କେଉଁ ବୟସ ପର୍ଯ୍ୟନ୍ତ ମିଳିଥାଏ ସବୁ ପାପର କ୍ଷମା?
କିଛି ମଣିଷ ମାନେ ଜାଣିକି ହୁଅନ୍ତୁ କିମ୍ବା କିଛି ଲୋକମାନେ କିଛି କାମ ଜାଣିକି କରିଥାନ୍ତି ଏହା ମଧ୍ୟରୁ କିଛି ଭଲ କାମ ହୋଇଥାଏ । ତେବେ ଯେଉଁ ମାନେ ଭଲ କାମ କରିଥାନ୍ତି ନିଜ ହୋସ ରେ ରହିକି କରି ଥାନ୍ତି ମାତ୍ର ଆମ ଦୁନିଆ କ୍କିହହୀ ଏହି ଭଳି ହୋଇ ଗଲାଣି ଏହି ଜାଗାରେ କିଛି ଭି ଖରାପ ହୋଇ ପାରେ କେହି କିଛି ଭି ଭାବି ନେଇ ଖରାପ ଭାବି ପାରେ ଯାହା ଦ୍ଵାରା ସେମାନେ କିଛି ପଦେକ୍ଷେପ ନେଇ ଥାନ୍ତି ଯାହା ଆମେ ଚାହିଁ ନଥାଉ ।
ତେବେ ଆଜି ଆମେ କହିବାକୀ ଛୋଟ ପିଲା ମାନେ ଯେଉଁ ଭଳି ପାପ କରିଲେ ମଧ୍ୟ ଏହା କଣ ପାଇଁ ଧାରା ହୋଇ ନଥାଏ । ଆଜି ଆମେ ଖିବା ପାଇଁ ଯାଉଥିବା କାହାଣୀ ଏକ ସତ୍ୟ ଘଟଣା ଅଟେ ଯାହା ଆମକୁ ଅନେକ ପୁରାଣ ଶାସ୍ତ୍ରରେ ଦେଖିବା ପାଇଁ ମିଳି ଜୀବ । ପୋରାଣିକ କଥା ରେ ଅଛି ମାଣ୍ଡବ୍ୟ ନାମକ ଏକ ରୁଷି ଖାଣ୍ଡବ୍ୟ ବଣରେ ରହୁଥିଲେ । ଯିଏ କି ସେହି ବନରେ ରହୁ ଥିଲେ । କିଛି ଜଣ ଲୁଟେରା ସେହି ବାଟ ଦେଇକି ଆସୁଥିଲେ ଋଷି ପଚାରିଲେ ତୁମେ ମାନେ କିଏ ।
ଏହା ପରେ ରାଜା ନିଜେ ଯାଇକି ଋଷି ଙ୍କୁ ଭୁଲ ମାଗିଲେ । କିନ୍ତୁ ଋଷି କହିଲେ ମୁ ଆପଣଙ୍କୁ କ୍ଷମା କରି ଦେବୀ କିନ୍ତୁ ମୁ କେଭେଲେ ଭି ଜମା ଦେବଙ୍କୁ କ୍ଷମା ଦେଇ ପାରିବିନି । ଏହା ପରେ ସେ ନିଜ ତପ ବଳରେ ଯମ ଦେବଙ୍କ ପାଖକୁ ଯାଇକି କହିଲେ କି ଆପଣ କଣ ପାଇଁ ମତେ ଏହି ଭଳି ଦଣ୍ଡ ଦେଲେ କାରଣ ମୁ କେବେହେଲେ କାହା ପାଇଁ ଖରାପ କରିନି ।
ଏହା ପରେ ଯମ ଦେବ କହିଲେକି ଆପଣ ପିଲା ବେଳେ କୀଟ ମାନଙ୍କ ପଛରେ କଣ୍ଟା ଗେବୀ ଥିଲେ । ଏହା ପରେ ଋଷି କହିଲେ କି ଏହା ଆପଣ ଭୁଲ କମ ଅକରିଛନ୍ତି କାରଣ ହେଉଛିକି ଆପଣ ଯଦି ଜାଣିଥିବେ ତ ପିଲାବେଳୁ 12 ବର୍ଷ ଯାଏ ପିଲାଙ୍କୁ କ୍ଷମା କରି ଦେଇ ଥାନ୍ତି ।
ତେଣୁ ଆପଣ ଭୁଲ କରିଥିବା ଲୋକଙ୍କୁ ମଧ୍ୟ ସେତିକି ଦଣ୍ଡ ମିଳି ବା କଥା ଯେତିକି ସେ ଭୋଗିବା କଥା । ଆପଣ ଏହା ପାଇଁ ଦଣ୍ଡ ପାଇବେ ଏୟା କହିକି ସେ ଅଭସାପ ଦେଲେ କହିଲେ କି ଆପଣ ମଣିଷ ଜନ୍ମରେ ପାପ ପୂଣ୍ୟର ହିସାବ କରୁଥିବେ । ଏହାପରେ ଦ୍ଵାପରରେ ସେ ବିଦୂର ରୂପରେ ଜନ୍ମ ନେଇଥିଲେ ।