ଜୀବନଶୈଳୀ

ଜୀବନରେ ଏହାକୁ 1 ସପ୍ତାହ ଲଗାଇଲେ ବାଳ ଏତେ ଲମ୍ବା ହେବ କି କାଟିବାକୁ ପଡିବ- Hair Care Tips

ଆଜିକା ସମୟରେ ସୁନ୍ଦରତା ବହୁତ ମହତ୍ଵ ରଖୁଛି ତେବେ ଝିଅ ମାନଙ୍କ ପାଇଁ ହେଉ ବା ପୁଅ ମାନଙ୍କ ପାଇଁ ସମସ୍ତଙ୍କ ପାଇଁ ଆଜିକା ସମୟରେ ଚୁଟି ବହୁତ ମହତ୍ଵ ରଖିଥାଏ ବିନା ଚୁଟିରେ ମଣିଷ ଭଲ ଦେଖା ଯାଇ ନଥାଏ କଣ ଆପଣ ଏହା ଜାଣିଛନ୍ତି ଯେ ଆମ ଛୁଆଟିକୁ ଆମ ଶରୀର ଭଳି ବିଟାମିନ ଆବଶ୍ୟକ ହୋଇଥାଏ ଆଉ ସଠିକ ପୋଷଣ ପ୍ରାପ୍ତ ନହେଲେ ଆମ ଚୁଟି ସୁଖିବା ଆରମ୍ଭ କରନ୍ତି ଓ ତାହା ପରେ ଚୁଟି ଝଡିବା ଆରମ୍ଭ ହୋଇଥାଏ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ଦ୍ଵାରା ଉପାୟ କହିବାକୁ ଯାଉଛୁ ଯାହା ଲଗାଇବା ପରେ ଆପଣ ମଧ୍ୟ ବହୁତ ଭଲ ଅନୁଭବ କରିବେ ଆଉ ଆପଣଙ୍କ ଚୁଟି କଳା ଗହବା ହବ ସହ ଲାମ୍ବା ମଧ୍ୟ ହବ ।

ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଛନ୍ତି ଯେ ଏଲୋଭେରା କେତେ ଲାଭକାରୀ ହୋଇଥାଏ ତେବେ ଏଲୋଭେରା ଗଛ ଆପଣଙ୍କୁ ସମସ୍ତଙ୍କ ଘରେ ପ୍ରାପ୍ତ ହବ କଣ ଆପଣ ଏହା ଜାଣିଛନ୍ତି ଯେ ଏଲୋଭେରା ଆମ ଶରୀର ପାଇଁ ମଧ୍ୟ ବହୁତ ଭଲ କାମ କରିଥାଏ । ଯେଉଁ ମହିଳାଙ୍କ ଅଧିକ ୱ୍ହାଇଟ ଡିଶ୍ଚାର୍ଜ ହୋଇଥାଏ ସେହି ମହିଳାଙ୍କୁ ମିଶିରି ପାଣିରେ ଏଲୋଭେରା ଜେଲ ପକାଇ ସେବନ କରିବା ଉଚିତ ହୋଇଥାଏ ଏହାକୁ କେବଳ ୩ ଦିନ ସେବନ କରନ୍ତୁ ଦେଖିବେ ଆପଣଙ୍କ ଏହି ବଡ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ ।

ଏହା ଛଡା ଯେଉଁ ମାନଙ୍କ ଚେହେରା ଡ୍ରାଇ ହୋଇଥାଏ ସେ ଏଲୋଭେରା ଜେଲ ଲଗାଇ କିଛି ସମୟ ରଖନ୍ତୁ ଆଉ ରାତିରେ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଲାଭ ହବ । ତେବେ ଆସନ୍ତୁ ଏହାର ଉପାୟ ଚୁଟି ପାଇଁ କେମିତିକାରିବା ତାହା ବିଷୟରେ ବିସ୍ତାର ସହ ଜାଣିବା ଆପଣଙ୍କୁ ଗୋଟେ ଛୋଟ ଗିନାରେ ଦୁଇ ଚାମଚ ଏଲୋଭେରା ବାହାର କରିବାର ଅଛି ଏହା ପରେ ତାକୁ ହାତରେ ବା ଚାମଚରେ ଭଲ ଭାବରେ ଗୋଳେଇ ଦିଅନ୍ତୁ ପାନିଆ କରି ଦିଅନ୍ତୁ କିନ୍ତୁ ମନେ ରଖିବେ ପାଣି ମିଶେଇବେ ନାହିଁ ।

ଏହା ପରେ କଳା ଜୀରା ଆପଣ ମାନଙ୍କ ଘରେ ନିଶ୍ଚିନ୍ତ ଥିବ ଆପଣ ସେହି କଳା ଜୀରା ଗ୍ରାଇଣ୍ଡ କରନ୍ତୁ ଦୁଇ ଚାମଚ କଳା ଜୀରା ପାଉଡର ନିଅନ୍ତୁ ଏହା ପରେ ସେଥିରେ ଏଲୋଭେରା ଜେଲ ମିଶାନ୍ତୁ ଆଉ ତା ପରେ ସେଥିରେ ଗୋଟେ ବିଟାମିନ ଇ କ୍ୟାପସୁଲ ତରଳ ଅଂସ ପକାଇ ମିଶେଇ ଦିଅନ୍ତୁ । ଏହା ପରେ ଆପଣ ସେହି ମିଶ୍ରଣକୁ ଭଲ ଭାବରେ ମିଶାଇ ନିଜ ଚୁତିରେ ଭଲ ଭାବରେ ଲଗାନ୍ତୁ ଦେଖିବେ ଆପଣଙ୍କୁ କିଛି ଦିନ ଭିତରେ ନିଜ ଚୁଟି ବହୁତ ଅଲଗା ଅନୁଭବ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button