ସ୍ୱାସ୍ଥ୍ୟ

ଭାତୁଡ଼ି ( WARTS ) କେମିତି ଭଲ ହେବ ? ଚିକିତ୍ସା ଜଣାନ୍ତୁ

ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ଭାତୁଡ଼ି ଗୋଟିଏ ଏଭଳି ଜିନିଷ ଯାହା କି ଆପଣଙ୍କ ପାଖରୁ ବା ଶରୀରର କୌଣସି ବି ଅଙ୍ଗରେ ଦେଖିବାକୁ ଆମେ ପାଇଥାଉ | ଏହା ବ୍ୟତୀତ ଆମ ଶରୀରରେ ଯଦି କୌଣସି ସ୍ଥାନରେ କଳା ଭଳି ଆମର ଚର୍ମ ର ଆଗକୁ ବାହାରି ଆସିଥାଏ ଆଉ ଯାହା ଯୋଗୁଁ ଆମ ଶରୀରର କୌଣସି କ୍ଷତି ହୁଏ ନାହିଁ | ଆଉ ସେହିଭଳି ଯଦି କିଛି ଦେଖା ଯାଏ ତାହେଲେ ଆମେ ତାହାକୁ ଭାତୁଡ଼ି ବୋଲି କହିଥାଉ | ଆଉ ଏହି ଭାତୁଡ଼ି ରୁ ରକ୍ଷା ପାଇବା ପାଇଁ ଆମେ ମାନେ ଅନେକ ଘରେଇ ଉପଚାର ମଧ୍ୟ କରିଥାଉ ଯାହା ଏହି ଉପଚାର ଟି ଆମ ଶରୀର ଉପରେ ପ୍ରଭାବ ପକାଇଥାଏ | ତେବେ ଏହି ଭାତୁଡ଼ି ଜନିତ ସମସ୍ୟାରୁ ମୁକ୍ତି ପାଇବାର ଅନ୍ୟ କେଉଁ କେଉଁ ସବୁ ଉପାୟ ରହିଛି ଆସନ୍ତୁ ଜାଣିବା |

ଭାତୁଡ଼ି ଜନିତ ସମସ୍ୟା ଟି ଗୋଟିଏ ସାଧାରଣ ସମସ୍ୟା ବୋଲି ଆମେ ଧରିଥାଉ | କାରଣ ଆମେ ଜାଣିଛୁ କି ଏହି ଭାତୁଡ଼ି ଆମର କୌଣସି ବି କ୍ଷତି କରି ଣ ଥାଏ | ଆଉ ଏହି ଭାତୁଡ଼ି ଆମ ଓ଼ଲ୍ଡ ଜେନେରେସନ ପାଇଁକି ଠିକ ଅଟେ, କିନ୍ତୁ ଏହା ଆମ ନିୟୁ ଜେନେରେସନ ସହଜରେ ମାନି ନ ଥାଆନ୍ତି | ଆଉ ଯେଉଁଥିପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟରେ ଏହି ଭାତୁଡ଼ି କୁ ଆମ ଶରୀରରୁ ଉଠାଇ ଦେବାକୁ ଚାହିଁଥାଉ |

ତେବେ ବେଳେ ବେଳେ ଦେଖାଯାଏ କି ଏହି ଭାତୁଡ଼ି ଯୋଗୁଁ ଆମ ଆମେ ମନେ ଅନେକ ସମୟରେ ଘରେଇ ଉପାଚାର ଅର୍ଥାତ ଆମେ ଆମର କେଶ କୁ ସେଥିରେ ବାନ୍ଧି ଦେଇଥାଉ ଯାହା ଫଳରେ ତାହା ପଚିକି ଗଳି ପଡିବ | କିନ୍ତୁ ତାହା ଇନଫେକ୍ସନ ହେବା ଫଳରେ ଆମର କ୍ଷତି ହୋଇଥାଏ | ତାହା ଛଡା ଆମେ ଅନେକ ସମୟରେ କିଛି ଏସିଡ କୁ ମଧ୍ୟ ବ୍ୟବହାର କରିଥାଉ ଏହି ଭାତୁଡ଼ି ରୁ ରକ୍ଷା ପାଇବା ପାଇଁ |ତାହା ବ୍ୟତୀତ ଅନେକ ସମୟରେ ଘୋଡା ବାଳ ମଧ୍ୟ ଦିଆ ଯାଇଥାଏ | କିନ୍ତୁ ତାହା ଆମ ଉପରେ ଖରାପ ପ୍ରଭାବ ପକାଇଥାଏ |

 

ତେବେ ଏହି ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ ପାଖରେ କେତେକ ଡାକ୍ତରୀ ଟିପ୍ସ ରହିଛି | ତେବେ ତାହା ହେଉଛି ରେଡ଼ିଓ ଫ୍ରୀକୁଏନସି ଯାହା ପେନ ଆକାରରେ ହୋଇଥାଏ ଆଉ ଯାହାର ମୁନ ପେନ ଠାରୁ ମଧ୍ୟ ସରୁ ହୋଇଥାଏ | ତେବେ ତାହା ସାହାଯ୍ୟରେ ଆମେ ହାଲକା ସର୍ଜରୀ କରିପାରିବା | ଆଉ ଗୋଟିଏ ଭାତୁଡ଼ି ର ସର୍ଜରୀ ପାଇଁ ଆମକୁ ଗୋଟିଏ ସେକେଣ୍ଡ ସମୟ ଲାଗିବ | ତାହା ଛଡା ସେହି ରେ ଯୋଗୁଁ ଆମର ଯେଉଁ ବଡ଼ ଭାତୁଡ଼ି ରହିଛି ତାହାର ବେଶ କୁ କାଟିଲା ପରେ ମାଧ୍ୟ ବ୍ଲଡ ବାହାରି ନ ଥାଏ |ଆଉ ଏହି ଭଳି ଉପାୟକୁ ଅବଲମ୍ବନ କରିକି ଆମେ ଭାତୁଡ଼ି ଜନିତ ରୋଗ ରୁ ମୁକ୍ତି ପାଇପାରିବା | ତେବେ ଏହା ଥିଲା ଭାତୁଡ଼ି ରୁ ମୁକ୍ତି ପାଇବାର ସହଜ ଡାକ୍ତରୀ ଉପାୟ |

Related Articles

Leave a Reply

Your email address will not be published. Required fields are marked *

Back to top button