ଦେଶ ବିଦେଶ

ଏମିତି ବହୁତ କଥା ମାଁର ଗର୍ଭ ରୁ ହିଁ ନିଶ୍ଚୟ ହୋଇ ଯାଇ ଥାଏ, ଆସନ୍ତୁ ଜାଣିବା କେଉଁ କଥା

ଏମିତି କୁହା ଯାଏ ଯେ ଛୁଆ ଯେତେବେଳେ ମାଁ ଗର୍ଭ ରେ ଥାଏ ସେତେବେଳେ ମାଁ କୁ ବହୁତ କିଛି ଛୁଆ ବିଷୟରେ ଜଣା ପଡି ଯାଏ । କେତେକ କଥା ବିଷୟରେ ଜଣା ପଡେ ଯେମିତିକି ତା ଜନ୍ମ ଠାରୁ ଚାକିରି ପର୍ଯ୍ୟନ୍ତ ଏବଂ ଚାକିରି ରେ ସେ କେତେ ଟଙ୍କା ପାଇବ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଗର୍ଭ ରେ ଛୁଆ ବହୁତ ପ୍ରକାର ହଲଚଲ କରି ଥାଏ, ଗର୍ଭ ରେ ରହିବା ସମୟ ରେ ବାହାର କଥା ଶୁଣି ଛୁଆ ହଲଚଲ କରିଥାଏ ।

ବୈଜ୍ଞାନିକ ଅନୁଯାଇ ଛୁଆ ମାଁ ଗର୍ଭରୁ ଭାଷା ଶିଖିବା ଆରମ୍ଭ କରି ଦେଇଥାଏ ।

ଏମିତି ରେ ଦେଖିବାକୁ ପାଇଛନ୍ତି ଯେ ଛୁଆ ଗୋଟେ ମାସ ଭିତରେ ଜାପାନୀ ଓ ଇଂରାଜୀ ରେ ଭେଦ ଭାବ କରିବା ଶିଖି ଯାଆନ୍ତି । ଏହି ସବୁ କଥା ଧ୍ୟାନ ରେ ରାଖୀ ଚାଣକ୍ୟ ଶିଶୁ ଜୀବନ କିଛି କଥା କହିଛନ୍ତି ଯାହା କୌଣସି ଛୁଆ ନିଜ ମାଁ ଗର୍ଭ ରେ କିଛି କଥା ଶିଖି ଥାଏ ।

 

ଛୁଆ ମାଁ ଗର୍ଭରେ ରହିଥିବା ସମୟରେ ଛୁଆ ବ୍ୟବହାର ବଦଳି ଅନୁଭବ ହୋଇ ଥାଏ, ମାଁ ଗର୍ଭ ରେ ଥିବା ସମୟରେ ଛୁଆ ନିଜ ମା ବ୍ୟଭାର ବଦଳି ଥାଏ ଯାହା କାରଣରୁ ମାଁ ସ୍ଵଭାବ ବଦଳି ଥାଏ । ଛୁଆ ବହୁତ ସିଗ୍ର ଗୋଟେ ଭାଷାରୁ ଅନ୍ୟ ଭାଷା ଶିଖି ଥାଏ । ଚାଣକ୍ୟ କହିବା ଅନୁଯାଇ ଛୁଆ ମାଁ ଗର୍ଭରେ ରହିଲା ବେଳେ ଯେତେ ପ୍ରକାର ଭାଷା ଶୁଣି ଥାଏ ତା ସବୁ ଶିଖିବା ପେଟରୁ ଆରମ୍ଭ କରି ଦେଇ ଥାଏ ।

 

ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହା ଛୁଆ ନିଜ ମାଁ ପେଟରେ ଶିଖି ଥାଏ, ପେଟରେ ଥିବା ଛୁଆ ଯାହା ଶୁଣେ ତାକୁ ଆପଣେଇବା ପାଇଁ ଚେଷ୍ଟା କରୁଥାଏ । ଚାଣକ୍ୟ ଅନୁଯାଇ ମାଁ ଗର୍ଭ ରେ ଥିବା ଛୁଆ ଆୟୁ ବିଷୟରେ ଜଣା ପଡି ଥାଏ, ଓ ତା ସମ୍ପନ୍ତି ବିଷୟରେ ମଧ୍ୟ ଜଣା ପଡି ଥାଏ । ଏହା ସହ ଏହା ମଧ୍ୟ ଜଣା ପଡେ ଯେ ଗର୍ଭ ଛୁଆ କେତେ ବଡ ହୋଇ ମୃତ୍ୟୁ ପାଇବ ଏବଂ କେମିତି କେଉଁ ସମୟରେ ହବ ସବୁ ଜନ୍ମ ଆଗରୁ ଜଣା ପଡି ଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button