ଜୀବନଶୈଳୀ

ବାସ ଏହାର 1 ପତ୍ର ଦ୍ୱାରା ଆପଣଙ୍କ ଚୁଟି ହବ କଳା, ଶରୀର ହେବ ସୁନ୍ଦର ଓ ଚେହେରାରେ କେବେ ଆସିବ ନାହିଁ ବୁଢାପା

ବର୍ତମାନ ସମୟରେ ସମସ୍ତଙ୍କୁ ସୁନ୍ଦର୍ ହବାର ଅଛି ଆଉ ଏହି ସୁନ୍ଦରତା ସମସ୍ତେ ପାଇବାକୁ ଇଚ୍ଛା କରନ୍ତି । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ କିଛି ଫଳ ବା ଫୁଲ ଠାରୁ ଅଧିକ ଲାଭକାରୀ ସେହି ଗଛର ପତ୍ର ହୋଇଥାଏ ତେବେ ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଗଛ ବିସୟରେ କହିବାକୁ ଯାଉଛୁ ଯାହାର ପତ୍ର ତା ଫଳ ଠାରୁ ବହୁତ୍ ଅଧିକ ଲାଭକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଗଛର ରାମ ବାଣ ଚିକିତ୍ସା ବିଷୟରେ ।

ତେବେ ଆପଣ ମାନେ କୋଳି ଗଛ ନିଶ୍ଚିନ୍ତ ଦେଖିଥିବେ ଓ ବହୁତ୍ କୋଳି ମଧ୍ୟ ଖାଇଥିବେ କିନ୍ତୁ କଣ ଆପଣ କେବେ ବର କୋଳି ପତ୍ର ଖାଇଛନ୍ତି ବା ତା ବିଷୟରେ କିଛି ଜାଣିଛନ୍ତି କି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବର କୋଳି ଗଛ ଓ ତା ପତ୍ର ବିଷୟରେ କହିବାକୁ ଯାଉଛୁ ଯାହା କେହି ଜାଣି ନାହାନ୍ତି ।

୧- ଯେଉଁ ବ୍ୟକ୍ତିଙ୍କୁ ହାର୍ଟ ଅଟାକ ଭଳି ସମସ୍ୟା ଅଛି ତାଙ୍କ ପାଇଁ ବର କୋଳି ପତ୍ର ବହୁତ୍ ଲାଭକାରୀ ଅଟେ । ତେବେ ହାର୍ଟ ଅଟାକ୍ ଦ୍ବାରା ଲୋକଙ୍କ ମୃତ୍ୟୁ କିଛି ମିନିଟ ରେ ହୋଇଥାଏ କିନ୍ତୁ ହାର୍ଟ ଅଟାକ ଗୋଟେ ଦୀନରେ ଆସିନଥାଏ । ବହୁତ୍ ତେଲିଆ ଓ ବାହାର ଖାଦ୍ୟ ସେବନ କରିବା ଦ୍ଵାରା ରକ୍ତରେ କଲେଷ୍ଟ୍ରୋଲ ମାତ୍ରା ବଢ଼ି ଯାଇଥାଏ ଓ ଏହି କାରଣ ପାଇଁ ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ ଆପଣଙ୍କ ରକ୍ତ ମୋଟା ହବାକୁ ଲାଗିଥାଏ ।

ଯାହା ଦ୍ଵାରା ଅକ୍ଷିଯନ୍ ଯିବା ପାଇଁ ଅସୁବିଧା ହୋଇଥାଏ ଓ ହାର୍ଟ ଅଟାକ ଭଳି ସମସ୍ୟା ହୋଇଥାଏ । ସେଥିପାଇଁ ଆପଣ ପ୍ରତି ଦିନ ବର କୋଳି ପତ୍ର ଖାଲି ପେଟରେ ଖାଇବା ଦ୍ବାରା ଆପଣଙ୍କ ରକ୍ତ ସଫା ହୋଇଥାଏ ଓ କୋଲେଷ୍ଟ୍ରୋଲ ମାତ୍ରା କମିଯାଏ ।

୨- ବର କୋଳି ପତ୍ର ଖାଇବା ଦ୍ବାରା ଆପଣଙ୍କ ପେଟ ସବୁ ସମସ୍ୟା ଦୂର ହୋଇଥାଏ । ଆପଣଙ୍କ ପାଚନ ତନ୍ତ୍ର ଭଲ ରହିଲେ ଆପଣଙ୍କୁ ବହୁତ୍ ଲାଭ ମିଳିଥାଏ ।

୩- ବର କୋଳି ପତ୍ର ଖାଇବା ଦ୍ବାରା ଆପଣଙ୍କ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢ଼ିବାକୁ ଲାଗିଥାଏ ଓ ଆପଣଙ୍କୁ ଥଣ୍ଡା ଜର କାଶ ଭଳି ସମସ୍ୟା ବହୁତ୍ କାମ ହୋଇଥାଏ ।

୪- ଯେଉଁ ଲୋକଙ୍କୁ ନିଦ ନ ଆସିବା ସମସ୍ୟା ହୋଇଥାଏ ସେହି ଲୋକଙ୍କୁ ବର କୋଳି ପତ୍ର ରାତ୍ରୀରେ ସେବନ କରିବା ଉଚିତ୍ ଯଦି ଟେଂସନ ବା ଅନ୍ୟ କାରଣ ପାଇଁ ଆପଣଙ୍କୁ ନିଦ ଲାଗୁ ନାହିଁ ତେବେ ଆପଣ ବରକୋଳି ପତ୍ର ଖାନ୍ତୁ ଆପଣଙ୍କୁ ଭଲ ନିଦ ଆସିବ ଓ ଶାନ୍ତି ମଧ୍ୟ ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button