୀର ରୋଗମୁକ୍ତ ହେବା ସହ ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ମଧ୍ୟ ବଢିଥାଏ, ଏହାସହ ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ନିଦ ସମସ୍ତଙ୍କ ପାଇଁ ନିହାତି ଜରୁରୀ ଅଟେ କାରଣ ଶୋଇଲେ ଥକାପଣ ଦୂର ହୁଏ ଓ ସତେଜ ଅନୁଭବ କରିଥାନ୍ତି, ତେବେ ଆସନ୍ତୁ ଜାଣିବା ବୟସ ଅନୁସାରେ କେତେ ସମୟ ଶୋଇବା ଆବଶ୍ୟକ ଓ କେତେ ସମୟ ଶୋଇବା ଦ୍ୱାରା ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ବୃଦ୍ଧି ପାଇଥାଏ ।

ନିୟମିତ ଭାବରେ ଠିକ ସମୟରେ ଶୋଇବା ଦ୍ବାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଶାରିରୀକ ଗତିବିଧି ଭଲ ଭାବରେ ପରିଚାଳନା ହୋଇଥାଏ । ୬ ରୁ ୧୩ ବର୍ଷର ପିଲାମାନେ ଦିନକୁ ୧୦ ଘଣ୍ଟା ଶୋଇଲେ ଛୁଆର ସ୍ବାସ୍ଥ୍ୟ ଭଲ ରହିଥାଏ ଏବଂ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

୧୪ ରୁ ୨୧ ବର୍ଷ ପିଲାମାନେ ଦିନରେ ୯ ଘଣ୍ଟା ଶୋଇବା ଦରକାର କାରଣ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଏହି କିଶୋର ବୟସରେ ଶାରୀରିକ ଶକ୍ତି ବୃଦ୍ଧି ମଧ୍ୟ ପାଇଥାଏ, ଏବଂ ଏହା ସହ ଶରୀର ରୋଗମୁକ୍ତ ହେବା ସହ ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ମଧ୍ୟ ବଢିଥାଏ ।

୨୨ ରୁ ଉର୍ଦ୍ଧ ବ୍ୟକ୍ତିମାନଙ୍କୁ ପ୍ରତିଦିନ ୮ ଘଣ୍ଟା ଶୋଇବା ଦରକାର କାରଣ ଶାରୀରିକ କିମ୍ବା ମାନସିକ ପରିଶ୍ରମରୁ ମୁକ୍ତି ମିଳିବା ସହ ଶରୀରକୁ କିଛି ଊର୍ଜା ମିଳିଥାଏ ।

ସାଧାରଣତଃ ପୁଅମାନେ ୧୮ ରୁ ୨୭ ବର୍ଷ ଓ ଝିଅ ମାନଙ୍କ କ୍ଷେତ୍ରରେ ୨୫ ରୁ ୩୫ ବର୍ଷ ମଧ୍ୟରେ ନିୟମିତ ଭାବରେ ଠିକ ସମୟରେ ଶୋଇବା ଦ୍ବାରା ଶରୀର ରୋଗମୁକ୍ତ ହେବା ସହ ଶାରୀରିକ ସମ୍ୱନ୍ଧ କରିବାର କ୍ଷମତା ମଧ୍ୟ ବଢିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button