ଜୀବନଶୈଳୀ

ସହୀଦଙ୍କ ସ୍ତ୍ରୀ କହିଲେ କି ମୋର ବୟସ ଗମ୍ଭୀରଙ୍କୁ ଲାଗିଯାଉ କାରଣ କଣ ଜାଣିଲେ ଆପଣ ମଧ୍ୟ କହିବେ ସବାସ ଗମ୍ଭୀର

ସବୁବେଳେ କିଛି ନା କିଛି ଭଲ କମ କରି ଚର୍ଚା ରେ ରହୁଥିବା ଲୋକ ମାନକ ମଧ୍ୟରୁ ଗୌତମ ଗମ୍ଭୀର ବୋଧହୁଏ ସବୁଠୁ ଆଗରେ ରହିବେ। ନିଜର ଖେଳ ଭଳି ସେ ସର୍ବଦା ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରି ନିଜର ବଡ ପଣିଆ ଦେଖନ୍ତି ଓ ନିଜେ ବହୁତ କିଛି କରନ୍ତି ଗରିବ ଲୋକଙ୍କ ପାଇଁ । ଠିକ ସେହିପରି ବର୍ତମାନ ଏପରି ଏକ ନୂଆ କମ ପାଇଁ ସେ ଆସିଛନ୍ତି ଚର୍ଚା ରେ। ଏବେ ହୋଇଥିବା ଆତଙ୍କି ଆକ୍ରମଣରେ ସହୀଦଙ୍କ ସାହାର୍ଯ୍ୟ ପାଇଁ କ୍ରିକେଟିୟର୍ ଗୌତମ ଗମ୍ଭୀର ଆଗକୁ ଆସିଛନ୍ତି । ସେ ସହୀଦର ଛୁଆଙ୍କୁ ପାଠପଢା ସହ ସମସ୍ତ ଖର୍ଚ୍ଚ ଉଠାଇବେ ବୋଲି କହିଛନ୍ତି ।

ସହୀଦମାନଙ୍କର ଭିତରେ ବିହାରର ଶେଖପୁରା ଜବାନ ବି ପରିବାରଲୋକେ କହିଲେ କି ଏହି ସମୟରେ ସରକାରା କେବଳ ସାହାର୍ଯ୍ୟ ପାଇଁ ଆଶ୍ୱସନା ଦେଉଛି । କିନ୍ତୁ ଭାରତର ଏହି ଖେଳାଳୀ ଆମ ଦୁଃଖ ବୁଝିପାରୁଛି । ଓ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି । ସେ କହିଲେ କି ଗୌତମ ଗମ୍ଭୀର ଯୁଗ ଯୁଗ ପର୍ଯ୍ୟନ୍ତ ବଞ୍ଚିରହନ୍ତୁ । ଶହୀଦଙ୍କ ସ୍ତ୍ରୀ କହିଲେ କି ତାଙ୍କ ଦିମାଗରେ କେବଳ ଗୋଟେ କଥା ଥିଲା କି ତାଙ୍କ ସ୍ୱାମୀ ଚାଲିଯିବାପରେ ତାଙ୍କ ଛୁଆଙ୍କ ଭବିଷ୍ୟତ କଣ ହେବ ।

କିନ୍ତୁ ସବୁ ଅସୁବିଧା ଗୌତମ ଗାମ୍ଭୀର ଶେଷ କରିଦେଲେ । ସହୀଦ ଜବାନଙ୍କ ସ୍ତ୍ରୀ ଙ୍କ ସହ ପୁରା ଗାଁ ଗୌତମ ଗମ୍ଭୀରଙ୍କୁ ଭଗବାନ ଉପାଧି ଦେଉଥିବା ନେଇ କହିଲେ କି ଏହି ସମୟରେ ସେ ଆମ ପାଇଁ କେଉଁ ଦେବତାଙ୍କ ଠାରୁ କମ୍ ନୁହନ୍ତି । ଆପଣଙ୍କୁ କହିଦେଉଛୁ କି ସହୀଦଙ୍କ ସମ୍ମାନରେ ଭାରତୀୟ କ୍ରିକେଟିୟର୍ ଗୌତମ ଗାମ୍ଭୀର କହିଲେ କି ସହୀଦଙ୍କ ପିଲାଛୁଆଙ୍କ ପାଠପଢା ସମସ୍ତ ଖର୍ଚ୍ଚ ସେ ବହନ କରିବେ । ଏହି କାରଣରୁ ଗୌତମ ଗାମ୍ଭୀରଙ୍କୁ ବହୁତ ଆଶିର୍ବାଦ ମିଳୁଛି ।

 

ସତରେ ଗମ୍ଭୀର ଙ୍କ ଏଭଳି କାମ ପାଇଁ ସେ ସବୁବେଳେ ୧୦୦ କୋଟି ଭାରତୀୟଙ୍କ ହୃଦୟ ଜିତୁଛନ୍ତି। ଭଗବାନ କରନ୍ତୁ ସେ ଆହୁରି ଅନେକ ଲୋକଙ୍କୁ ଏଭଳି ସାହାଯ୍ୟ ର ହାତ ବଢ଼ାନ୍ତୁ

ଲେଖାଟି ଯଦି ଭଲ ଲାଗିଲା ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Related Articles

Leave a Reply

Your email address will not be published. Required fields are marked *

Back to top button