ଧର୍ମ

ଯେଉଁ ସ୍ତ୍ରୀ ନିଜର ଏହି 5ଟି ଜିନିଷ ଅନ୍ୟକୁ ଦେଇଥାଏ, ତାଙ୍କ ଘରୁ ଲକ୍ଷ୍ମୀ ଚାଲିଯାନ୍ତି… ଘରକୁ ମାଡିଆସେ ଦାରିଦ୍ର୍ୟତା-Vaastu Shastra

ପ୍ରତେକ ବ୍ୟକ୍ତି ଅନ୍ୟ କୁ କିଛି ନା କିଛି ସାହାଜ୍ଯ କରିବା ଉଚିତ ହୋଇଥାଏ । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ବ୍ୟକ୍ତି ଅନ୍ୟ କୁ ଦାନ କରିବା ଉଚିତ ନୁହେଁ ଯାହା ଦ୍ଵାରା ନିଜର ହିଁ କ୍ଷତି ହୋଇଥାଏ । ଏପରି କରିବା ଦ୍ଵାରା ଘରର ସୁଖ ସମୃଦ୍ଧି ଦୂର ହୋଇଥାଏ । ବିଶୁଣୁ ପୁରାଣରେ ଉଲ୍ଲେଖ ରହିଛି କେଉଁ ଜିନିଷ ଅନ୍ୟକୁ ଦାନ ଦେବା ଦ୍ଵାରା ମା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ବିଷରେ କିଛି ବିଶେଷ କଥା କହିବାକୁ ଯାଉଛୁ ।

୧- ସ୍ତ୍ରୀର ଗହଣା : ମା ଲକ୍ଷ୍ମୀ ଧନର ଦେବୀ ହେବା ସହ ଆଭୁଷଣର ଦେବୀ ବୋଲି ମାନାଯାଏ । ଗହଣା କିଣିବା ପରେ ମା ଲକ୍ଷ୍ମୀଙ୍କ ପାଦ ତଳେ ପୂଜା କରାଯାଏ । ତେଣୁ କେବେ ବି ଭୁଲରେ ସ୍ତ୍ରୀ ର ଗହଣା ଅନ୍ୟ କୁ ଦାନା ବା ଉଦ୍ଧାରରେ ଦେବା ଅନୁଚିତ । ଏହା ଛଡା ବିବାହିତା ମହିଳା ନିଜର ମଙ୍ଗଳସୂତ୍ର, ଗୋଡ ମୁଦି ଓ ପାଉଁଜି ଅନ୍ୟକୁ ପିନ୍ଧିବାକୁ ଦେବା ଅନୁଚିତ । ଏହା ଦ୍ଵାରା ଦରିଦ୍ରତା ଦେଖାଯାଏ ।

୨- ଝାଡୁ : କୁହାଯାଏ ଯେ ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ଅଟେ । ଯଦି ଆପଣ ଝାଡୁ ଅନ୍ୟକୁ ଦାନରେ ଦେଉଥାନ୍ତି ତେବେ ଏହା ଦ୍ଵାରା ଘରୁ ମା ଲକ୍ଷ୍ମୀଙ୍କର ବାସ ରହେ ନାହି । ଘରେ ଅଭାବ ଓ ଦରିଦ୍ରତା ଦେଖାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁର ବ୍ୟବହାର ଦ୍ଵାରା ନାକାରାତ୍ମକ ଶକ୍ତିର ପ୍ରଭାବ କମ ହୋଇଥାଏ ।

୩- ଟଙ୍କା : ମା ଲକ୍ଷ୍ମୀ ଧନର ଦେବୀ ହୋଇଥାନ୍ତି । କେବେ ବି ସନ୍ଧ୍ୟା ସମୟରେ ଅନ୍ୟକୁ ପଇସା ଉଧାର ଦେବା ଅନୁଚିତ । ଏହା ଦ୍ଵାରା ପଇସା ଫେରିବା ବହୁତ କଷ୍ଟଦାୟକ ହୋଇଥାଏ । ଏହା ଛଡା ସ୍ତ୍ରୀଙ୍କ ପାଖରେ ଥିବା ଟଙ୍କା ଅନ୍ୟକୁ ଉଦ୍ଧାର ଦେବା ଅନୁଚିତ । ଏହା ଦ୍ଵାରା ଦାଂପତ୍ଯ ଜୀବନରେ ସମସ୍ଯା ହୋଇଥାଏ ।

୪- ବେଲଣା ପଟା ଓ ତାୱା : ଆପଣ ମାନେ ଜାଣିଥିବେ ବେଲଣା ପଟା ଓ କାଠି କେବେ କାହାକୁ ଦାନ କରିବା ଅନୁଚିତ । ଏହା ଛଡା ତାୱାରେ ହେଉଥିବା ପ୍ରଥମ ରୋଟି ମା ଲକ୍ଷ୍ମୀଙ୍କ ନାଁ ରେ ବାହାର କରାଯାଏ । ତେଣୁ କେବେ ବି ଭୁଲରେ ତାୱା ବା ବେଲଣା ପଟା ଓ କାଠି ଅନ୍ୟକୁ ଦାନ ଦେବା ଅନୁଚିତ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ମଧ୍ୟ ଦୂରେଇ ଯାଇଥାଏ ।

୬- ଅର୍ଣ୍ଣ : ମା ଲକ୍ଷ୍ମୀ ହେଉଛନ୍ତି ଅର୍ଣ୍ଣପୂର୍ଣ୍ଣାର ଦେବୀ । ତେଣୁ ଯଦି ଆପଣ ବାସୀ ଖାଇବା ଅନ୍ୟକୁ ଦାନ କରିବେ ତେବେ ତାହା ମା ଲକ୍ଷ୍ମୀଙ୍କର ଅପମାନ ହେବା ସହ ଭୋଜନର ମଧ୍ୟ ଅପମାନ ହୋଇଥାଏ ।

୭- ଧଳା ଜିନିଷ : ବାସ୍ତୁ ଶାସ୍ତ୍ର ଅନୁସାରେ କେବେ ବି ଅନ୍ୟକୁ ଧଳା ଜାତୀୟ ଖାଦ୍ୟ ଦାନ କରିବା ଅନୁଚିତ । ସନ୍ଧ୍ୟା ସମୟରେ ଅନ୍ୟକୁ ଦହି ବା କ୍ଷୀର ବା ଲୁଣ ଦେବା ଅନୁଚିତ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button