ସୁଖୀ ହେବାର ମୂଳ ମନ୍ତ୍ର !

। ସୂଚନା ଅନୁସାରେ ଜୀବନରେ ବହୁତ କିଛି କଥା ପ୍ରତ୍ଯେକଟି ବ୍ୟକ୍ତିକୁ ଶିଖିବାକୁ ହୋଇଥାଏ । ଯେଉଁ କଥା ଗୁଡିକ ସେହି ବ୍ୟକ୍ତି ଶିଖି ଆଗାମୀ ଜୀବନରେ ତାହାକୁ ପ୍ରୟୋଗ କରିପାରିବ । ସେହିପରି କିଛି ଶିକ୍ଷଣୀୟ କଥା ଆମ ପୋଷ୍ଟ ମାଧ୍ୟମରେ ଜାଣିବାକୁ ପାଇବେ । ବାସନ ମାଜିବା ବେଳେ ବାସନରୁ ଅଧିକ ଶବ୍ଦ ବାହାରିବା ଅନୁଚିତ । ଯଦି ବାସନ ମାଜିବା ବେଳେ ଜୋର ଶବ୍ଦରେ ଧଡ ଧଡ କରି ବାସନ ମାଯିବେ ।
ତେବେ ମା ଲକ୍ଷ୍ମୀ ସେତେ ଅଧିକ କ୍ରୋଧିତ ହେବେ । ମହିଳା ହାତରେ ପିଣଢୁଥିବା ଚୁଡିର ଆବାଜ ଯେତିକି ଦରକାର ସେତିକି ଆବାଜ କରିବା ଠିକ ହୋଇଥାଏ କିନ୍ତୁ ଚୁଡିରୁ ଅଧିକ ଶବ୍ଦ ବାହାରିବା ଅନୁଚିତ । ଖାଦ୍ୟ ଖାଇଲା ବେଳେ ଭୂମୀ ଉପରେ ଆସନ ପାରି ବସି ଖାଦ୍ୟ ଖାଇଲେ । ବହୁତ ମଙ୍ଗଳ ହୋଇଥାଏ ।
ଏପରି କରିବା ଦ୍ଵାରା ଭୂମୀ ମା’ ଖୁସି ହୋଇଥାଏ । କେବେ ମଧ୍ୟ କାହାର ପର ଚର୍ଚା କରନ୍ତୁ ନାହିଁ । ଅଯଥାରେ ପର ଚର୍ଚା କରିବା ଦ୍ଵାରା ବ୍ୟକ୍ତି ଆର ଜନ୍ମରେ ଘୁସୁରୀ ହୋଇ ଜନ୍ମିଥାଏ । ଯେଉଁ ଲୋକ ମାନେ କୁକୁର ପାଳିଥାନ୍ତି । ସେହି ବ୍ୟକ୍ତି ମାନଙ୍କୁ ସ୍ଵର୍ଗରେ ଜାଗା ମିଳିନଥାଏ । ଯଦି କୁକୁର ପାଳିଥାନ୍ତି ତେବେ ତା’ ସହିତ ଏତେ ମାତ୍ରାରେ ନିଜକୁ ସଂଶ୍ଳିଷ୍ଟ କରିବା ଅନୁଚିତ ।
ଯେଉଁ ମାନେ ପୁତ୍ର ପ୍ରାପ୍ତି କରିବା ଅଧିକ ଇଛୁକ ରହିଥାନ୍ତି । ସେମାନେ ମହିଳା ଋତୁସ୍ରାବ ହେବାର ୮, ୧୦ କିମ୍ବା ବାର ଦିନ ଯଦି ପୁରୁଷ ସହିତ ମହିଳାର ସହବାସ ହୋଇଥାଏ । ତେବେ ନିହାତି ଭାବେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ । ଏହା ଛଡା ମହିଳାର ଋତୁସ୍ରାବ ହେବାର ୭, ୯ କିମ୍ବା ୧୧ ଦିନ ଯଦି ସହବାସ କରିବେ ।
ତେବେ କନ୍ୟା ସନ୍ତାନ ପ୍ରାପ୍ତି ହୋଇଥାଏ । ଯଦି ଶରୀରର କୌଣସି ଜାଗାରେ ପବନ ଅଟକିଥାଏ । ତେବେ ରଶୁଣକୁ ଛେଚି ସେଥିରେ କିଛି ସନ୍ଧବ ଲୁଣ ମିଶାଇ ତାହାକୁ ଗରମ କରି ଏକ କପଡାରେ ବାନ୍ଧି ତାହାକୁ ପବନ ବା ରକା ଅଟକି ଥିବା ଜାଗାରେ ସେକ ଦେଲେ । ଯନ୍ତ୍ରଣାରୁ ତ୍ରାହୀ ମିଳିଥାଏ । ଯେଉଁ ବ୍ୟକ୍ତି ପୁସ୍ତକ ଚୋରୀ କରିଥାଏ । ସେହି ବ୍ୟକ୍ତି ୭ ଜନ୍ମ ପାଇଁ ମୂର୍ଖ ହୋଇଥାଏ ।
ଯେଉଁ ମାନେ ବସିବା, ଖାଇବା ସମୟରେ ଗାଲରେ ସର୍ବଦା ହାତ ଦେଇବସିଥାନ୍ତି । ସେମାନେ ସବୁବେଳେ ପାଇଁ ଦୁଃଖୀ ରହିବା ସହ ଅଶୁଭତ୍ଵ ବୃଦ୍ଧି ପାଇଥାଏ । ଯେଉଁ ବ୍ୟକ୍ତି ଅଧିକ ମ-ଐଥୁନ ବା ସ୍ତ୍ରୀ ସହିତ ସହବାସ କରିଥାନ୍ତି ସେମାନେ ବହୁତ ଶୀଘ୍ର ବୁଢା ହୋଇଯାଇଥାନ୍ତି ।