ବିଚାର

ଏହି ସ୍ଥାନକୁ ଯିଏ ଯାଏ ତାର କେବେବି ମୃ-ତ୍ୟୁ ହୋଇନଥାଏ ,ପ୍ରକୃତ ରହସ୍ୟ ଜାଣିଲେ ହାତ ଯୋଡ଼ିଦେବେ

ଦର୍ଶକ ବନ୍ଧୁ ଆପଣମାନେ ତ ଜାଣିଥିବେ ଯେ ପୃଥିବୀରେ ଯେ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁ ବରଣ ମଧ୍ୟ କରିଛି ହେଲେ ଆଜି ଆମେ ଅପନନ୍ମଣଙ୍କୁ ଏପରି ଏକ ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁଠି ଥିବା ଲୋକମାନଙ୍କ ବୟସ ସେବେ ବଢ଼ି ନଥାଏ ! କିଏ ସେ ଲୋକମାନେ, କେଉଁଠାରେ ସେ ରୁହନ୍ତି ଆସନ୍ତୁ ଜାଣିବା।

ଲୋକ କଥା ଓ ପୁରାଣ ଶାସ୍ତ୍ର ମାନ୍ୟତା ଅନୁସାରେ ହିମାଳୟର ଘଞ୍ଚ ଜଙ୍ଗଲରେ ଅନେକ ଗୁମ୍ଫା ରହିଛି ଲୋକଙ୍କ ମାନ୍ୟତା ଅଛି ଯେ ସେଠାରେ ଆଜି ପର୍ଯ୍ୟନ୍ତ କିଛି ଯୋଗୀ ଋଷି ତପସ୍ୟାରେ ଲୀନ ଅଛନ୍ତି ଓ ସେହି ହିମାଳୟର ସ୍ୱାଉଚ୍ଚ ପାହାଡ଼ ମାନଙ୍କ ମଧ୍ୟରେ ଆଜିବି ଏକ ମଠ ରହିଛି ଯାହାର ଅଲୌକିକ ରହସ୍ୟରେ ପରିପୂର୍ଣ୍ଣ ସେ ଜାଗାର ନାଁ ହେଉଛି ‘ ଜ୍ଞାନଗଞ୍ଜ ‘ ।

ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ ଜ୍ଞାନଗଞ୍ଜ ପ୍ରକୃତରେ କେଉଁ ସ୍ଥାନରେ ଅବସ୍ଥିତ ତାହା କେହି ହେଲେ ଜାଣିନାହାନ୍ତି ପୁରୁଣା ପୋଥି ଅନୁସାରେ ଏହାକୁ କେବଳ ମହାନ୍ ସାଧୁ ମାନେ ହିଁ ଦେଖି ପାରିବେ ଏବଂ ଏହା ହିମାଳୟର ଏକ ଛୋଟ ସ୍ଥାନରେ ଅବସ୍ତିତ ଯାହା ସିଦ୍ଧଶ୍ରମ ନାମରେ ପରିଚିତ କୁହାଯାଏ ଯେ ଏଠାରେ ଅମର ହେବାର ରହସ୍ୟ ମଧ୍ୟ ଲୁଚି ରହିଛି ।

ଏହି ସ୍ଥାନରେ ରହୁଥିବା କୌଣସି ବ୍ୟକ୍ତିର ମୃତ୍ୟୁ ହୋଇ ନଥାଏ ଏଠାରେ ବାସ କରୁଥିବା ମହାତ୍ମା ମାନଙ୍କର ବୟସ ଆଉ ବଢ଼ି ନଥାଏ ଓ ସମସ୍ତେ ତପସ୍ୟାରେ ଲୀନ ହୋଇ ରହି ଥାଆନ୍ତି ରମୟାନ ଓ ମହାଭାରତରେ ମଧ୍ୟ ଏହି ସ୍ଥାନ ବିଷ୍ୟରେ ସଂକେତ ରହିଛି ଲୋକଙ୍କ ଅନୁସାରେ ଏହି ସ୍ଥାନଟି କୌଣସି ଏକ ଧର୍ମର ହୋଇ ନଥାଏ ଏହା ସ୍ଥାନକୁ ସେହି ବ୍ୟକ୍ତି ହିଁ ପହଂଚି ପାରିବ ଯିଏ ଏହି ସ୍ଥାନରେ ପହଞ୍ଚିବାର ଯୋଗ୍ୟତର ଅଧି କରି ହୋଇ ଥିବ ।

Related Articles

Leave a Reply

Your email address will not be published. Required fields are marked *

Back to top button